ଦେଶ- ବିଦେଶ

ଦୀପାବଳି (Deepavali) ପରେ ଏହି 5ଟି ରାଶି ଉପରେ ଧନ ଲୁଟାଇବେ କୁବେର ମହାରାଜା, ମିଳିବ ବଡ ଖୁସି ଖବର… ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ !

ଦିପାବଳି ଏବେ ସମସ୍ତଙ୍କ ପାଇଁ କିଛି କିଛି ଭଲ ଜିନିଷ ନେଇ ଆସୁଛି ଯଦି ଆପଣ ଜାଣି ଥିବେ ତ ଏହା ମଧ୍ୟ ଜାଣି ଥିବେ କି ମା’ ଲକ୍ଷ୍ମୀ ଙ୍କ କୃପା ମିଳିବା ପାଇଁ ଯାଉଛି । ମା ଲକ୍ଷ୍ମୀ ଏବେ ସେମାନାଙ୍କ ଘରକୁ ଯିବେ ଯିଏ ସେମାନଙ୍କ ମନରୁ ପୂଜା ଦ୍ଵାରା ଆହ୍ଵାନ କରିବ । ଆଜି ଆମେ କହିବା କି ଏହି ଦୀପାବଳି ଆଜି ଅର୍ଥାତ 24 ଅକ୍ଟୋବରରେପଡିଛି । ଆଜି ପରେ କିଛି ରାଶି ମାନଙ୍କ ଭାଗ୍ଯରେ ପରିବର୍ତ୍ତନ ଆରମ୍ଭ ହୋଇ ଯାଉଛି, କହିବାର ମାନେ ହେଉଛି କି ଯେଉଁ ମାନେ ନିଜ କାମ ପାଇଁ ହଇରାଣ ହେଉଥିଲେ କିମ୍ବା କିଛି କରିବା ଏପାଇଁ ଚାହୁଁ ଥିଲେ ଏବେ ସେମାନେ ଏହାକୁ କରିବେ ।

ଏହା ସହ ଆପଣ ମାନେ ଏହା ମଧ୍ୟ ଜାଣି ଯିବେ କି ଏହି ରାଶି ମାନେ ଜୀବନର ପୂର୍ବ ଖରାପ ସମୟ କୁ ଭୁଲି ଯିବେ ଏବେ ଏତେ ଖୁସି ମିଳିବା ପାଇ ଯାଉଛି ଏହି ରାଶି ମାନଙ୍କୁ । ଆମ କହିବା କି ଆମେ ଯଦି କେଉଁ କାମ କରିବା ତେବେ ନିଶ୍ଚିତ ଭାବେ ମା ଲକ୍ଷ୍ମୀ ଙ୍କ ନାମ ସୁମରଣା କରି ଏହାକୁ କରିବା ଯାହା ଦ୍ଵାରା ଆମ ଜୀବନର ସମସ୍ଯାମାନ ଦୂର ହୋଇଯିବା ସହ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ମିଳିବାର ଯୋଗ ମଧ୍ୟ ହୋଇଥାଏ । ଆଜି ଆମେ କହିବା ଏହି ରାଶି ମାନେ କେଉଁ କେଉଁ ପ୍ରକାର ଖୁଶି ପାଇବା ପାଇ ଯାଉଛନ୍ତି ଓ କଣ କଣ କରିବେ ଏମାନେ ଏହା ପାଇଁ ।

ଆପଣ ମା ଲକ୍ଷ୍ମୀ ଙ୍କ କୃପା ପାଇବା ପାଇଁ ଯାଉଛନ୍ତି । ଏବେ ଏହି ଯେଉଁ ରାଜ ଯୋଗ ଅଛି ଏହାକୁ ବୁଦ୍ଧ ରାଜା ଯୋଗ ଅଛି । ଏହା ପରେ ଆପଣ ମାନେ ଜାଣି ନିଅନ୍ତୁ କି ଅନ୍ୟ ମାନଙ୍କ ପାଇଁ ମଧ୍ୟ ଏହା ଶୁଭ ଅଛି କିନ୍ତୁ ଏହି ରାଶି ମାନେ ଏବେ ଖୁବ ଭଲ ପରିଣାମ ପାଇବେ । ଆପଣ ସବୁ କାମରେ ଆଗକୁ ଯିବେ ଯଦି କିଛି ଘର କିମ୍ବା ଅଜାଗା କିଣିବା ଅପାଇନ ଆପଣ ଚେଷ୍ଟା କ୍ରୁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହାକୁ କିଣି ନେବେ ଆପଣ ଯଦି । ନିଜ କାମକୁ ଆଉ କାହାକୁ ଦେଇ ଥିବେ ତେବେ ଏହା ଖୁଶି ହୋଇ ଆପଣଙ୍କୁ ପାଖକୁ ଆସିବା ।

କିଛି ଏହି ଭଳି ଖବର ଆପଣ ଶୁଣିବେ ଯାହାର କଳ୍ପନା ଆପଣ କରି ନଥିବେ । ଆପଣଙ୍କ ବ୍ୟାପାର ଏତେ ଅଧିକ ମାତ୍ରାରେ ଭଲ ହୋଇ ଚାଲିବ କି ଆପଣ ଏହାକୁ ଚିନ୍ତା ମଧ୍ୟ କରି ନଥିବେ । ଆପଣ ଚିନ୍ତା କରୁ ଥିବେ କି ଆପଣ କିଛି ଅଲଗାକରିବେ ତେବେ ଏହା ଆପଣଙ୍କ ପାଇଁ ଭଲ ହୋଇ ଫେରିବ । ଆପଣ ଯଦି କାହା ପାଖରୁ କରଜ ନେଇ ଥିବେ ତେବେ ତାହା ସୁଝି ହୋଇଯିବ । ବନ୍ଧୁ ମାନଙ୍କ ପାଖରୁ ଖୁବ ଭଲ ସାହାଜ୍ଯ ପାଇବା ପାଇଁ ଯାଉଛନ୍ତି ଆପଣ । ଆପଣ ଯଦି ଚାହିଁବେ ତେବେ ଆପଣ ନିଜ ପରିବାର ଲୋକଙ୍କ ମାନମାଳିନ୍ୟ ଏହି ସମୟ ରେ ସେସ କରିନେବେ । ତେବେ ଆସନ୍ତୁ ଜାଣି ନେବା କି ଏହି ରାଶି ମାନେ କିଏ କିଏ ଅଟନ୍ତି । ଏହି ରାଶି ମାନେ ହେଲେ ମେଷ, ମିଥୁନ, କର୍କଟ, ତୁଳା ଓ ମୀନ ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button