ମନୋରଞ୍ଜନ

“M” ନାମର ବ୍ୟକ୍ତି ଆପଣଙ୍କ ପାଖରେ ଥିଲେ ଠାରେ ନିଶ୍ଚୟ ଦେଖନ୍ତୁ…. Name Astrology

ଆମେ ଦୁନିରାରେ ଅନେକ ସମୟରେ ଅନେକ ଲୋକଙ୍କ ସହ ଦେଖା ହୋଇ ଥାଉ । ସେମାନଙ୍କ ମଧ୍ୟରୁ କିଛି ଲୋକମାନେ ଆମ ଠାରୁ ଦୂରେଇ ଯାଇ ଥାନ୍ତି । କିଛି ଲୋକମାନେ ଆମ ସହ ଚାଲି ଥାନ୍ତି ଆଜି ଆମେ ଆଖିବା କି ଯେଉଁ ମାନେ ଆମ ସହ ଚାଲୁଛନ୍ତି ସେମାନଙ୍କ ସ୍ଵଭାବ କିଭଳି ହୋଇ ଥାଏ । ଆଜି ଆମେ କହିବା କି ଆମ ଆଖ ପାଖରେ ଯଦି “M” ଅକ୍ଷର ର ଲୋକମାନେ ଅଛନ୍ତି ସେମାନେ କିଭଳି ଅଟନ୍ତି ।

ବାସ୍ତୁ ଶାସ୍ତ୍ର ଅନନୁସାରେ ବ୍ଯକ୍ତିର ପ୍ରଥମ ଅକ୍ଷର ରୁ ମଧ୍ୟ ଆମେ ସେମାନଙ୍କ ସ୍ଵଭାବ କହି ପାରିବା ତେବେ ଆସନ୍ତୁ ଜାଣିବା କି “M” ନାମର ବ୍ୟକ୍ତିମାନେ କିଭଳି ଅଟନ୍ତି । “M” ନାମର ବ୍ୟକ୍ତି ମାନେ ଖୁବ ବାବୁକ ହୋଇ ଥାନ୍ତି । ସବୁ ମଣିଷ ଚିନ୍ତା କୃ ଥାନ୍ତି କିନ୍ତୁ ଏମାନେ ଅନେକ ସମୟରେ ବହୁ କିଛି ଭାବି ନେଇ ଥାନ୍ତି ବେଳେ ବେଳେ ଏମାନଙ୍କ ମନ ଖୁବ ସଙ୍କୁଚିତ ହୋଇଥାଏ ।

ମଣିଷ ର ସ୍ଵାଭାବକୁ ଦେଖିଲେ ସେ ଛୋଟ ଛୋଟ କଥା କିମ୍ବା ବଡ ବଡ କଥାକୁ ନିଜ ପରିସ୍ଥିତି କୁ ନେଇ ଧରି ଅଭିମାନ କରି ଥାନ୍ତି କିନ୍ତୁ ଏମାନେ ଟିକେ ଟିକେ ଖାତାରେ ଖରାପ ଭାବି ନେଇ ଥାନ୍ତି । ଏମାନେ ବହୁତ ଜିଦିଆ ହୋଇ ଥାନ୍ତି ଥରେ ଯଦି କାହା ପଛରେ ଠାରେ ପଡି ଯାଇଥାନ୍ତି ତ ଏମାନେ ଏହାକୁ ପାଇବା ପାଇଁ କିଛି ଭି କରି ପାରନ୍ତି ।

ଏମାନଙ୍କ ଉପରେ ଭାଗ୍ୟ ସବୁ ବେଳେ ଭଲ କରି ଥାଏ । ଏମାନେ ଭଲ ଲେଖକ, ନେତା, ଅଭିନେତା, ହୋଇ ଥାନ୍ତି କିନ୍ତୁ ଏମାନେ ନିଜ କାମ ପାଇଁ କର୍ମଠ ନଥାନ୍ତି ଭାଗୟା ଭଲ ଥିବା ହେତୁ ଏମାନେ ସବୁ ବେଳେ ସଫଳତା ପାଇ ଚାଲି ଥାନ୍ତି । କେଉଁ ଭି କମ ହେଉ କିମ୍ବା କେଉଁ ଭି ଜାଗା ହେଉ ଏମାନେ ସବୁ ଜାଗାରେ ନିଜକୁ ଫିଟ କରି ନେଇ ଥାନ୍ତି ।

ଏମାନେ ଖୁବ ଜଲ୍ଦି ପ୍ରେମରେ ପଡି ଯାଇ ଥାନ୍ତି କିନ୍ତୁ ଏମାନେ ନିଜ ମନ କଥା ଅକହିବା ପାଇଁ ସବୁ ବେଳେ ପଛ ଘୁଞ୍ଚା ଦେଇ ଥାନ୍ତି ଯଦି ଏମାନଙ୍କୁ ସେମାନଙ୍କ ଭଲ ପ୍ପାଇବା ମିଳି ଯାଇ ଥାଏ ତେବେ ସେମାନେ ଏହି ଦାଇତ୍ଵ ଭଲ ଭାବେ ନିଭେଇ ଥାନ୍ତି ।

ଏମାନଙ୍କ ଭଲ ପାଇବା ଖୁବ ସୁନ୍ଦର ହୋଇ ଥିବାରୁ ଏମାନେ ଦୁନିଆ ଆଗରୁ ଏହାକୁ ବଞ୍ଚେଇକି ରଖୀ ଥାନ୍ତି । ଏମାନେ ସବୁ ବେଳେ ଖରାପ କାମ କରୁଥିବା ଲୋକଙ୍କ ପାଖରୁ ନିଜକୁ ଦୂରେଇ ରଖନ୍ତି ଓ ସେମାନଙ୍କୁ ଏହା ପାଇଁ ବଢାବା ମଧ୍ୟ ଦେଇ ନଥାନ୍ତି । ସେମାନେ କଥାକୁ ସିଧା ସଳଖ ଭାବେ କହି ଥାନ୍ତି ବୁଲେଇ ବଙ୍କେଇ କହିବା ସେମାନଙ୍କୁ ଭଲ ଲାଗି ନଥାଏ ।

ଏମାନେ ସବୁ ବେଳେ ଭଲ ଜୀବନ ବଞ୍ଚି ଥାନ୍ତି କିନ୍ତୁ ବେଳେ ସାଧାରଣ ଜୀବନ ପାଇଁ ମଧ୍ୟ କାମନା କରି ଥାନ୍ତି । ଏମାନେ ଲୋକଙ୍କୁ ସବୁ ବେଳେ କୁହନ୍ତି କି ଅନ୍ୟମାନେ ତାଙ୍କୁ ବୁଝି ପାରୁ ନାହାଁନ୍ତି । ଏମାନେ ବିନା କଥାରେ ଅନ୍ୟମାନଙ୍କୁ ନିଜ ଉପଦେଶ ଦେଇ ଥାନ୍ତି । ଏମାନେ ସବୁ ବେଳେ ଅନ୍ୟର ଭଲ ଚିନ୍ତା କରି ଥାନ୍ତି କିନ୍ତୁ ରାଗି ଗଲେ ବୁଝାଇବା କଷ୍ଟ କର ହୋଇ ଯାଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button