ଜ୍ୟୋତିଷ

ଆଜି ରାତି ୧୨ଟା ପରେ ଆପଣଙ୍କୁ ମିଳିବ ଖୁସିଖବର, ଶନି ଦେବ ଏହ ୬ ରାଶି ବ୍ୟକ୍ତିଙ୍କ ଉପରେ ହୋଇଛନ୍ତି ପ୍ରସନ୍ନ

ଶନିଦେବ ଏମିତି ଗୋଟେ ଭଗବାନ ଯିଏ ଧର୍ମ ଏବଂ ଅଧର୍ମ ନ୍ୟାୟ କରନ୍ତି, ଶନିଦେବ ପା-ପୀ ମାନଙ୍କୁ ତାଙ୍କ ଦ-ଣ୍ଡ ଦିଅନ୍ତି ଏବଂ ଯେଉଁ ଲୋକ ଗରିବ ବା ଦରିଦ୍ର ଲୋକଙ୍କୁ ଖରାପ କଥା ବା ହିନ ଭାବରେ ଦେଖିଥାଏ ତାଙ୍କୁ ଶନି ସାଢେଷାତି ସାମ୍ନା କରିବାକୁ ପଡିଥାଏ,

ଶନିଦେବଙ୍କ ପ୍ରକୋପରୁ ବଞ୍ଚିବା ବହୁତ କଷ୍ଟ ହୋଇଥାଏ ସେଥିପାଇଁ ଅଧର୍ମ କରିବା ଆଗରୁ ଚିନ୍ତା କରନ୍ତୁ ଏବଂ ନିଜ କାମ ଦ୍ଵାରା କାହାକୁ କଷ୍ଟ ଦିଅନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଶନିଦେବଙ୍କ ପ୍ରକୋପ ବିଷୟରେ ନୁହ ବରଦାନ ବିଷୟରେ କହିବାକୁ ଯାଉଛୁ ଭଗବାନ ଶନିଦେବ ଆଜି ଏହି ରାଶିଙ୍କୁ ସୁଖ ବରଦାନ ଦବାକୁ ଯାଉଛନ୍ତି ।

ବୃଷ, କନ୍ୟା ଏବଂ କର୍କଟ :

ଆପଣ ଆର୍ଥିକ କଥାରେ କୌଣସି ବଡ ନିଷ୍ପତ୍ତି ନ ନିଅନ୍ତି ତେବେ ଆପଣଙ୍କ ପାଇଁ ଲାଭକାରୀ ହବ । ଆଜି ନୂଆ କାର୍ଯ୍ୟ ଆରମ୍ଭ କଲେ ତାହା ସଫଳ ହବ ନାହିଁ, ପ୍ରେମ ସ-ମ୍ପ-ର୍କ ପାଇଁ ସମୟ ସଠିକ ଅଟେ କିନ୍ତୁ ନିଜ ବା ସନ୍ତାନ ଶିକ୍ଷା ପାଇଁ ଆପଣଙ୍କୁ ଚିନ୍ତା ରହିବ ।


ସିଂହ, ଧନୁ ଏବଂ ବିଛା ରାଶି :

ଆଜି ସ୍ୱାସ୍ଥ୍ୟ ପ୍ରତି ସଚେତ ରହିବା ଉଚିତ, ଆଜି ଦିନ ବହୁତ ଲୋକଙ୍କ ପାଇଁ ଚିନ୍ତାମୟ ରହିବ, ପୁରୁଣା ହାନି ଆଜି ପୂର୍ଣ ହବାକୁ ଲାଗିବ କିନ୍ତୁ ଏହା ପାଇଁ ଆପଣଙ୍କୁ ପ୍ରୟାସ କରିବା ଉଚିତ ଅଟେ, କଥା ବାରତା ଉପରେ ଆପଣଙ୍କୁ ନିୟନ୍ତ୍ରଣ କରିବା ଉଚିତ ଅଟେ । ସବୁ ଦିଶାରୁ ଧାନ ଲାଭ ଯୋଗ ଅଛି, ଆଗକୁ ବଢିବାର ସମ୍ଭାବନା ବହୁତ ଅଛି, ଭାଇ ଭଉଣୀ ସାମାଜିକ ସ୍ଥିତି ରେ ହଟାତ ପରିବର୍ତନ ଆସିବ ଓ ବୃଦ୍ଧି ହବ ।

ମିଥୁନ, ମକର ଏବଂ ତୁଳା ରାଶି :

ଧନ ଅଟକିବା ପାଇଁ ଆପଣଙ୍କୁ ବହୁତ ପ୍ରକାର ସମସ୍ୟା ସାମ୍ନା କରିବାକୁ ପଡି ପାରେ, ଏହି ସମୟ ପ୍ରେମ ସମ୍ବନ୍ଧ ପାଇଁ ବହୁତ ଭଲ ଅଟେ । ଆଜି ଆପଣଙ୍କୁ କୌଣସି ମହତ୍ଵପୂର୍ଣ କାମରେ ସଫଳତା ପ୍ରାପ୍ତ ହବ, ବହୁତ ଶତ୍ରୁ ହେଲେ ମଧ୍ୟ ଅନ୍ତିମ ରେ ଆପଣଙ୍କ ବିଜଯ ହବ, ସଫଳତା ପ୍ରବଳ ଯୋଗ ଅଛି ।

ମେଷ, ମୀନ ଏବଂ କୁମ୍ଭ ରାଶି :

ନୂଆ ପରିବର୍ତନ ଦେଖିବାକୁ ମିଳି ପାରେ, ଆପଣଙ୍କ କାମ ବ୍ୟବସାୟରେ ଅଧିକ ଧନ ଲାଭ ହବ, ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ, କିଛି ବଡ କାର୍ଯ୍ୟ ଯାହା ବହୁତ ସମୟ ଧରି ଅଟକି ରହିଥିଲା ତାହା ମଧ୍ୟ ସମ୍ପୂର୍ଣ ହବାକୁ ଲାଗିବ, ଚାକିରି ଏବଂ ବ୍ୟବସାୟ ହଟାତ ଉନ୍ନତି ପ୍ରାପ୍ତ କରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button