ମନୋରଞ୍ଜନ

ବିବାହଯୋଗ 2022, 8ଟି ରାଶିଙ୍କର ବନୁଛି ବିବାହ ଯୋଗ… ବିବାହ କରିବାକୁ ଚାହୁଁଥିବା ବ୍ୟକ୍ତି ନିଶ୍ଚୟ ଦେଖନ୍ତୁ

ଆଜି ଆମେ କହିବା ପାଇଁ ଯାଉଛୁ କି କେଉଁ ରାଶି ମାନଙ୍କ ଭାଗ୍ୟ ବଦଳିବା 2022 ରେ । ଏହା କଣ ହେବା ପାଇଁ ଯାଉଛି କି ଏହି ରାଶିର ଲୋକମାନେ ଏବେ ବିବାହ କରିବେ । ପ୍ରଥମେ ଶନି ଦେବ ଙ୍କ ଗୋଚର କିଭଳି ହେବା ପାଇଁ ଯାଉଛି । ବିବାହ ର ଯୋଗ ଆସିବା ଇ ନାଇ ଏହା ମଧ୍ୟ କହିବା ଆଜି ଆମେ ଆପଣଙ୍କୁ । ଆମେ ଅନେକ ଚେଷ୍ଟା କରି ଥାଉ କି ଆମ ରାଶିର ଲୋକମାନଙ୍କ ବିବାହ ଜଲ୍ଦି ହୋଇ ଯାଉ କିନ୍ତୁ ଅନେକ ସମୟରେ ଏହା ହୋଇ ପରି ନଥାଏ କାରଣ କିଛି କଥା ଏହି ଭଳି ଘଟି ଯାଇ ଥାଏ ଯାହା ପାଇଁ ବିବାହ ଅଧାରେ ରହି ଯାଇ ଥାଏ ।

ତେବେ ଆପଣଙ୍କ ରାଶି କଣ ଅଟେ ଓ ଆପଣ ବିବାହ ପାଇଁ ଯଦି ପ୍ରସ୍ତୁତ ଅଛନ୍ତି ତେବେ ଆପଣ କିଭଳି ଭାବେ ବିବାହ କରିବେ ଜାଣି ନିନତୁ ଓ ଏହି ବର୍ଷ ଆପଣଙ୍କ ଯୋଗ ହେବାର କାରଣ ମଧ୍ୟ ଜାଣି ନିଅନ୍ତୁ । ସବୁଠାରୁ ଆଗ ରାଶି ହେଉଛି ମେଷ ରାଶି ଏପ୍ରିଲ ଭିତରେ ଏମାନଙ୍କ ବିବାହ ଉପରେ ଭଲ ପରିଣାମ ଦେବ ।

ଏହା ପରେ ଏହାର ଅନୁପପାତ କମ ହୋଇ ଯାଉଛି କି ଆପଣ ମାନେ ବିବାହ କରି ପାରିବେ ଏହି ସମୟ ମଧ୍ୟରେ ଆପଣଙ୍କ ଉପରେ ଗୁରୁ ଓ ଶନି ଙ୍କ ନଜର ୭ମ ଘରେ ଥିବାରୁ ଏହି ସମୟରେ ଆପଣ ବିବାହ କରିବା ଭଲ ହୋଇଥାଏ । ଏହା ପରେ ବୃଷ ରାଶି । ଏହାଙ୍କ ପାଇଁ ଆପଣଙ୍କ ପାଇଁ ଭଲ ସମୟ ଅଛି ଆପଣଙ୍କ ବିବାହ ଯୋଗ ଏପ୍ରିଲ ପରେ ଭଲ ଅଛି ।

ଏହା ପରେ ଆସେ କନ୍ୟା ରାଶି ଏହି ରାଶିର ଲୋକଙ୍କ କୁଣ୍ଡଳୀ ରେ ନିଜେ ଗ୍ରହ ଦେବ ବୃହଷ୍ପତ୍ତି ଙ୍କ ନଜର ଖୁବ ଭଲ ହେବା ପାଇଁ ଯାଉଛି ଯାହା ଦ୍ଵାରା ଆପଣଙ୍କ ବିବାହ ଯୋଗ ଫିଟିବା ପାଇଁ ଯାଉଛି । ଶନି ଦେବ ଙ୍କ ଦ୍ରୁଷ୍ଟି ଆପଣଙ୍କ ୧୨ ଘରେ ରହିବ । ଆପଣଙ୍କ ବିବାହ ର ସମୟ ଏପ୍ରିଲ ଓ ନଭେମ୍ବର ମଧ୍ୟରେ ହେବାର ଯୋଗ ଦେଖାଉଛି ।

ଏହା ପର ରାଶି ହେଉଛି ତୁଳା ରାଶି । ଗୁରୁ ଶନି ଆପଣଙ୍କ ୨ୟ ଘର ଦେଖିବେ ଆପଣଙ୍କ ଘର ଯାହା ୨ ଏହା ଆପଣଙ୍କ କୁଟୁମ୍ବ ଘର ମାନେ ଆପଣଙ୍କ ସବୁ ସମସ୍ଯା ଦୂର ହୋଇଯିବ ଏପ୍ରିଲ ପରେ ବିବାହ ହେବାର ଯୋଗ ଅଛି । ଏହା ପରେ ରାଶି ହେଉଛି କର୍କଟ ରାଶି ।

ଏହି ରାଶିର ଲୋକଙ୍କ ବିବାହ ଯୋଗ ମଧ୍ୟ ଖୁବ ଭଲ ଅଛି ଏମାନଙ୍କ ଶନି ଆଉ ଗୁରୁ ଙ୍କ ନଜର ଖୁବ ଭଲ ହେବା ପାଇଁ ଯାଉଛି । ଏହା ଅପରେ ରାଶି ହେଉଛି ମକର ରାଶି ଆପଣଙ୍କ ଉପରେ ଦେବ ଗୁରୁ ବୃହଷ୍ପତ୍ତି ଙ୍କ ନଜର ଓ ଶନି ଦେବଙ୍କ ନଜର ମଧ୍ୟ ଭଲ ହେବା ପାଇଁ ଯାଉଛି ଯାହା ଦ୍ଵାରା ଏମାନେ ମଧ୍ୟ ବିବାହ କରିବାର ଯୋଗ ପ୍ରବଳ ଅଛି ।

ଏହା ପରେ ରାଶି ହେଉଛି କୁମ୍ଭ ରାଶି ଆପଣଙ୍କ ର ଘର ଲୋକଙ୍କ ଚିନ୍ତା କମ ହୋଇଇବ ଦେବ ଗୁରୁ ଙ୍କ ଆଶୀର୍ବାଦ ରୁ ଆପଣଙ୍କ ବିବାହ ହୋଇଯିବ । ଏହା ଅପରେ ମୀନ ରାଶି ଏହି ରାଶିର ଲୋକମାନଙ୍କ ବିବାହ ମଧ୍ୟ ହୋଇଯିବ କାରଣ ଦେବ ଗୁରୁ ୧ ମ ଘରେ ବସିକି ୭ ଘରକୁ ନଜର କରିବେ ଯାହା ଦ୍ଵାରା ଆପଣଙ୍କ ବିବାହ ଅମଧ୍ୟ ଖୁବ ଶିଘର ହୋଇଯିବ ଏହା ଥିଲା ୮ ଟି ରାଶି ଙ୍କ ବିବାହ ଯୋଗ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button