ଦେଶ- ବିଦେଶ

ଝିଅଙ୍କ ସରୀରର କେଉଁ ଅଙ୍ଗକୁ ଆମେ ଖାଇ ପାରିବା, ମଜାଳିଆ ପ୍ରଶ୍ନ

ଆଜି ଆମେ ଆପଣ ମାନଙ୍କୁ ଏଠାରେ କିଛି GK ପ୍ରଶ୍ନ ଏବଂ ତାହାର ଉତ୍ତର ବିଷୟ ରେ କହିବା ପାଇଁ ଚାହିଁବୁ । ଏମିତି ରେ ଆଜିର ସମୟ ରେ ଆପଣ ମାନେ ନିଶ୍ଚିତ ଭାବେ କୈଣସି ଟିଭି ସୋ ବା କୈଣସି ବଡ ବଡ ଜବ୍ ଇଣ୍ଟରଭିୟୁ ରେ ଏମିତି କିଛି ସାଧାରଣ ପ୍ରଶ୍ନ ଗୁଡିକ କୁ ପଚାରୁ ଥିବା ବେଳେ ଆମ ପାଖରେ ସେହି ସବୁ ର ସଠିକ ଉତ୍ତର ମାନ ରହି ନ ଥାଏ ।

ସେମିତି କ୍ଷେତ୍ର ରେ ଆମେ ଆଜି୍ ଆପଣ ମାନଙ୍କ ପାଇଁ କିଛି ସେମିତି୍ ହିଁ ପ୍ରଶନ୍ନ ସହିତ ଉତ୍ତର ନେଇ କରି ଆସିଛୁ । ଜାହାକୁ ଆପଣ ମାନେ ଜାଣିଲେ ନିଶ୍ଚିତ କୈଣସି ସ୍ଥିତି ରେ ପରିକ୍ଷା ରେ ଉତିର୍ଣ୍ଣ ହୋଇ ପାରିବେ । ଆମେ ଆଜି ଆପଣ ମାନଙ୍କୁ ସାଧାରଣ ଞ୍ଗାନ ସମନ୍ଧିୟ କିଛି ପ୍ରଶ୍ନ ଏବଂ ଏହାର ଉତ୍ତର ଆପଣ ମାନଙ୍କ ପାଇଁ ନେଇ କରି ଆସିଛୁ ,  ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।

1: ଦୁନିଆଁ ର କେଉଁ ଜିନିଷ କେବେ ତଳେ ପଡିଲେ ଭାଙ୍ଗେ ନାହିଁ ?

ଏହାର ସଂମ୍ପର୍ଣ୍ଣ ଉତ୍ତର ହେଲା ବର୍ଷା କେବେ ତଳେ ପଡିଲେ ଭାଙ୍ଗେ ନାହିଁ ।

2: ଏମିତି କେଉଁ ଜିନିଷ ରହିଛି ଜାହା ବହୁତ ଦୂର ଯାଏ ଯାଏ ହେଲେ ନିଜ ସ୍ଥାନ ରୁ ହଟେ ନାହିଁ ?

ଏହାର ସଠିକ୍ ଉତ୍ତର ହେଲା ସଡକ ।

3: ଶରୀର ର କେଉଁ ଅଙ୍ଗ ରୁ କେବେ ବି ଝାଳ ବୋହି ନ ଥାଏ ?

ଏହାର ସଠିକ୍ ଉତ୍ତର ହେଲା ଓଠ ।

4: କେଉଁ କ୍ଷେତ୍ର କୁ ଚାଉଳ ର ଗିନା ବୋଲି କୁହା ଯାଏ ?

ଏହାର ଉତ୍ତର ହେଲା କୃଷ୍ଣା ଏବଂ ଗୋଦାବରୀ କ୍ଷେତ୍ର କୁ ଚାଉଳ ର କ୍ଷେତ୍ର ବୋଲି କୁହା ଯାଏ ।

5: ଝିଅ ଶରୀର ର କେଉଁ ଅଶଂ କୁ ଆମେ ଖାଇ ପାରିବା ?

ଏହାର ସଠିକ୍ ଉତ୍ତର ହେଲା ଲେଡିଜି ଫିଙ୍ଗର ବା ଓଡ଼ିଆ ରେ ଭେଣ୍ଡୀ ବୋଲି କୁହନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button