ଜ୍ୟୋତିଷ

କନ୍ୟା ରାଶି – ଆଗରୁ ଜାଣିନଥିବା କିଛି ଗୁପ୍ତ କଥା

ଆମ ଜୀବନର ସବୁ ଲୋକଙ୍କ ରାଶି ଅଛି । ଏହା ମଧ୍ୟରୁ 12 ଟି ରାଶି ଅଛି । ଏହା ଆମକୁ ଜଣା କି ସବୁ ରାଶି ଅଲଗା ଅଲଗା ହୋଇ ଥାଏ । ଏହା ସହ ଆମେ ଏହା ମଧ୍ୟ ଜାଣି ଥାଉ କି ଆମେ କେଉଁ ରାଶିର ଅଟୁ ଏହାର ବିଶେଷତ୍ଵ କଣ ଅଟେ । ଆମେ ଆଜି କହିବା ପାଇଁ ଯାଉଛୁ କି କନ୍ୟା ରାଶି ମାନେ କିଭଳି ଅଟନ୍ତି । ଆଜି ଆମେ କହିବା ପାଇ ଯାଉଛୁ କି ଏମାନେ କେଉଁ ଭଳି ଥାନ୍ତି । ଆପଣ ମାନେ ଜାଣି ଥିବେ କି ଏମାନେ ବୁଦ୍ଧିଆ ହୋଇ ଥାନ୍ତି ଏମାନେ ଦେଖିବା ପାଇଁ ଖୁବ ସୁନ୍ଦର ହୋଇ ଥାନ୍ତି ।

ଏମାନଙ୍କୁ ଦେଖିବା ଲୋକ ମାନେ ଆକର୍ଷିତ ହୋଇ ଯାଇ ଥାନ୍ତି । ଏମାନେ ବହୁତ ପରିଶ୍ରମୀ ଓ ଚିନ୍ତାରେ ଖୁବ ତୀକ୍ଷଣ ହୋଇ ଥାନ୍ତି । ଏମାନେ ଅନ୍ୟ ମାନଙ୍କୁ ଖୁବ ସାହାଜ୍ଯ କରି ଥାନ୍ତି । ଏମାନେ ସମସ୍ତ ରାଶି ମାନଙ୍କ ଭିତରେ ଅଲଗା ଲଗା ହୋଇ ଥାନ୍ତି । ଏମାନେ କିଛି ନା କିଛି କାମରେ ଲାଗି ଥାନ୍ତି । ଏମାନେ କଥା କହିବା ବେଳେ ଖୁବ ଭାବିଛିନ୍ତି ଏହାକୁ କହି ଥାନ୍ତି । ଏମାନେ ଯାହାକୁ କଥା କହି ଥାନ୍ତି ସେମାନେ ଏହାକୁ ଗଭୀର ଭାବେ ନେଇ ଥାନ୍ତି ନିଜ ମନକୁ ଆମେ ଜାଣିଛେ କି ଆମେ ଯାହାକୁ ଭି କହି କଥାରେ ନିଜ ଆଡକୁ କରି ପାରିବା ଏହା ଆମ କଳା ହୋଇ ଥାଏ ।

ଲୋକମାନଙ୍କୁ ଏମାନେ ସାହଜରେ ପ୍ରଭାବିତ କରି ପାରନ୍ତି । ଏମାନେ କଠିନ ରୁ କଠିନ ସମୟର ସାମନା ଖୁବ ଭଲ ଭାବରେ କରି ପାରନ୍ତି ଯେଉଁ ଭି ପରିସ୍ଥିତି ହେଉ ନା କାହିଁକି ଏମାନେ ନିଜ ପରିବାର କୁ ନଇଁବା ପାଇଁ ଦେଇ ନଥାନ୍ତି । ଏମାନେ ଚଞ୍ଚଲ, ମୃଦୁ ହାଶୀ ହୋଇ ଥାନ୍ତି । ଏମାନଙ୍କୁ ଯିଏ ଭି ଭଲ ପାଇ ଥାନ୍ତି ସେମାନେ କେବଳ ଏମାନେ ବୋର ହୋଇ ଥାନ୍ତି ଏମାନେ ଜୀବନ ସାଥି ସହ ସବୁ ବେଳେ ଠିଆ ହୋଇ ଥାନ୍ତି । ଏମାନେ ଜାଣି ଥାନ୍ତି କି ଏମାନେ କେଉଁ କେଉଁ କାମ କରିବା କଥା ଓ କେଉଁ କାମ କରିବା କଥା ନୁହେଁ ।

ଏମାନେ ସବୁଙ୍କ ଭାବନା କୁ ବୁଝି କାମ କରନ୍ତି । ଏମାନଙ୍କ ଜ୍ଞାନ ଓ ବୁଦ୍ଧି କୁ ଏମାନେ ଭଲ ବାଟରେ ଖରଚ କରି ଥାନ୍ତି । କିଛି ଲୋକମାନେ ଏମାନଙ୍କୁ ବିଶ୍ବାଶ ଘାତି ବୋଲି କହି ଥାନ୍ତି ଏମାନେ ସବୁ ବେଳେ ନିଜ କାମ କୁ ନେଇକି ପର୍ଫେକ୍ଟ ହେବା ପାଇଁ ଚେଷ୍ଟା କରି ଥାନ୍ତି । ଆପଣ ମାନେ ଜାଣି ଥିବେ କି ଏମାନେ ଖୁବ ମିଶାଣିଆ ଲୋକ ଥାନ୍ତି ବହୁତ ଜଲ୍ଦି ନିଜ ମନର କଥା କୁ ସବୁଙ୍କ ଆଗରେ କହି ଦେଇ ଥାନ୍ତି କିନ୍ତୁ କେହି ଏମାନଙ୍କୁ କିଛି ଖରାପ କରି କହିବ ଏହା ଏମାନଙ୍କ ପାଇଁ ବହୁତ ଅପମାନ ଜଣକ ହୋଇ ଥାଏ । ଏମାନଙ୍କୁ ବେଳେ ବେଳେ କିଛି ଲୋକମାନେ ଡଋ ଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button