ମନୋରଞ୍ଜନ

ଏହି ଗଛରେ ବାନ୍ଧି ଦିଅନ୍ତୁ ଗୋଟେ ଛୋଟ ଜିନିଷ, 24 ଘଣ୍ଟା ଭିତରେ ଦେଖନ୍ତୁ ଚମତ୍କାର….. ଘରେ ହେବ ଖାଲି ଧନର ବର୍ଷା

ଆପଣ ମାନେ ହୁଅନ୍ତୁ କିମ୍ବା ଆଉ କେହି ହୁଅନ୍ତୁ କେହି ଭି ହୁଅନ୍ତୁ ସଭିଙ୍କୁ ଧନ ର ଆବଶ୍ୟକତା ଥାଏ । ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବ କି ଏହା ସାଧାରଣ ଜୀବନରେ ଏହାର ଅଧିକ ମୂଲ୍ୟ ଅଛି । କୁହାଯାଏ କି ଯେଉଁ ଘରେ ମା ଲକ୍ଷ୍ମୀ ଙ୍କ ଦୟା ଯାହା ଉପରେ ହୁଏ ସେ ସବୁ ପ୍ରକାର ଖୁଶି ପାଇ ଥାଏ । ଯଦି ଆମେ କହିବା ପାଇଁ ଯିବା ତ ଜାଣି ପାରିବା କି ଆମେ ମା ଲକ୍ଷ୍ମୀ ଙ୍କୁ ପୂଜା କରିବା ଦ୍ଵାରା କେବଳ ଧନର ବର୍ଷା ହୁଏନି ଏହା ପାଇଁ ଆମକୁ ଅଧିକ ରୁ ଅଧିକ ଚେଷ୍ଟା କରିବା ପାଇଁ ପଡି ଥାଏ ।

ଆମ କାମ ମଧ୍ୟ ସେହି ଭଳି ହୋଇବା ଆବଶ୍ୟକ ଥାଏ । ଯେପରିକି ଆମେ ଆମ ଆଖ ପାଖ ପରିବେଶ ସଫା କରିବା । ଛୋଟ ଛୋଟ କଥାକୁ ନେଇ ଝଗଡା ନ କରିବା । ଏହି ଭଳି କିଛି କାମ କରିବା ଯାହା ପାଇଁ ସାରା ଦୁନିଆ ଆମ ସହ ଚାଲିବ । ଆମେ ଯେଉଁ ଘରକୁ ଭି ଯିବା ସେହି ଠାରେ ଆମେ ସଭ୍ୟ ଙ୍କୁ ସମ୍ମାନ ପ୍ରଦାନ କରିବା । ଯେଉଁ ମାନେ କାମ କରୁ ଛନ୍ତି ସେମାନେ ନିଜ କାମ ପ୍ରତି ଖୁବ ଭଲ ପ୍ରଦର୍ଶନ କରିବା ଭଳି କିଛି କାମ । ଆପଣ ଜାଣି ଥିବେ କି ଯେଉଁ ମାନେ ବ୍ୟାପାର କରୁଛନ୍ତି ସେମାନେ ନିଜ ଗ୍ରାହକ ଙ୍କୁ ଠକିବା ଦ୍ଵାରା କିମ୍ବା କିଛି ଖରାପ ବ୍ୟବହାର କରିବା ଦ୍ଵାରା ମା ଲକ୍ଷ୍ମୀ ରାଗି ଥାନ୍ତି

ଆଜି ଆମେ କିଛି ଉପାୟ କହିବା ପାଇ ଯାଉଛୁ ଯାହା ଆଡବାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ସଦା ସର୍ବଦା ପାଇଁ ରହିବେ । ଯଦି ଆମେ ମା ଲକ୍ଷ୍ମୀ ଙ୍କୁ ପୂଜା କରିବା ତ ଶୁଭ ପରିଣାମ ପାଇବା । କିନ୍ତୁ ଆମ ଘରେ ଥିବା କିଛି ଜିନିଷ କୁ ଭଲ ଭାବେ ରଖିବା ଦ୍ଵାରା ମଧ୍ୟ ମା ଲକ୍ଷ୍ମୀ ଙ୍କ ବାସ ଆମ ଘରେ ହୋଇ ଥାଏ । ଆପଣ ମାନେ ଜାଣି ଥିବେ କି ମା ଲକ୍ଷ୍ମୀ ଙ୍କ ପାଇଁ ତୁଳଷୀ କେତେ ପ୍ରିୟ ଏହା ଭଗବାନ ବିଷ୍ଣୁ ଙ୍କ ପ୍ରିୟ ହୋଇ ଥିବାରୁ ଏହା ମା ଲକ୍ଷ୍ମୀ ଙ୍କ ମଧ୍ୟ ପ୍ରିୟ ଅଟେ । ଆମେ ଜାଣିଛେ କି ତୁଳାଷୀ ଗଛକୁ ଆମେ ସକାଳେ ଜଳ ଦେଇ ପୂଜା କରିବା କଥା ।

କିନ୍ତୁ ଏହା ସହ ଏହା ଦେହରେ ଆମେ ଯଦି ଲାଲୀ ରଙ୍ଗର କଣା ବାନ୍ଧିବା ଏହା ଆମ ପାଇଁ ଖୁବ ଭଲ ହେବ । ଅମାକୁ ସବୁ ପ୍ରକାର ଖୁଶି ଦେବ । ଆପଣ ଏହା ବ୍ଯତୀତ ଯଦି ନିଜ ଘରେ ମନି ପ୍ଳାଣ୍ଟ ରଖିଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏଥିରେ ମଧ୍ୟ ଏକ ନାଲି କନା ବାନ୍ଧି ଦିଅନ୍ତୁ । ଦେଖିବେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ଏହା ପାଇଁ ଆପଣ ଏହାକୁ ସବୁ ଦିନ ଧୂପ ବୁଲାଇବା ମଧ୍ୟ ଆବଶ୍ୟକ ଓ ଏହାର ପାଖରେ ଥିବା ଜାଗା କୁ ସଫା କରିକି ଦେଖନ୍ତୁ । ଏତିକି କାମ ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ । ଆଉ ଆପଣଙ୍କ ଜୀବନର ସବୁ ସମାଶୟା ଦୂର ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button