ମନୋରଞ୍ଜନ

ଯେଉଁମାନଙ୍କ ଶରୀରରେ ରହିଥାଏ ଏହି ୪ ଟି ଚିହ୍ନ ସେମାନଙ୍କ ଭାଗ୍ୟରେ ଥାଏ ଅପାର ଧନ | ଦେଖନ୍ତୁ ଆପଣଙ୍କ ଶରୀରରେ ନାହିଁ ତ

ସମୁଦ୍ର ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ କିଛି ଏହି ଭଳି ଚିହ୍ନ ଆମ ଦେହରେ ଅଛି ଯାହାକୁ ଦେଖିକି ଆମେ ସେହି ଲୋକର ଭବିଷ୍ୟତ ବିଷୟରେ କହି ପାରିବା । କେବଳ ସେତିକି ନୁହେଁ ଏହି ଚିହ୍ନ ଦ୍ଵାରା ସେମାନଙ୍କ ବର୍ତ୍ତମାନ ମଧ୍ୟ ଜାଣି ହୁଏ । ସେମାନଙ୍କ ସ୍ଵଭାବ ମଧ୍ୟ ଜାଣି ହୋଇ ଥାଏ । ତଥାପି ଦେଖିବା ପାଇଁ ଗଲେ ଆମେ ଯାନୀ ପାରିବା କି ଏହି ଭଳି କିଛି ବ୍ୟକ୍ତି ମାନେ ଅଛନ୍ତି ଯେଉଁ ମାନେ ଏହାକୁ ବିସବାଶ କରୁ ନଥିଲେ ମାତ୍ର ସମୟ ଅସହ ସେମାନେ ମଧ୍ୟ ଏହାକୁ ବିଶ୍ଵାଶ କରିବା ପାଇଁ ବାଧ୍ୟ ହୋଇ ଗଲେଣି ।

ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ କି କେଉଁ ମାନେ କିଭଳି ଚିହ୍ନ ଧରି ହୋଇ ଥିଲେ ସେମାନଙ୍କ ଚିହ୍ନ ଦ୍ଵାରା ଆମକୁ କଣ ସଂକେତ ମିଳିଥାଏ । ଏହି ସମୁଦ୍ର ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଆମ ହସ୍ତ, କପାଳ, କୋଷଟିକା କୁ ଦେଖିକି ଏହା ଜଣା ପଡି ଥାଏ ।

ତେବେ ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଯେଉଁ ମାନଙ୍କ ହାତରେ କିଛି ବିଶେଷ ଚିହ୍ନ ଅଛି କିମ୍ବା ଆକାର ଅଛି ସେମାନେ କେବଳ ସବୁ କାମରେ ସଫଳ ହେବେ ଓ ଏହା ସହ ସେମାନେ ଖୁବ ଧନବାନ ମଧ୍ୟ ହେବେ । ସବୁ ମଣିଷ ନିଜ ବ୍ୟକ୍ତିଗତ ସମସ୍ୟା ପାଇଁ କିଛି ଭଲ କିମ୍ବା ଖରାପ ପରିଣାମ ପାଇଥାଏ । ଯେଉଁ ମାନଙ୍କ ପାଖରେ ଏହି ଚିହ୍ନ ଥାଏ ସେମାନେ ଖୁବ କମ ପରିଶ୍ରମ ରେ ଖୁବ ଉପରକୁ ଯାଇ ନିଜ ପ୍ରାଧାନ୍ୟ ବିସ୍ତାର କରି ପାରିଥାନ୍ତି । ଯେଉଁ ମାନଙ୍କ ହାତରେ ଧୂଜ, ଚକ୍ର, ରଥ ଆକାର ର ଚିହ୍ନ ଥାଏ ସେମାନେ ଭାଗ୍ୟଶାଳି ଅଟନ୍ତି ।

ଏମାନଙ୍କ ଜନ୍ମ ଅନ୍ୟମାନଙ୍କୁ ସାଶନ କରିବା ପାଇଁ ହୋଇ ଥାଏ । ଏମାନଙ୍କ ଦାଂପତ୍ଯ ଜୀବନ ରେ ତାଳମେଳ ଖୁବ ଭଲ ଥାଏ । ଏମାନେ ଯେଉଁ ଭି କାମ କରନ୍ତି ତାକୁ ପୂରଣ କରନ୍ତି । ଏମାନେ ଜୀବନରେ ଉନ୍ନତି କରନ୍ତି ଖୁବ କମ ସମୟରେ । ଯେଉଁ ମାନଙ୍କ ହାତରେ କଳା ଯାଇ ଥାଏ ସେମାନେ ଖୁବ ଧନବାନ ହୋଇ ଥାନ୍ତି । ସେମାନଙ୍କ ପାଇଁ ସବୁ ରାସ୍ତା ସବୁ ବେଳେ ଖୋଲଲା ଥାଏ । ସେମାନେ ହୃଦୟରୁ ମଧ୍ୟ ଖୁବ ଭଲ ହୋଇ ଥାନ୍ତି କେବଳ ସେତିକି ନୁହେଁ ସେମାନେ ସବୁ ବେଳେ ନିଜ କାମକୁ ଖୁବ ଭଲ ଭାବେ କରନ୍ତି । ଏମାନଙ୍କ ଜୀବନ ସଂଘର୍ଷ ପୂର୍ଣ ରୁହେ କିନ୍ତୁ ଦିନେ ଏମାନଙ୍କୁ ଏମାନଙ୍କ ପରିଣାମ ମିଳିଥାଏ ।

ଏବେ ଆସନ୍ତୁ ଜାଣିବା ଯେଉଁ ମାନଙ୍କ ପଦରେ ପଦ୍ମ କିମ୍ବା ଶଙ୍ଖ ର ଚିହ୍ନ ଥାଏ । ତାଙ୍କ ପାଖରେ ଟଙ୍କାର ଅଭାବ ନଥାଏ । ଅପାର ଧନ ଥିବାରୁ ସେମାନେ ସବୁ ବେଳେ ଏମାନେ ଖୁବ ସାହାଜ୍ଯ ମନବୃତିର ହୋଇ ଥାନ୍ତି । ଏମାନେ ଯାହାକୁ ସାହାଜ୍ଯ କରି ପାରିବେ ତାକୁ ସାହାଜ୍ଯ କରି ଥାନ୍ତି । ଏବେ ଜାଣିବା ପାଦରେ ଯଦି କଳାଯାଇ ଥାଏ । ତେବେ ଏମାନେ ଖୁବ ପଇସା ଅର୍ଜନ କରିଥାନ୍ତି । ଏମାନେ ସବୁ ବେଳେ ସ୍ଵତନ୍ତ୍ର ହୋଇ ବଞ୍ଚିବା ପାଇଁ ଚେଷ୍ଟା କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button