ଦେଶ- ବିଦେଶ

କଣ ଆପଣଙ୍କୁ କେବେ ମିଳିଛି ରାସ୍ତାରେ ପଡିଥିବା ଟଙ୍କା, ତେବେ ଜାଣନ୍ତୁ ଏହାର ଅର୍ଥ କଣ ?

ପ୍ରତେକ ଲୋକମାନ ଏନିଜ ଜୀବନକୁ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ଅନେକ ଚେଷ୍ଟା କରି ଥାନ୍ତି କିଛି ଜଣ ଏହା ପାଇଁ ନିଜକୁ ବହୁତ ଭଲ ଭାବେ ପ୍ରସ୍ତୁ ତ ମଧ୍ୟ କରନ୍ତି । କହିବାର ଅର୍ଥ ହେଉଛି କ୍କି ଅନେକ ଲୋକମାନେ ଅଛନ୍ତି ଯେଉଁ ମ୍ମାନେ ଅନ୍ୟର କିଛି ଭି ଜିନିଷ କୁ ଦେଖିକି ଏହାକୁ କାହାକୁ ଦେଇ ନଥାନ୍ତି କିନ୍ତୁ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯାହା ଭି କରୁଛେ କିମ୍ବା ଯାହା ଭି କରିବା ପାଇଁ ଚାହୁଁ ଛେ ଏହାର ଏକ ସମୟ ଆସି ଥାଏ କିନ୍ତୁ ଆମେକୁ ଏହା ଆଗରୁ ନିଜ ଚେଷ୍ଟା ଜାରି ରଖିବା ପାଇଁ ପଡି ଥାଏ ।

ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯାହା ଭି କରୁଛେ ଏହାକୁ ଆମେ ଜାରି ରଖିବା ଦରକାର ଆମ ଲକ୍ଷ ସ୍ଥଳ ପାଇବା ପାଇଁ ଏହା ଏକାନ୍ତ ଆବଶ୍ୟକ ଅଟେ । ଆଜି ଆମେ କହିବା କି ଆମେ ଜାଣିଛେ କି ଧନ ମିଳିବା ଓ ଏହାକୁ କେହି ଚୁପ କି ନେଇଜିବା ଭଲ କଥା ନୁହେଁ । ଆମ ହିନ୍ଦୁ ଶାସତର ଅନୁସାରେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯାହା ଭି ପାଇବା ଏହାକୁ କାହାକାଉ ଦାନ ଦେଇ ଦେବା ଭଲ ହୋଇ ଥାଏ କାରଣ କାହାର ଧାନ ପାଇବା ଭଲ କଥା ନୁହେଁ ।

ଏହା ସହ ଏହା ମଧ୍ୟ କୁହାଯାଏ କି ଆମେ ଯଦି ସୁନା କିମ୍ବା ରୂପା ଭଳି କିଛି ପଦାର୍ଥ ରାସ୍ତାରେ ପାଇ ଥାଉ ଏହାକୁ ଆମେ ଘରକୁ ଆଣିବା ଦ୍ଵାରା ଏହା ଖରାପ ହୋଇ ଥାଏ । ଏହା ସହ ଆମେ ଆଜି କହିବା ପାଇଁ ଯାଉଛୁ କି ଆମେ ଯଦି ରାସ୍ତାରେ ଟଙ୍କା କିମ୍ବା ପଇସା ପାଇବା ତେବେ ଏହା କିଭଳି ଅଟେ । ଆମେ ଯଦି ଟଙ୍କା ପାଇବା ତେବେ ଏହା ଆମ ପାଇଁ ଭଲ ଅଟେ । କହିବାର ମାନେ ହେଉଛି କି ଆମେ ଏହାକୁ ପାଇଲେ ଆପଣ ଜାଣି ନିଅନ୍ତୁ ଯେ ଏହା ଆମ ପାଇଁ ଶୁଭ ସଂକେତ କି ଆମେ ଯାହା ଭି କରୁଛେ ଭଲ କରୁଛେ ଓ ଆମେ ଏକ ପ୍ରକାର ଖାସ ଲୋକ ଅଟୁ ।

ଯଦି ଆମେ ରାସ୍ତାରେ ଟଙ୍କା ର ନୋଟ ପାଇବା ତ ଆମେ ଏହା ଜାଣିବା ଦରକାର କି ଆମ ଲକ୍ଷ ରେ ପହଞ୍ଚିବା ପାଇ ଆମେ ଯେଉଁ ରାସ୍ତା ଧରୁଛେ ଏହା ଭଲ ଅଟେ । ଆଜି ଆମେ କହିବା କି ଯଦି ଆପଣ ଏହାକୁ ପାଉଛନ୍ତି ତେବେ ଆପଣ ଏହା ର ମାଲିକ ମାନେ ଏହା କାହାର ହୋଇ ଥିବା ଦେଖି ନିଅନ୍ତୁ ପାଖରେ ଯଦି କେହି ନଥାନ୍ତି ତେବେ ଆପଣ ଏହାକୁ ନେଇ କିଛି ଧାର୍ମିକ ସ୍ଥାନରେ ଦେଇ ଆସିବେ ନ ହେଲେ କେଉଁ ଗରିବ କୁ ଦାନ କରିଦେବେ ଏହା ଶୁଭ ହୋଇ ଥାଏ । ଯଦି ଆପଣ ଏହା କୁ ଦରକାର କରୁଛନ୍ତି ଓ ସେହି ସମୟରେ ଆପଣଙ୍କୁ ଏହା ମିଳିଛି ତେବେ ଏହା ଆପଣଙ୍କ ନିଜ ପାଖେ ରଖିକି ଖର୍ଚ୍ଚ କରିଲେ କିଛି ଖରାପ ହୋଇ ନଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button