ଦେଶ- ବିଦେଶ

ଏହି ନାମ ଯାହାର ଥାଏ ସେମାନେ ହୋଇଥାନ୍ତି ଦୁନିଆର ସବୁଠୁ ଭାଗ୍ୟଶାଳି ମଣିଷ, ମହାଦେବ ଙ୍କ ଅତି ପ୍ରିୟ ନାମ

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଦେଵ ଦେଵ ମହାଦେବ ଯେତେ ଜଲଦି ପ୍ରସନ୍ନ ହୋଇଥାନ୍ତି ସେତେ ଜଲଦି ହିଁ କ୍ରୋଧିତ ମଧ୍ୟ ହୋଇ ଯାଇଥାନ୍ତି । କିନ୍ତୁ ସେ ତାଙ୍କ ଭକ୍ତ ମାନଙ୍କ ଉପରେ ଖୁବ ପ୍ରସନ୍ନ ରହିଥାନ୍ତି । ଯିଏ ତାଙ୍କୁ ସତ ମନରୁ ଡାକିଥାଏ ଏବଂ ତାଙ୍କର ପୂଜା କରିଥାଏ ତାଙ୍କ ଉପରେ ମହାଦେବ ଙ୍କର କୃପା ସର୍ବଦା ରହିଥାଏ ।

ତେବେ ବର୍ତ୍ତମାନ ମହାଦେବ ଏମିତି କିଛି ନାମ ଥିବା ଲୋକଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଏହି ନାମ ର ଲୋକମାନେ ମହାଦେବଙ୍କର ଅଂଶ ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ବହୁତ ଭଲ ସ୍ଵଭାଵ ର ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ଭଲ ବୁଦ୍ଧି ଏବଂ ଜ୍ଞାନର ସଞ୍ଚାର ହୋଇଥାଏ ଯାହାଫଳରେ କି ତାଙ୍କୁ ମହାଦେବ ଙ୍କର ଅଂଶ ବୋଲି କୁହାଯାଇଥାଏ ।

ଏମାନଙ୍କ ମନ ବହୁତ ସରଳ ଏବଂ ନମ୍ର ହୋଇଥାଏ । ତାଙ୍କ ମଧ୍ୟରେ ଦୁଃଖିଜନ ଙ୍କୁ ସାହାଯ୍ୟ କରିବାର ଇଚ୍ଛା ଭରି ରହିଥାଏ । ଏମାନେ ସମସ୍ତଙ୍କୁ ଖୁସି ରେ ରଖିଥାନ୍ତି । ଏହି ନାମର ଲୋକମାନଙ୍କୁ ଏଥିପାଇଁ ମହାଦେବ ଙ୍କର ଅଂଶ ବୋଲି କୁହାଯାଏ କାରଣ ଏମାନେ ବହୁତ ନିର୍ଭୟ ହୋଇଥାନ୍ତି ।

ସେମାନେ ସବୁ କାମ କୁ ନିର୍ଭୟ ର ସହ ସାମ୍ନା କରିଥାନ୍ତି । ଏମାନଙ୍କୁ ବହୁତ ଜଲଦି ରାଗ ଆସିଯାଇଥାଏ । ଏହି ଲୋକମାନଙ୍କ ଉପରେ ମହାଦେବ ସବୁବେଳେ କୃପା କରିଥାନ୍ତି । ଏମାନେ ସବୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିଥାନ୍ତି । ଏମାନଙ୍କୁ କୌଣସି ବି କାମରେ କେହି ଅଟକାଇ ପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ସେହି ନାମ ବିଷୟରେ ।

A ଅକ୍ଷର ଥିବା ବ୍ୟକ୍ତି ମାନେ ମହାଦେବ ଙ୍କର ବହୁତ ପ୍ରିୟ ହୋଇଥାନ୍ତି । ତେଣୁ ଏମାନେ ତାଙ୍କର ସବୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିଥାନ୍ତି । ଏମାନଙ୍କ ଜୀବନ ବହୁତ ଆନନ୍ଦମୟ ହୋଇଥାଏ ।

R ଅକ୍ଷର ଥିବା ଲୋକମାନଙ୍କୁ ମହାଦେବ ଙ୍କର ବହୁତ ପାଖ ଲୋକ ବୋଲି କୁହାଯାଇଥାଏ । ଏମାନଙ୍କର ଖୁବ ଶୀଘ୍ର ଖରାପ ସମୟ ଶେଷ ହେବାକୁ ଯାଉଛି ।

D ଅକ୍ଷର ଥିବା ବ୍ୟକ୍ତି ମାନେ ମଧ୍ୟ ମହାଦେବ ଙ୍କର ପାଖ ଲୋକ ହୋଇଥାନ୍ତି । ଏମାନଙ୍କ ଉପରେ ସଦାସର୍ବଦା ମହାଦେବ ଙ୍କର କୃପା ରହିଥାଏ । ଏମାନଙ୍କ ଉପରେ ମହାଦେବ କୌଣସି ବି ପ୍ରକାର ସମସ୍ୟା ଆସିବାକୁ ଦିଅନ୍ତି ନାହିଁ । ଏମାନଙ୍କ ଜୀବନ ବହୁତ ସୁଖମୟ ରୁହେ ।

P ଅକ୍ଷର ଥିବା ବ୍ୟକ୍ତି ମାନେ ମହାଦେବ ଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ତାଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ଯାହାଫଳରେ କି ମହାଦେବ ତାଙ୍କ ଉପରେ ବହୁତ ପ୍ରସନ୍ନ ରହି ସବୁ ପ୍ରକାର ଅସୁବିଧା ରୁ ତାଙ୍କୁ ଦୂରେଇ ରଖନ୍ତି ।

V ଅକ୍ଷର ର ଲୋକମାନଙ୍କୁ ମହାଦେବ ସବୁବେଳେ ଖୁସି ରେ ରଖିବାକୁ ଚାହିଁଥାନ୍ତି । ଯାହାଫଳରେ ମହାଦେବ ଏମାନଙ୍କୁ ସବୁ ଅସୁବିଧା ରୁ ଦୂରେଇ ରଖନ୍ତି ।

S ଅକ୍ଷର ର ଲୋକମାନଙ୍କୁ ମହାଦେବ ବହୁତ କୃପା କରିଥାନ୍ତି । ଏମାନେ ମନରୁ ବହୁତ ଶାନ୍ତ ସରଳ ହୋଇଥାନ୍ତି । ଯାହାଫଳରେ ମହାଦେବ ତାଙ୍କୁ ସବୁ କାର୍ଯ୍ୟ ରେ ସାହାଯ୍ୟ କରିଥାନ୍ତି । ଏହି ଅକ୍ଷର ଲୋକମାନଙ୍କ ଉପରେ ମହାଦେବ ଙ୍କ କୃପା ସର୍ବଦା ରହିଥାଏ । ତେବେ ଆପଣମାନଙ୍କ ନାମ ଯଦି ଏହି ଅକ୍ଷର ରୁ ଆରମ୍ଭ ହେଉଛି ତେବେ ଆପଣ ବହୁତ ଭାଗ୍ୟଶାଳୀ କାରଣ ମହାଦେବ ଙ୍କର କୃପା ଆପଣଙ୍କ ଉପରେ ସର୍ବଦା ରହିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button