କାଲିଠାରୁ ଶେଷ ହେବ ଶନିଙ୍କ ସାଢେଷାତି, ଏହି 6ଟି ରାଶିଙ୍କୁ ମିଳିବ ଅପାର ଖୁସି

ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶନି ଦେବଙ୍କୁ ପୂଜା କରାଯାଏ ନବ ଗ୍ରହ ହିସାବ ରେ ଦେଖିବା ପାଇଁ ଗଲେ ତାଙ୍କୁ ଏକ ଉଚ ସ୍ଥାନରେ ଦିଅ ଯାଇଛି । କାରଣ ହେଉଛି କି ଏହା ଭଗବାନ ଙ୍କ ପୂଜା କରିବା ଆଡବାର ଅନିଜର କର୍ମ ର ଫଳ ନ୍ନିଶ୍ଚିତ ଭାବେ ଆମେ ପାଇ ଥାଊ । ଭଗବାନ ଶନି ଦେବ ଆମ ମାନଙ୍କ କର୍ମ ଅନୁସାରେ ଆମକୁ ଫଳ ଦେଇ ଥାନ୍ତି ଯଦି ଆମେ ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ ଯାହାଭି କରୁଛେ ତାର ପରିଣାମ ଦେବା ପାଇଁ ଆମ ଉପରେ ଭଗବାନ ଙ୍କ ଶନି ଦେବଙ୍କ କୃପା ପାଇବା ପାଇଁ ଯାଉଛନ୍ତି ।
ଭଗବାନ ଙ୍କ ଶାଢେସାତ ଯାହା ଉପରେ ଥରେ ଆସେ ସେଇ ବ୍ୟକ୍ତି ର ସମୟ ଖରାପ ହୋଇ ଯାଇଥାଏ । ଆମେ ସେଇ ପାଇଁ ଭଗବାନ ଶନି ଦେବଙ୍କୁ ଡଋ ଥାଉ କିନ୍ତୁ ଯେଉଁ ମାନ ଙ୍କ ଉପରେ ସାଢେ ଶାତଚାଲି ଥିଲା ସେମାନେ ଏବେ ଏହା ସରିଆବା ଉପରେ ଅଛି ତେଣୁ ଭଗବାନ ଶନି ଦେବ ଆଉ ଏକ ରାଶି କୁ ଚଳନ ହେବା ପାଇଁ ଯାଉଛି ଯାହା ଆଡବାରା ଆପଣ ମାନଙ୍କ ମଧ୍ୟ ରୁ 6 ଟି ରାଶି ମାନ ଏଭାଗ୍ୟବାନ ହେବା ପାଇଁ ଯାଉଛନ୍ତି । ଯେଉଁ ମାନେ ଏହି ଶୁଭ ପରିଣାମ ପାଇବା ପାଇଁ ଯାଉଛନ୍ତି ସେମାନଙ୍କ ଭାଗ୍ୟ ରେ ଚମତ୍କାର ହେବା ପାଇଁ ଯାଉଛି । ସେମାନେ ଏବେ ବିବାହ କରିବା ପାଇଁ ଯାଉଛନ୍ତି ଭଲ ଜୀବନ ସାଥି ସହ
ପ୍ରେମ ସମ୍ପର୍କ ରେ ଥିବା ଲୋକମାନେ ଏବେ ଭଲ ପରିଣାମ ପାଇବେ । ଯେଉଁ ମାନେ କାମକୁ ଯାଉଛନ୍ତି ସେମାନେ ଏବେ ପ୍ରମୋଶନ ନିଶ୍ଚିତ ଭାବେ ପାଇବେ । ବ୍ୟାପାରୀ ମାନଙ୍କ ଉପରେ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରହିବ । ଆପଣ ମାନେ ଏହି ସମୟରେ ଯଦି ସବୁ ଙ୍କ ପାଇଁ ସମବେଦନା ଦେଖାଇ ବେ ତେବେ ଏହା ଖୁବ ଭଲ ପରିଣାମ ଦେବ ଆପଣଙ୍କ ପାଇଁ । ଯେଉଁ ମାନେ ବାହାରେ ନିଜ କାମକୁ ସେଟ କରିବା ପାଇଁ ଚାହୁଁ ଥିଲେ ସେମାନେ ଏବେ ଏହାକୁ କରିନେବେ । ପିଲା ମାନଙ୍କ ପାଖରୁ କିଛି ଲୋକମାନେ ଏବେ ଖୁଶି ଖବର ପାଇବା ପାଇଁ ଯାଉଛନ୍ତି ।
ଆପଣ ଏହି ସମାରେ ନିଜ ପରିବାର ଠାରୁ ଅଲଗା ରହୁଥିଲେ କିଛି କାରଣ ରୁ ଆପଣ ଏବେ ଖୁବ ଭଲ ପରିଣାମ ପାଇବେ । ଆପଣ ମାନଙ୍କ ମଧ୍ୟରୁ ଯେଉଁ ମାନେ ବାହାରକୁ ଯାତ୍ରା କରିବା ପାଇଁ ଚାହୁଁ ଛନ୍ତି ଯଦି ଣ ଯାଇ ପାରିବେ ତ ଗହରେ କିଛି ମାଙ୍ଗଳିକ କାମ କରି ପାରିବେ । ଆପଣଙ୍କ କେହି ଦୂର ବନ୍ଧୁ ଙ୍କ ପାଖରୁ ଖୁଶି ଖବର ପାଇବା ପାଇଁ ଯାଉଛନ୍ତି ଆପଣ ଯଦି ନିଜ ବ୍ୟବହାର ଓ ରାଗକୁ ନିଜ ଭିତ ରେ ରଖିବେ ତେବେ ଆପଣ ଏବେ ଭଲ ପରିଣାମ ପାଇବେ । ଯାନବାହାନ ଚଳାଇବା ସମୟରେ ଦେଖିକି ଆପଣ ଏହାକୁ ଚଳାଇବେ । ତେବେ ଏହି ରାଶି ମାନେ ହେଲେ କୁମ୍ଭ, ମୀନ, କର୍କଟ, ସିଂହ, କନ୍ୟା, ତୁଳା ରାଶି ।