ରାଜ୍ୟ

ଜବତ ୩୦୦ କୋଟି କୁ ନେଇ ଆସିଗଲା ବହୁତ୍ ବଡ଼ ଖବର : ସବୁ ପଇସା ଶ୍ରୀମନ୍ଦିର କୁ ଦାନ ଦିଆଯିବ..

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଲୋକଙ୍କୁ ବଣ୍ଟା ଯିବ ନାହିଁ ବରଂ ଶ୍ରୀମନ୍ଦିର କୁ ଦାନ କରାଯିବ ଜବତ ହୋଇଥିବା ୩୦୦ କୋଟି ଟଙ୍କା। କାରଣ ଲୋକଙ୍କୁ ଏହା ବାଣ୍ଟି ଦେଲେ ଲୋକ ମାନେ ଏହାକୁ ଖାଇଦେବେ
Special Report
ସେଥିପାଇଁ ଏହା କାଳିଆ ପାଖରେ ଥାଉ ବୋଲି ସ୍ଥିର କରାଯାଇଛି। ତାଙ୍କ ଝାଳବୁହା ଟଙ୍କା କେବେ ହେଲେ ମଧ୍ୟ ତାଙ୍କର ଖୁସୀ ରେ ଲାଗିବ ନାହିଁ। ସୋସିଆଲ ମିଡିଆରେ ଲୋକେ ଅତି ଉତ୍ତମ ନିଷ୍ପତ୍ତି କହିଛନ୍ତି।
ଜବତ ହୋଇଥିବା ୩୦୦ କୋଟି ଟଙ୍କା ଲୋକ ମାନଙ୍କ ଭିତରେ ବାଣ୍ଟି ଦିଆଯିବ ବୋଲି ଖୁବ୍ ଚର୍ଚ୍ଚା ହେଉଥିଲା। ଏବେ ମଧ୍ୟ ଏହାକୁ ନେଇ ସୋସିଆଲ ମିଡ଼ିଆ ମଧ୍ୟ ଚର୍ଚ୍ଚା ଜାରି ରହିଛି।
ଏହାରି ମଧ୍ୟରେ ଏବେ ଆଉ ଏକ ଆଲୋଚନା ହେଉଥିବା କଥା ମଧ୍ଯ ସାମ୍ନା କୁ ଆସିଛି।ତାହା ହେଉଛି ଲୋକଙ୍କୁ ବଣ୍ଟା ଯିବ ନାହିଁ ବରଂ ଶ୍ରୀମନ୍ଦିର କୁ ଦାନ କରାଯିବ ଜବତ ହୋଇଥିବା ୩୦୦ କୋଟି ଟଙ୍କା। ଦୁଃଖ ରେ ଥିବା ଲୋକ ମାନଙ୍କ ପେଟକୁ କାଟି ଯେତେବେଳେ,
Special Report
ଧନ ଅର୍ଜନ କରାଯାଇ ଥାଏ ତାହା ସୁଖ ସମୟରେ କେବେ ହେଲେ ମଧ୍ୟ ଲୋକ ମାନଙ୍କ କାମରେ ଲାଗେ ନାହିଁ। ଆଉ ଜବତ ହୋଇଥିବା ୩୦୦ କୋଟି ଟଙ୍କା ହେଉଛି ଲୋକ ମାନଙ୍କ ଝାଳ ବୁହା ଧନ।
ତେଣୁ ସେ ଟଙ୍କା କେବେ ହେଲେ ମଧ୍ୟ ତାଙ୍କର ଖୁସୀରେ ଲାଗିବ ନାହିଁ। ସେହି ଟଙ୍କା ମଧ୍ଯ ଲୋକଙ୍କୁ ବାଣ୍ଟି ଦେଲେ ତାହା ଖାଇଦେବେ ଯାହା ଦ୍ବାରା କି ସେହି ଟଙ୍କା ମଧ୍ୟ ସରିଯିବ। ଯଦି ଏହି ପଇସା କାଳିଆ ପାଖରେ ରୁହେ ତେବେ ତାହା ସେମିତି ହିଁ ରହିଥିବ।
ସେଥିପାଇଁ ଏହି ଟଙ୍କା କୁ ଆଉ କାହାକୁ ନଦେଇ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦେବା ପାଇଁ ଏବେ ସରକାର ଯୋଜନା କରୁଛନ୍ତି ବୋଲି ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ପାପ ଅର୍ଜିତ ଧନ କୁ ଏକ ପୁଣ୍ୟ କାର୍ଯ୍ୟରେ ଲଗାଇବା ମଧ୍ଯ ଏକ ଖୁବ ଭଲ ନିଷ୍ପତ୍ତି ମଧ୍ୟ ଅଟେ। ସାମ୍ବିଧାନିକ ଅନୁସାରେ ସେ ଟଙ୍କା ଜବତ କରାଯାଇ ଥିବାରୁ ସେହି ଟଙ୍କା କେବଳ ଆଇନ ଅନୁସାରେ ହିଁ ବ୍ଯବହାର କରାଯିବ। ସରକାର ନୀତି ନିୟମ ଅନୁସାରେ ସେ ଟଙ୍କା ବ୍ୟବହାର କରିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button