ମନୋରଞ୍ଜନ

ବହୁତ ଘମଣ୍ଡି ହୋଇଥାନ୍ତି ଏହି 2 ନାମର ଝିଅ- Jyotisha Shastra

ଆମେ ଜୀବନରେ ଅନେକ ଲୋକଙ୍କୁ ଓ ମହିଳା ମାନଙ୍କୁ ଆମ ଆଗରେ ଦେଖିବା ପାଇଁ ପାଇ ଥାଉ । କିଛି ଜଣଙ୍କ ସହହ ଏମାନଙ୍କ ସମ୍ପର୍କ ଖୁବ ଭଲ ଥାଏ କିଛି ଜଣଙ୍କ ସହ ଆମ ସମ୍ପର୍କ ଖୁବ ଖରାପ ହୋଇ ଯାଇ ଥାଏ । ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଦେଖା ହେଉଥିବା କିଛି ଲୋକଙ୍କ ନାମର ପ୍ରଥମ ଅକ୍ଷର ରୁ ଆମରେ କିଛି ତଥ୍ୟ ପାଇ ପାରିବା ସେମାନଙ୍କ ବିଷୟରେ । ଯେଉଁ ଭଳି କି ସେମାନେ କେଉଁ ଭଳି ସ୍ଵଭାବର ଅଟନ୍ତି ।

ସେମାନଙ୍କୁ କେଉଁ ମାନେ ଭଲ ଲାଗି ଥାନ୍ତି ସେମାନଙ୍କ ସ୍ଵଭାବ କିଭଳି ଥାଏ ଆଦି । ଆଜି ଆମେ କହିବା ପାଇଁ ଯାଉଛେ କି କିଛି ଜଣ ଭଲ ବ୍ୟବହାର କାରି ଥାନ୍ତି କିନ୍ତୁ ସେମାନେ ନିଜର କିଛି ଗୁଣ ପାଇଁ ନିଜକୁ ସବୁ ବେଳେ ଘମଣ୍ଡ ରେ ବୁଡାଇ ରଖି ଦେଇ ଥାନ୍ତି । ଏହା ପାଇଁ ଆମ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏକ କଥା କୁହାଯାଇଛି କି ଆମେ ନାମର ପ୍ରଥମ ଅକ୍ଷର ରୁ ଆମେ କିଭଳି ଜାଣିବା ଏହା ବିଶୟରେ ।ଆଜି ଆମେ ଦୁଇଟି ନାମର ପ୍ରଥମ ଅକ୍ଷର କହିବା ପାଇଁ ଯାଉଛୁ ଯେଉଁ ମାନଙ୍କ ସ୍ଵଭାବ ଘମଣ୍ଡି ଥାଏ । ତେବେ ଆସନ୍ତୁ ଜାଣିବା କି ଆମେ କେଉଁ ପ୍ରକାର ମହିଳାମାନେ ଭଲ ହୋଇଥିବା ସହ ସାମାନ୍ଯ ଘମଣ୍ଡି ହୋଇ ଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ଦୁଇ ନାମର ମହିଳା ମାନଙ୍କ ବିଷୟରେ ।

ପ୍ରଥମ ନାମ ହେଉଛି “P” ଏହି ନାମର ମହିଳା ମାନେ ଜୀବନ ସାଥି ଭଲ ପାଇ ଥାନ୍ତି ସେମାନେ ଖୁବ ସୁନ୍ଦର ସ୍ଵାମୀ ପାଇ ଥାନ୍ତି । ଏମାନଙ୍କ ସ୍ଵାମୀ ମାନେ ମଧ୍ୟ ଖୁବ ଭଲ ପାଇ ଥାନ୍ତି । କିନ୍ତୁ ଏମାନେ ନିଜ ଠାରୁ କମ ରେ ଥିବା ଲୋକଙ୍କ ସହ ଅଧିକ ମିଶି ନଥାନ୍ତି । ଯାହା ପାଇଁ ଏମାନଙ୍କୁ ସଭିଏ ଘମଣ୍ଡି କହି ଥାନ୍ତି ।

ଏମାନେ ସବୁ କାମରେ ଖୁବ ଭାବି ଚିନ୍ତି କାମ କରି ଥାନ୍ତି ଓ ନିଜ କାମରେ କାହାକୁ ସାମିଲ କରିବା ଯାଙ୍କୁ ଭଲ ଲାଗି ନଥାଏ ସେଇ ପାଇଁ ଏମାନଙ୍କ ସାଙ୍ଗ ମାନେ ମଧ୍ୟ ଏମାନଙ୍କ ଏହି ବ୍ୟବହାର କୁ ଘମଣ୍ଡି ସ୍ଵଭାବ ବୋଲି ଭାବି ଥାନ୍ତି ।

ଏହା ପରେ ଆସୁଥିବା ନାମ ହେଉଛି “K” ନାମର ମହିଳା ମାନଙ୍କ କଥା ଏମାନେ ନିଜ ଆଖ ପାଖରେ ଥିବା ଲୋକଙ୍କ ଠାରୁ ନିଜକୁ ସବୁ ଠାରୁ ଆଗୁଆ ରଖିବା ପାଇଁ ଚାହିଁ ଥାନ୍ତି । ସେମାନେ ଏହା ମଧ୍ୟ ଚେଷ୍ଟା କରି ଥାନ୍ତି କି ସବୁ କାମରେ ଏମାନେ ଭଲ କରିକି ଦେଖାଇବେ ଏମାନାଙ୍କ ଏହି ଗୁଣ ପାଇଁ କିଛି ଲୋକମାନେ ଏମାନଙ୍କୁ ଭଲ କହି ଟାଣି ଓ କିଛି ଲୋକମାନେ ଏମାନଙ୍କକୁ ବୁଝି ନ ପରି ଏମାନଙ୍କୁ ଘମଣ୍ଡି କହି ଦେଇ ଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button