ଦେଶ- ବିଦେଶ

ଯେଉଁ ଲୋକ ଭିତରେ ଥାଏ ଏହି 10 ରୁ 3-4 ଟି ଅଭ୍ୟାସ, ତାଙ୍କର ଧନୀ ହେବା ଅସମ୍ଭବ

ଧନୀ ହେବା ପାଇଁ ସବୁ ଲୋକମାନେ ଜାଣି ଥାନ୍ତି । ଆପଣ ମାନେ ଜାଣି ନିଅନ୍ତୁ କି ଆମେ ଯାହା ଭି କରିବେ ତା ପାଇଁ ଆପଣଙ୍କୁ ଧନ ମିଳିବନି ଆପଣ ମାନେ ଯଦି କିଛି ବୁଆ କାମ କରିବେ କିମ୍ବା କିଛି କରିବା ଅପାଇନ ଚାହିଁବେ ତେବେ ଏହି ଗୁଣ ଆପଣ ମାନଙ୍କ ଗୁଣ ମିଶୁଥିଲେ ଆପଣ ଏହା ମାଧ୍ୟମରେ ଆପଣ ନିଜ ଧନ କମେଇବା ଅସମ୍ଭବ ହୋଇ ଜୀବ । ଆଜି ଆମେ କହିବା ପାଇଁ ଯାଉଛୁ କି କେଉଁ କେଉଁ କାମ କରିବା ଦ୍ଵାରା ସେମାନେ ଭଗବାନ ଙ୍କ କୃପା ପାଇ ନଥାନ୍ତି ଏହା ସହ ସେମାନେ କେବେ ହେଲେ ଧନ କମେଇବା ପାଇଁ ଯାଉଛନ୍ତି ।

ଆପଣ ମାନେ ଜାଣି ଥିବେ କି ଖରାପ କାମ କରିବା ଦ୍ଵାରା ଆମେ ଧନ ପାଇବା ଠାରୁ ଏହାକୁ ହରାଇ ଦେଇ ଥାଉ । ଆପଣ ଏହାକୁ ଜ୍ଜାନୀ ଥିବେ ଏହା ହେଉଛି ଗାଧୋଇବା ପରେ ବାଥ୍ରୁମ କୁ ସେହି ଭଳି ଭାବେ ଛାଡି ଦେବା ଅସନା ପାଣି କିମ୍ବା ଅସନା କୁ ନ ସଫା କରିବା ଖରାପ ହୋଇ ଥାଏ । ଏହା କରିବା ଦ୍ଵାରା ଚନ୍ଦ୍ର ଙ୍କ ଦୋଷ ପଡି ଥାଏ । ଆପଣ ଖାଇବା ପରେ ଅଇଁଠା ବାସନ କୁ ଛାଡି ପଳେଇବା । ଏହା ଖରାପ ଅଟେ । ଏହାକୁ ଉଠାଇବା ଭଲ ହୋଇ ଥାଏ । ଏହା ଦ୍ଵାରା ଶନି ଓ ଚନ୍ଦ୍ର ମାଙ୍କ ଆଶୀର୍ବାଦ ମିଳି ଥାଏ । ମା ଲକ୍ଷ୍ମୀ ଙ୍କ ପ୍ରସନ୍ନ ମଧ୍ୟ ମିଳି ଥାଏ । ଏହା ପରେ ଆସେ ଆମେ ଘରେ ଥିବା ଜୋତା ଚପଳ କୁ ଏପାଖ ସେପାଖ କରି ରଖିବା ଖରାପ ହୋଇ ଥାଏ ।

ଏହା ସହ ଆଉ ଏକ କଥା କି ଆମେ ବିଛଣା କୁ ମଧ୍ୟ ସଜାଡି କି ରଖିବା କଥା ଏହା କରିବା ଦ୍ଵାରା ଭଲ ପରିଣାମ ମିଳି ଥାଏ । ଆମେ ଯଦି ବିଛଣା କୁ ଉଠାଇକି ନ ରଖିବା ତେବେ ଏହା ଆମ ପାଇଁ ସାରା ଦିନ କୁ ଖରାପ କରି ଦେବ । ଏହା ଦ୍ଵାରା ସ୍ୱାସ୍ଥ୍ୟ ମଧ୍ୟ ଭଲ ରହି ଥାଏ । ଏହା ପରେ ଆସେ ଜୋର ସେ ଚିଲେଇକି କହିବା । ଏହା ଦ୍ଵାରା ଶନି ଦଶା ପଡି ଥାଏ । ଡେରି ରାତି ଯାଏ ଜଗୁଥିବା ଲୋକମାନେ ଖରାପ ପରିଣାମପାଇ ଥାନ୍ତି ଡେରି ରାତିରେ ଶୋଇବା ଦ୍ଵାରା ଆମେ ଡେରି ରାତିରେ ଉଠି ଥାଉ । ଯାହା ପାଇଁ ଆମେ ଖରାପ ପରିଣାମ ପାଇ ଥାଉ ।

ଡେରି ରାତିରେ ଆମେ ଶୋଇବା ଦ୍ଵାରା ସ୍ୱାସ୍ଥ୍ୟ ରେ ଅବନତି ଆସିଥାଏ । ଏହା ପରେ ନାମ ଆସେ ଏଠି ଶେଠୀ ଛେପ ପକାଇବା । ଏହା ଦ୍ଵାରା ମା ଲକ୍ଷ୍ମୀ ଅସାନ୍ତି ହେବେ ଆଉ ମା ଲକ୍ଷ୍ମୀ ଙ୍କ କୋପର ଶୀକାର ହୋଇ ପାରିବେ । ତେଣୁ ଆପଣ ଏପାଖ ସେପାଖ ଛେପ ପକାନ୍ତୁ ନି । ଆପଣ ନିଜ ବଡ ଲୋକଙ୍କୁ ସେବ କରନ୍ତୁ ଓ ଦେଖିବେ ଆପଣଙ୍କ ଘରେ ଶାନ୍ତି ଆସିବ । ଏହା ସହ ଆପଣ ଆଉ ଏକ କାମ କରିବେ କି ଆପଣ ନିଜ ପାଦର ସଫା ର ଧ୍ୟାନ ରଖିବେ ନହେଲେ ଏହା ଖରାପ ହୋଇ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button