ଦେଶ- ବିଦେଶ

ଆସନ୍ତା ଗୁରୁବାର ଏହି 4ଟି ରାଶି ପାଖକୁ ନିଜେ ଆସିବେ ମା’ ଲକ୍ଷ୍ମୀ… ଦେଖନ୍ତୁ ସେହି ରାଶି ଗୁଡିକ ଆପଣଙ୍କର ନୁହେଁ ତ !

ମା ଲକ୍ଷ୍ମୀ ହେଉଛନ୍ତି ଶଅଭାଗ୍ୟର ଦେବୀ ଧନ ର ଦେବୀ ଓ ସମ୍ପୂର୍ଣ୍ଣା ଅଟନ୍ତି । ଯଦି ଆପଣ ଜାଣି ଥିବେ ତ ଏହା ମଧ୍ୟ ଜାଣି ଥିବେ କି ମା ଲକ୍ଷ୍ମୀ ଙ୍କ ଦୟା ହେବା ର ଅର୍ଥ ସବୁ ପ୍ରକାର ଦୈବିକ ଶକ୍ତି ର ଆଶୀର୍ବାଦ ପାଇବା । ଆପଣ ମାନେ ଜାଣି ଛନ୍ତି କି ଆମେ ଯେଉଁ ଭି କମ କରିବା ପାଇଁ ଯାଉଛୁ ଏହା ବହୁତ ଖାଶ ଅଟେ । ଆପଣ ମାନେ ଏହା ମଧ୍ୟ ଜାଣି ଥିବେ କି ଆପଣ ମାନେ ଯଦି କିଛି ନୂଆ କାମ କରିବା ଆଗରୁ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ନେବା ନିହାତି ଦରକାର ଅଟେ ।

ଆମେ ଯଦି କିଛି କାମ କରିବା ପାଇଁ ଯିବା ଓ ତାହା ସଫଳ ହେବନି ଏହା ଆମ ପାଇଁ ଖରାପ ଅଟେ । ଆଜି ଆମେ କହିବା ପାଇଁ ଯାଉଛୁ କି କିଛି ଏହି ଭଳି ମହା ସଂଯୋଗ ହେବା ପାଇଁ ଯାଉଛି ଯାହା ଦ୍ଵାରା ଆମେ ଆଜି ରାତି ଠାରୁ କିଛି ରାଶି ମାନଙ୍କ ଉପରେ ଧନର ବର୍ଷା କରାଇବା ପାଇଁ ଯାଉଥିଇବା ମହା ଲକ୍ଷ୍ମୀ ଙ୍କ ଅପାର କୃପା ଦେଖିବା ।

ଆଜି ରାତିରୁ ଜ୍ଯୋତିଷ ଶାସ୍ତ୍ରର ଅନୁସାରେ କିଛି ଏହି ଭଳି ଭାବେ ମହା ସଂଯୋଗ ହେବା ପାଇଁ ଯାଉଛି ଯାହା ଦ୍ଵାରା ମା ଲକ୍ଷ୍ମୀ ଏହି ଚାରି ରାଶି ଉପରେ ନିଜର କୃପା ଦେବା ପାଇଁ ଯାଉଛନ୍ତି ।

ପ୍ରଥମ ରାଶି ହେଉଛି ବୃଷବ ରାଶି – ଜ୍ଯୋତିଷ ସାତର ଅନୁସାରେ ଏହି ରାଶି ମାନଙ୍କ ପାଇଁ ସମୟ ଖୁବ ଭଲ ଅଛି । ଆପଣ ଏହି ସମୟରେ ଧନ ନିବେଶ କରି ପରିବେ ଏହା ସହ ଆପଣ ଙ୍କୁ ଏହା ଭବିଷ୍ୟତ ରେ ଅଧିକ ଲାଭ ମଧ୍ୟ ଦେବା ପାଇଁ ଯାଉଛି । ଯେଉଁ ମାନେ ବିଦ୍ୟାର୍ଥୀ ଅଛନ୍ତି ସେମାନଙ୍କ ପାଇଁ ସମୟ ଭଲ ଅଛି ନିଜ କାମରେ ଆପଣ ଧ୍ୟାନ ଦିଅନ୍ତୁ ଦେଖିବେ ଭଲ ପରିଣାମ ପାଇବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

କର୍କଟ ରାଶି – ଏହି ରାଶି ଉପରେ ମା ଲକ୍ଷ୍ମୀ ଙ୍କ କୃପା ହେବା ପାଇଁ ଯାଉଛି । ଏମାନଙ୍କ ଧନବାନ ହେବାର ଯୋଗ ମଧ୍ୟ ଅଛି । ଆପଣ କିଛି ଜାଣ ବାହାନ କିଣି ପାରନ୍ତି । ଆପଣ କେସ ରେ ମଧ୍ୟ ଜିତିବାର ଯୋଗ ଅଛି ।

ମକର ରାଶି – ଆପଣଙ୍କ ପାଇଁ ଧନବାନ ଯୋଗ ଅଛି । ଯେଉଁ ମାନେ ଚାକିର ପାଇ ନାହାଁନ୍ତି ସେମାନେ ଏବେ ଚାକିରି ପାଇବେ । ଯେଉଁ ମାନେ ନିଜର ଧନ ଅଟକି ଯାଇଥିବା ର ଜାଣି ଥିବେ ସେମାନେ ଏହାକୁ ପାଇବେ । ମା ଲକ୍ଷ୍ମୀ ଙ୍କ ଦୟାରୁ ଧନ ସମ୍ପର୍କ ରେ ଥିବା ସବୁ ପ୍ରକାର ସମସ୍ଯା ଦୂର ହୋଇଯିବ ।

କୁମ୍ଭ ରାଶି – ଏହି ରାଶି ମାନଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା ରହିଛି । ମା ଲକ୍ଷ୍ମୀ ଙ୍କ କୃପା ରହିବ । ଯଦି ଆପଣ କିଛି ନୂଆ କାମ କରିବା ପାଇଁ ଚେଷ୍ଟା କରୁଛନ୍ତି ତାହା ଅସଫଳ ହେବ । ଆପଣ କେଉଁ ଜାଗାକୁ ଯିବାର ଯୋଜନା କରୁଥିଲେ ଏହା ସଫଳ ହେବ ମା ଲକ୍ଷ୍ମୀ ଙ୍କ କୃପା ରୁ ଆପଣ ଙ୍କ ସବୁ ସଂକଟ ଦୂର ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button