ରାଜ୍ୟ

ମାଣବସା ଗୁରୁବାର: ଗୁରୁବାର ଦିନ ଭୁଲରେବି କରନ୍ତୁ ନାହିଁ ଏହି 10 ଟି କାମ, ମାଡିଆସିବ ଦାରିଦ୍ର୍ୟତା

ଗୁରୁବାର କୁ ମା ଲକ୍ଷ୍ମୀ ଙ୍କ ବାର କୁହାଯାଏ । କୁହାଯାଏ କି ଗୃବବାର ବୃହଷ୍ପତ୍ତି ଙ୍କର ବାର ମଧ୍ୟ ହୋଇ ଥାଏ ତେଣୁ ଏହା ଖାସ ଅଟେ । ଏହାଙ୍କୁ ଦେବ ଗୁରୁ ମଧ୍ୟ କୁହାଯାଏ । ଏହି ଦିନ ମା ଲକ୍ଷ୍ମୀ ଙ୍କ ପ୍ରିୟ ହୋଇ ଥାଏ ତେଣୁ ଆପଣ ଏହି ଦିନ ସକାଳୁ ଉଠି କେଉଁ ଭଳି କାମ କରିବେ ଓ କଣ କଣ ସାବଧାନତା କୁ ନଜର ରେ ଆପଣ ରଖିବେ ତାହା ଜାଣି ନିଅନ୍ତୁ । ଆପଣ ମାନେ ଏହି ଦିନ ସକାଳୁ ଉଠି ନିଜ କାମ ସାରିବା ପରେ ଆପଣ ନିଜ ଘର ଦ୍ଵାରା ସଫଫା କରିବେ ।

ଏହି ଦିନ ସକାଳୁ ଉଠିବେ ଏହା ସହ ଆପଣ ଏହି ଦିନ କାହା ସହ କେଉଁ ଭି ପ୍ରକାର କିଛି ଭି ଖରାପ କଥା ବାର୍ତ୍ତା କରିବେନି । ଆପଣ ଏହି ଦିନ ହଳଦିଆ ବସ୍ତ୍ର ଧାରଣ କରିବା ଶୁଭ ହୋଇ ଥାଏ । ଏହି ଦିନ ଆପଣ ଦାନ କରିବା ମଧ୍ୟ ଭଲ ହୋଇ ଥାଏ କିନ୍ତୁ ଆପଣ ଏହି ଦିନ ୧୨ ତା ପରେ କିମ୍ବା ସୂର୍ଯ୍ୟାସ୍ତ ପରେ ଆଉ ଦାନ କରିବବା ଭାଲ ନୁହେଁ ।

ଆପ ଏହି ଦିନ ଘରେ ଆମିଷ ରୋଷେଇ କରିବେ ନି । ଗୁରୁବାର ସନ୍ଧ୍ୟା ସମୟରେ ଆପଣ ଶୋଇବା ଭଲ ନୁହେଁ । ଆପଣ ମାନେ ଏହି ଦିନ ମୁଣ୍ଡ ମଧ୍ୟ କୁଣ୍ଡାଇବେ ନି । ଆମେ ଜାଣିଛେ କି ମା ଲକ୍ଷ୍ମୀ ସବୁଙ୍କ ପରେ ନିଜର ଦୟା କରି ଥାନ୍ତି ।

ଗୁରୁବାର ମାଣବସା ଦିନ ଆମେ ବିଭିନ୍ନ ପ୍ରକାର ଫୁଲ ଓ ଫଳ ମାନ ଏକାଠି କରି ପୂଜା କରିବା ଭଲ ହୋଇ ଥାଏ । ଏହାକୁ ସବୁ ଓଡିଆ ଘର ମାନଙ୍କ ରେ କରାଯାଇ ଥାଏ । ଏହି ଦିନ ସକାଳ ହେବା ଆଗରୁ ଏହି ପୂଜା ଆରମ୍ଭ ହୋଇଯିବା କଥା । ପ୍ରଥମେ ଏକ ଖଟୁଲି ରେ ମା ଲକ୍ଷ୍ମୀ ଙ୍କୁ ରଖି ସେଠାରେ ପୂଜା କରିବେ ।

ଆପଣ ମାଣ ବସାଇବା ପରେ । ବାଳଧୂପ, ଶଙ୍ଖୁଡି, ସନ୍ଧ୍ଯାଦୁପ ଦେବେ । ଆପଣ ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ ପୂଜା କରିବେ । ଆପଣ ଏହି ଦିନ କେବେହେଲେ କାହା ଠାରୁ କିଛି ମାଗିବେନି କିମ୍ବା କିଛି କାହାକୁ ପଇସା ଆଦି ଦେବେନି । ଆପଣ ଏହି ଦିନ କିଛି ଭି ପିଆଜ ରସୁଣ ଆଦି କୁ ଖାଇବେନି ।

ଆପଣମାନେ ଏହି ଦିନ ଛୋଟ ପିଲାମାନଙ୍କୁ କେବେହେଲେ ଭି କନ୍ଦେଇବେ ନି । ଆପଣ ଏହି ଦିନ କାହାକୁ ଭୋକରେ ରଖିବେଣୀ କି କାହାର ଅପମାନ କରିବେନି । ଆପଣ ଏହି ଦିନ ପୂଜା କରିବା ଅବେଳେ ନିଜ ସ୍ଵାମୀ ଙ୍କୁ ପବିତ୍ର ନଜର ରେ ଦେଖିବେ ।

ସମ୍ପୁର୍ଣ୍ଣ ଧ୍ୟାନ ଆପଣ ଏହି ପୂଜାରେ ଲଗାଇବେ । ଏହା ସହ ଆପଣ ନିଜ ସକ୍ଷମ ଅନୁସାରେ ପୂଜା ଅକରିବେ ଏହା ପାଇଁ ଆପଣ କାହାକୁ କିଛି ମାଗିବେନି । ନୂଆ ମାଣ ବସାଉଥିଲେ ଆପଣ ସବୁ ବେଳେ ପୁରୁଣା ମାଣ ସହ ମିଶେଇବେ ଏହାକୁ ନହେଲେ ଆପଣଙ୍କୁ ଖୁବ ଖରାପ ପରିଣାମ ମିଳିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button