ରାଜ୍ୟ

ଏହିଭଳି ମାତ୍ର 7 ଦିନ ପଢିଲି ହନୁମାନ ଚାଳିଶା ତା ପରେ ମୋ ସହ ଘଟିଲା ଏହି ଘଟଣା ସତ୍ୟ ଘଟଣା

ଆମେ ଆଜି ଭି ମାନି ଚାଲିଛୁ କି ହନୁମାନ ଜି ସବୁ କଷ୍ଟରୁ ଆମକୁ ଉଧାର କରିବେ । ସେ ଏକ ମାତ୍ର ଏହି ଭଳି ଏକ ଭଗବାନ ଯିଏ କି ନିଜ ଶରୀର ସାହା ଆଜି ଭି କଲି ଯୁଗରେ ବିଦ୍ୟାମାନ ଅଛନ୍ତି । ତାଙ୍କୁ ଭଗବାନ ରାମ କହି ଥିଲେ କି ସେ କଳି ଯୁଗର ଅନ୍ତ ଯାଏ ପୃଥିବୀ ରେ ରହି ଏହାକୁ ସବୁ ସଂକଟ ରୁ ବଞ୍ଚାଇବେ । ଆଜି ଆମେ ସେହି ମହାବୀର ବୀର ଙ୍କ ବୀର ହନୁମାନ ଜି ଙ୍କ ଏକ ଘଟଣା କହିବା ପାଇ ଯାଉଛୁ ।

ଆମେ ଆଜି ଆପଣଙ୍କୁ ସେହି ଭଳି କିଛି ସତ୍ୟ ଘଟଣା ବିଷୟରେ କହିବୁ ଜ୍ଜେଉନ ମାନେ ଭଗବାନ ହନୁମାନ ଜି ଙ୍କ କୃପା ପାଇ ନିଜକୁ ଧନ୍ଯ ମାନେ କରି ଛନ୍ତି କେବଳ ସେତିକି ନୁହେଁ ଏମାନେ ନିଜ କଥା ମଧ୍ୟ ଅନ୍ୟମନାଙ୍କ ଶାହ ବାନ୍ତି ଛନ୍ତି । ଆଜି ଆମେ କହିବା ପାଇଆନ ଯାଉଥିବା ଘଟଣା ହେଉଛି ଉମେଶ ଭାଇ ଙ୍କର ସେ ଅନେକ ଛୋଟ ଥିଲେ ଜେତତେବେଳେ ତାଙ୍କ ପିତା ଙ୍କ ଦେହାନ୍ତ ହୋଇ ଗଲା ସେ ଏକ ମାତ୍ର ସାହାରା ଥିଲେ ନିଜ ଘର ଲୋକଙ୍କ । ବହୁତ କଷ୍ଟରେ ପାଠ ସିନା ଅପଢି ନେଲେ କିନ୍ତୁ ଧନର ଅଭାବ ତାଙ୍କୁ ସବୁ ବେଳେ ପଛକୁ କରି ରଖୀ ଥାଏ ସମଯରେ ।

ସେ ଯେଉଁ ଭି ଜାଗାକୁ ଯାଇ ଥାନ୍ତି ସେଇ ଜାଗାରେ ନିଜର ମନବଳ ପାଇ ଫେଲ ହୋଇ ଫେରନ୍ତି ଏହି ଭଳି ଅନେକ ଦିନ ଚାଲି ଗଲା । ସେ ନିଜ ପରିବାର ଷୋଚନୀୟ ପରିସ୍ଥିତି ପାଇଁ ବହୁତ ଦୁଃଖ ଅନୁଭବ କରି ଥିଲେ । ଏହା ମଧ୍ୟରେ ଠାରେ ସେ ହନୁମାନ ଜି ଙ୍କ ର ଚାଳିଶାର ମହତ୍ଵ ବିଷୟରେ ଜାଣିବା ପାଇଁ ପାଇଲେ । ସେ ଏହାକୁ ନିତ୍ୟ ଭାବେ ଭଜନ କରିବା ପାଇଁ ଲାଗିଲେ । କିନ୍ତୁ କିଛି ଦିନ ପରରେ ତାଙ୍କ ପାଇଁ ଆଉ ଏକ ଇଣ୍ଟରଭ୍ୟୁ ଥିଲା ସେଇ ପାଇ ସେ ପ୍ରସ୍ତୁତ ଥିଲେ । ସେ ଗଲେ ଓ ଏହି ଥର ସେ ଅନୁଭବ କରିଥିଲେ କି ସେ ନିଶ୍ଚିତ ଭାବେ ଏବେ ଚାକିଋ ପାଇ ଯିବେ କାରଣ ହେଉଛି କି ଏହି ଥର ସେ ଆଉ ନିଜର ମନର ଦାରାକୁ ଅନୁଭବ କରି ପାରୁ ନଥିଲେ ।

ମନରେ ଥିଲା କେବଳ ସାହାଶ ଓ ଉଷଛାହ । ଏହା ଅପରେ କ୍କିହହୀ ଦିନ ଚାଲି ଗଲା ଓ ସେହି କମ୍ପାନୀ ରୁ ତାଙ୍କ ପାଇଁ ଫୋନ ଆସିଲା କି ସେ ଏବେ ଚାକିରି ପାଇ ଯାଇ ଛନ୍ତି ସେହି କମ୍ପାନୀ ରେ । ଏହା ଅଶୁଣିବା ପରେ ତାଙ୍କ ବିସବାଶ ଆହୁରି ଗଭୀର ହୋଇ ଯାଇ ଥିଲା । କେବଳ ଉମେଶ ଭାଇ ନୁହଁନ୍ତି ଏହି ଭଳି ଅନେକ ଲୋକ ମାନେ ଅଛନ୍ତି ଯେଉଁ ମାନେ ଭଗବାନ ହନୁମାନ ଜି ଙ୍କ ଆରାଧନା ମାତ୍ର ରେ ହିଁ ସଫଳ ହୋଇ ଯାଇଆ ଛନ୍ତି । କାରଣ ସେ ନିଜ ଭକ୍ତଙ୍କୁ ନିଶ୍ଚିତ ଭାବେ ସାହାଜ୍ଯ କରି ଥାନ୍ତି । ହନୁମାନ ଜି ଚାଳିଶା ପଢିବା ବ୍ୟକ୍ତି ଙ୍କ ଉପରେ ସବୁ ବେଳେ ପ୍ରସନ୍ନ ଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button