ଜ୍ୟୋତିଷ

ସବୁଠାରୁ ବଡ ଖୁସିଖବର, ଆଜିଠାରୁ ପୁରା 5 ବର୍ଷ ପର୍ଯ୍ୟନ୍ତ 5ଟି ରାଶିରେ ଦୁନିଆର ସବୁଠୁ ବଡ ରାଜଯୋଗ

ନୂଆ ବର୍ଷ ଆସିବା ଅବେଳେ ଲୋକମାନନକ ପାଇଁ କିଛି ନୂଆ ବାର୍ତ୍ତା ଆଣି ଦେଇ ଥାଏ କିଛି ଲୋକମାନେ ଏହାକୁ ଜୀବନର ନୂଆ ଆରମ୍ଭ ବୋଲି ଭାବି ଥାନ୍ତି ଯଦି ଦେଖିବା ପାଇଁ ଯିବା ତ ଆମେ ଅମଧ୍ୟ ଏହାକୁ ନୂଆ ସମୟର ଆରମ୍ଭ ଭାବି ଏକ କଥା ଅକହି ଥାଉ କି ଆମେ ନୂଆ ବର୍ଷ ଦିନ ଯେଉଁ କାମ କରିବା ବର୍ଷ ସାରା ଆମେ ସେହି କାମ କରିବା । ଆଗାମୀ ନୂଆ ବର୍ଷ 2022 କିଭଳି ଜୀବ ଆସନ୍ତୁ ଜାଣିବା ।

ଆମେ ଯଦି ନୂଆ ବର୍ଷ ଦିନ କିଛି ନୂଆ କରିବା ପାଇଁ ଚେଷ୍ଟା କରିବା ତେବେ ସାରା ବର୍ଷ ନୂଆ କାମ କରୁ ଥିବା । ଆଜି ଆମେ କହିବ ଅପାଇନ ଯାଉଛୁ ସାଧାରଣ ଲୋକମାନେ ଯାହା ଚାହାଁନ୍ତି ତାହା ତାଙ୍କୁ ମିଳିବ ଅକଷ୍ଟ କର ଥାଏ କିନ୍ତୁ ଯଦି ଦେଖିବା ପାଇଁ ଜୀବ ତ ଆମେ ଜାଣି ପାରିବା କି ଏବେ କିଛି ମହାସଂଯୋଗ ହେବା ପାଇଁ ଯାଉଛି ଏହି ନୂଆ ବର୍ଷ ରେ ଯାହା ପାଇଁ ଆମେ ଭଲ ପରିଣାମ ପାଇବା । ଆମେ ଆଜି କହିବା ପ୍ପାଇନ ଯାଉଛୁ କି ଏହି ରାଶି ମାନେ କିଏ କିଏ ଓ କଣ କଣ ଲାଭ ପାଇବେ ଏହି ବର୍ଷ । ଭଗବାନ ଶନି ଦେବଙ୍କ ରାଶି ପରିବର୍ତ୍ତନ ହେବା ପାଇଁ ଯାଉଛି ଯାହା ଦ୍ଵାରା ଏହି ରାହି ମାନଙ୍କ ଉପରେ କିଛି ଭଲ ସମୟ ଆରମ୍ଭ ହେବା ପାଇଁ ଯାଉଛି ।

ଆମେ ଜାଣିଛେ କି ଭଗବାନ ଶନି ଦେବ ଙ୍କ ସ୍ଥାନ ପରିବର୍ତ୍ତନ ହେବା ଦ୍ଵାରା ସବୁ ରାଶି ମାନେ କିଛି ଅଲଗା ଅଲଗା ପ୍ରକାର ସମୟ କୁ ଅନୁଭବ କରି ଥାନ୍ତି । ଏହିର ଆଶିର ଲୋକମାନଙ୍କ ଜୀବନରେ ଧନର ସମସ୍ଯା ରହିବ ନି । ଆର୍ଥିକ ସ୍ଥିତି ମଜବୁତ ରହିବ । ଯେଉଁ ମାନେ ଧାର କରଜ କରିଛନ୍ତି ସେମାନଙ୍କ ପଇସା ସୁଝି ହୋଇଯିବ । କିଛି ନୂଆ କାମ କରିବା ସହ କିଛି ନୂଆ ମିଟର ମଧ୍ୟ କରିବା ପାଇଁ ଯାଉଛନ୍ତି ଏହି ରାଶିର ଲୋକମାନେ । ଯେଉଁ ମାନେ ଚାକିରି କରିଛନ୍ତି ସେମାନେ ଏବେ ନିଜ କାମ ପାଇଁ ବାହାରକୁ ଯିବେ କିମ୍ବା ପଦରେ ଉରନ୍ନତି ହେବା ପାଇଁ ଯାଉଛି ସେମାନଙ୍କ ର । ଆପଣଙ୍କ ଜମି ବାଡି ମାମଲା ଖୁବ ଜଲ୍ଦି ସାରିବା ପାଇଁ ଯାଉଛି ।

ଯେଉଁ ମାନେ ଏହାକୁ ନେଇ ଚିନ୍ତାରେ ଥିଲେ କି ସେମାନେ ଏବେ ଯାହା କରିବେ ତାହା ଭଲ ହେବ ଏହା କରି ପାରିବେ ସେମାନେ । ଅଧାରେ ଛାଡି ଦେଇଥିବା ଆପଣଙ୍କ କାମ ସରିଯିବ । ସରକାର ଙ୍କ ପାଖରୁ କିଛି ସାହାଜ୍ଯ ମିଳି ପାରେ । ଏହା ସହ ଆପଣ ମାନଙ୍କ ପରିସ୍ଥିତି ପରିବାରେ ସୁଧୁରିବ । ପରିବାରେ ସବୁ ଏକ ମନ ନେଇ ଚଳିବେ । ଗଣ୍ଡୋଗୋଳ ଦୂର ହୋଇଯିବ । ମାଂଶିକ ଶାନ୍ତି ରେ ଆପଣଙ୍କ ଦିନ ଜୀବ । ଶରୀର ଭଲ ରହିବ । ସନ୍ତାନ ମାନଙ୍କ ପାକହରୁ କିଛି ଭଲ ଖବର ପାଇ ପାରନ୍ତି । ବାହାର ଅଜାଗକୁ ଯାଇ ବୁଲା ବୁଲି କରିବେ । ପଡୋଶୀ କିମ୍ବା ଦୁର ବନ୍ଧୁ ଙ୍କମାନଗଳିକ କାମରେ ଆପଣ ଯାଇ ପହଞ୍ଚିବେ । ଏହି ରାଶି ମାନେ ହେଲେ ମେଶ, ବୃଷ, କୁମ୍ଭ, ଧନୁ, ମୀନ ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button