ଜ୍ୟୋତିଷ

ଧନୁ ରାଶିର ଏହି ମାସରେ ଆପଣଙ୍କ ପାଇଁ ଅଛି କିଛି ବଡ ଖବର, ଜାଣନ୍ତୁ କଣ

ଏବେ ଧନୁ ରାଶି ମାନଙ୍କ ପାଇଁ କିଛି ଭଲ ଖବର ହେବା ପାଇଁ ଯାଉଛି କହିବାର ମାନେ ହେଉଛି କି ଯେଉଁ ମାନେ ସବୁ ଜିନିଷକୁ ହରାଇ ଦେଇ ଥିବେ ସେମାନେ ଏବେ ଏହା ଫେରି ପାଇବେ । କେବଳ ସେତିକି ନୁହେଁ ଆପଣ ମାନେ ଯଦି ଧନୁ ରାଶିର ଲୋକ ହୋଇ ଥାନ୍ତି ତେବେ ଆପଣ ମାନେ ମଧ୍ୟ ଏହାକୁ ଅନୁଭବ କରିବେ କି । ଏବେ ଆପଣଙ୍କ ଖର୍ଚ କିଛି ବଢି ପାରେ ଆପଣ ଯଦି ଅନେକ ଦିନ ଧରି କିଛି କାମ କରିବା ପାଇଁ ମନେ ମନେ ଚେଷ୍ଟା କରି ଛନ୍ତି ଏହା ଏହି ମାସ ମଧ୍ୟରେ ଆପଣଙ୍କୁ ନିଶ୍ଚିତ କିଛି ଶୁଭ ଫଳ ଦେବ ।

ଆପଣ ମାନଙ୍କ ମଧ୍ୟରୁ ଯେଉଁ ମାନେ ବିଦେଶ ଯାତ୍ରା କରିବା ପାଇଁ ଚାହୁଁ ଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ ବିଦେଶ ଯାତ୍ରା କରିବେ । ଆପଣଙ୍କ ଜୀବନରେ ରୋଜଗାର ର ନୂଆ ନୂଆ ପନ୍ଥା ଦେଖାଯିବ ଆପଣଙ୍କ ଆଗରେ । ଆପଣ ମାନଙ୍କ ମଧ୍ୟରୁ ଯେଉଁ ଚାକିରି କରିବା ପାଇଁ ଇଛୁକ୍କା ଥିଲେ ବିଦେଶ ରେ ସେମାନେ ଏବେ ନିଶ୍ଚିତ ଭାବେ ଚାକିରି ପାଇବେ । ଯେଉ ମାନେ ବାହାରକୁ ଯିବା ପାଇଁ ଚାହୁଁ ଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ ଯାଇ ପାରିବେ । ଆପଣଙ୍କ ଇନକମ ଡବଲ ହେବ ।

ବ୍ୟବଶାୟରେ ଆପଣଙ୍କ ଲାଭ ହେବ । ସୁକରଗ୍ରହ ର ରାଶି ପରିବର୍ତ୍ତନ ହେତୁ କିଛି ସମାଶୟା ଆଣି ପାରେ କିନ୍ତୁ ଏହା ପର ସ୍ଥିତି ଖୁବ ଭଲ ହେବ । ଶୁକ୍ର ଗ୍ରହ ସପ୍ତମ ସ୍ଥାନରେ ରହିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ଭଲ ବୁଝାମଣା ରହିବ । ବିବାହିତ ଲୋକଙ୍କ ଜୀବନରେ ସବୁ ପ୍ରକାର ଖୁଶି ମିଳିବ । ଆପଣ ଯଦି ବିବାହ ପାଇଁ ପାତ୍ର କିମ୍ବା ପାତ୍ରୀ ଦେଖୁଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ବିବାହ କରି ପାରିବେ । ଆପଣ ଯଦି କେଉଁ ଆଡେ ଯାଇ ନିଜ ବିବାହ ବାର୍ଷିକ କିମ୍ବା ଜନ୍ମ ଦିନକୁ ସବୁ ଦିନ ପାଇଁ ସ୍ମରଣୀୟ କରିବା ପାଇଁ ଚାହୁଁ ଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସମୟ ଅଛି । ଆପଣ ଜାଣି ଥିବେ କି କିଛି ଲୋକମାନେ ବାହାରେ ରହୁ ଥିବେ ନିଜ ପରିବାର ର ସହ ଅନେକ ପର୍ବ କୁ ସେଲିବ୍ରେଟ କରିବାରୁ ଏମାନେ ବଞ୍ଚିତ ଥିବେ ଏବେ ସେମାନେ ଏହାକୁ ଉପଭୋଗ କରି ପାରିବେ ।

ବୁଧ ଓ ଶୁକ୍ର ଏକା ସହ ସପ୍ତମ ଘରେ ଥିବାରୁ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କ ଆଶୀର୍ବାଦ ମିଳିବା ପାଇଁ ଯାଉଛି । ଶୁକ୍ର ସମ୍ବନ୍ଧିତ କାମରେ ଭଲ ଫଳ ମିଳିବ । ଆଉ ଏକ ରାଶି ପରିବର୍ତ୍ତନ ହେବା ଦ୍ଵାରା ଆପଣାଙ୍କ ସନ୍ତାନ ଯୋଗ ହେଉଛି ଶନି ଭଗବାନ ଙ୍କ ସ୍ଥିତି ଥିଲେ ମଧ୍ୟ ବୃହସ୍ପତି ଚଳନ ଦ୍ଵାରା ଆପଣ ଜାଣି ଥିବେ କି ଏହା ସମ୍ଭବ ହେବା ପାଇଁ ଯାଉଛି ଆପଣ ଜାଣି ଥିବେ କି ସନ୍ତାନ ପାଇଁ ଅନେକ ପିତା ମାତା ଖୁବ କଷ୍ଟ ପାଇଲେଣି ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏହି ସମୟରେ ନିଃସନ୍ତାନ ଥିବା ଲୋକମାନେ ନିଶ୍ଚିତ ଭଲ ପରିଣାମ ପାଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button