ଦେଶ- ବିଦେଶ

କାଲି ସକାଳୁ ଏହି ରାଶିର ହଟାତ ଚମକି ଉଠିବ ଭାଗ୍ୟ, ମିଳିବ ବଡ ଖୁସି ଖବର

ପୂର୍ଣ୍ଣିମା ଓ ଅମାବାଶ୍ୟା ଆମ ଆଜୀବନର ଏକ ଏହି ଭଳି ସତ୍ୟ ଅଟେ ଯାହାକୁ ଆମେ ଚାହିଁ ଲେ ବଦଳାଇ ପାରିବା ନି । ଆମେ ଏହାକୁ ମାନି ଥାଉ ଏହା ପାଇଁ ଅନେକ ମତ ଅଛି । କିନ୍ତୁ ହିନ୍ଦୁ ଶାସ୍ତ୍ର ଅନୁସାରେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଏହାକୁ ମାନିବା ର ମାନ୍ୟତା କାହିଁ ପୁରାତନ କାଳରୁ ଚାଲି ଆସୁଛି । ଆପଣ ମାନେ ଜାଣି ମଧ୍ୟ ଥିବେ କି ଏହି ଭଳି କିଛି କାରଣ ଅଛି ଯାହା ଦ୍ଵାରା ଆମେ ଏହାକୁ ମାନି ଥାଉ ପୂର୍ଣ୍ଣିମା କୁ କେଉଁ କେଉଁ ଜାଗାରେ ସୂର୍ଯ୍ୟ ଓ ଚନ୍ଦ୍ରମା ଙ୍କ ମିଲନ ମଧ୍ୟ କୁହାଜାଏ ।

ଆପଣ ମାନେ ମଧ୍ୟ ଜାଣି ଥିବେ ଏହି ଦିନ ଆମିଷ ଭକ୍ଷଣ କରିବା ପାଇ ମନା କରା ହୋଇ ଥାଏ । କୁହା ଜାଏ କି ଯଦି ଏହି ଦିନ ଆମେ ଭଲ ଶୁଭ କାମ କରିବା ତେବେ ଏହା ଆମ ସମାଜ ପାଇଁ ଖୁବ ଭଲ ହୋଇ ଥାଏ । ଏହାର ଭଲ ପରିଣାମ ଆମ ଜୀବନରେ ପଡି ଥାଏ ଆଜି ଆମେ କହିବା କି ଆମେ ଆଜି କେଉଁ ରାଶି ଆସନ୍ତା 19 ତାରିଖ ରେ ଖୋଲିବା ପାଇଁ ଯାଉଛି । ଆପଣ ମାନେ ଯଦି ଏହି ରାଶିର ଥିବେ ତେବେ ଆପଣଙ୍କ ଭାଗ୍ୟ ବଦଳି ଜୀବ । ଆପଣ ମାନେ ଏହା ମଧ୍ୟ ଜାଣି ଥିବେ କି କିଛି ରାଶି ମାନେ ଅଛନ୍ତି ଯେଉଁ ମାନେ ସାମାନ୍ଯ ପରିବର୍ତ୍ତନ ରେ ମଧ୍ୟ ଖୁବ ଲାଭ ପାଇ ଥାନ୍ତି ତେବେ ଏହି ପୂର୍ଣ୍ଣିମା ରେ କିଛି ଏହି ଭଳି ଯୋଗ ହେବା ପାଇଁ ଯାଉଛି ଯାହା ଦ୍ଵାରା ଏହି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟ ବଦଳି ଜୀବ ।

ଏହି ରାଶିର ଲୋକମାନେ ଏବେ ଭାଗ୍ଯବାନ ହେବା ପାଇଁ ଯାଉଛନ୍ତି ଆପଣ ଯଦି ଚକଇରୀ ରେ ଅଛନ୍ତି ତେବେ ମଧ୍ୟ ଆପଣ ଖୁଶି ଖବର ପାଇବେ । କିଛି ନୂଆ ମିତ୍ର ଆପଣଙ୍କ ସହ ହୋଇ ପାରନ୍ତି ଯାହା ଆପଣଙ୍କ ସାରା ଜୀବନ ପାଇଁ ଭଲ ପରିଣାମ ଦେବ । ଯେଉଁ ମାନେ ବ୍ୟାପାର କରୁ ଛନ୍ତି ସେମାନେ ଏବେ କିଛି ନୂଆ ଜାଗା କିଣିବା କିମ୍ବା ଘର କରିବା ଭଳି କାମ କରିବେ । ଆଜି ଆମେ କହିବା କି ଯେଉଁ ମାନେ ଆପଣ ମାନଙ୍କ ମଧ୍ୟରୁ ଯେଉଁ ମାନେ ବିଦ୍ୟାର୍ଥୀ ଅଛନ୍ତି ସେମାନେ ଏବେ ଭଲ ଫଳ ପାଇବେ ।

ଯେଉଁ ମାନେ ବାହାର ଜାଗାକୁ ବୁଲିବା ପାଇଁ ଯିବାକୁ ଚାହୁଁ ଥିଲେ ସେମାନେ ଏବେ ନିଶ୍ଚିତ ଭାବେ ବାହାରକୁ ଯାଇ ପାରିବେ । ଯେଉଁ ମାନେ ବିବାହ ପାଇଁ ପ୍ରସ୍ତୁତ ଅଛନ୍ତି ସେମାନଙ୍କ ପାଇଁ ଏକ ଖୁବ ସୁନ୍ଦର ଜୀବନ ସାଥି ମିଳିବା କୁ ଯାଉଛି । ଯଦି ଆପଣ ମାନଙ୍କ ମଧ୍ୟରେ କେହି ପ୍ରେମ ରେ ଅଛନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ସମୟ ଅଛି ଆପଣ ଯଦି କିଛି କାରଣ ରୁ ନିଜ ପାର୍ଟନର ଉପରେ ରାଗୀ ଥିଲେ ତେବେ ଏହା ସମାଧାନ ମଧ୍ୟ ହୋଇଯିବ । କିଛି ମହତ୍ଵ ପୁରନା ନିଷ୍ପତ୍ତି ଆପଣ ନେବେ ନିଜ ପିଲାମାନଙ୍କ ପାଇଁ । ତେବେ ଏହି ରାଶି ହେଉଛି ମେଷ, ସିଂହ, କନ୍ୟା, ତୁଳା, ମୀନ, କୁମ୍ଭ ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button