କୁବେର ଭଣ୍ଡାରର ଚାବି ଅଟେ ଏହି ଚେର, ଅଛି ମାତା ଲକ୍ଷ୍ମୀଙ୍କର ବରଦାନ

ଦୁନିଆରେ ବହୁତ ପ୍ରକାର ଗଛ ଅଛନ୍ତି ଓ ସବୁ ଗଛ ବିଷୟରେ ଜାଣିବା ଅସମ୍ଭବ ଅଟେ କିନ୍ତୁ ପୃଥିବୀ ଉପରେ ଏମିତି କିଛି ଗଛ ଅଛି ଯାହା କେବଳ ଗଛ ନୁହ ବହୁତ ମୂଲ୍ୟବାନ ଜିନିଷ ଅଟେ ଏହା ଦ୍ଵାରା ମଣିଷ ନିଜ ଭାଗ୍ୟ ବଦଳି ଦେଇ ପାରିବ ।
ଆପଣଙ୍କୁ ଆଜି ଆମେ ଏମିତି ଗୋଟେ ଗଛ ବିଷୟରେ କହିବାକୁ ଯାଉଛୁ ଯାହା ମାତା ଲକ୍ଷ୍ମୀଙ୍କ ପ୍ରିୟ ଅଟେ ଓ ଏହି ଗଛ ଚେର ଦ୍ଵାରା କରା ଯାଇଥିବା ଉପାୟରୁ ମଣିଷକୁ ଧନୀ ହବାରୁ କେହି ଅଟକେଇ ପାରିବେ ନାହିଁ ।
ଆଜି ଆମେ ଆପଣଙ୍କୁ ଯେଉଁ ଚେର ବିଷୟରେ କହିବାକୁ ଯାଉଛୁ ସେହି ଚେର ଉପାୟ ଦ୍ଵାରା ଆପଣ କେବଳ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବେ ନାହିଁ ଏହା ଛଡା ଭଗବାନ କୁବେରଙ୍କ ଭଣ୍ଡାର ଚାବି ମଧ୍ୟ ପାଇ ପାରିବେ । ଲକ୍ଷ୍ମୀ ଟାରୁ ଏହି ଗଛ ନା ଶୁଣିଛନ୍ତି ତ ଏହି ଗଛ ଚେର ପାଇ ଗଲେ ଆପଣାଙ୍କ ଭାଗ୍ୟ ତାଲା ଖୋଲିଯିବ ତେବେ ଆସନ୍ତୁ ଉପାୟ ବିଷୟରେ ବିସ୍ତାର ସହ ଜାଣିବା । ତେବେ ଜାଣି ରଖନ୍ତୁ ଏହି ଲକ୍ଷ୍ମୀ ଟାରୁ ଗଛ ର ପତ୍ର ବହୁତ ଚିକଣ ହୋଇଥାଏ ଏହାର ଫୁଲ ହଳଦିଆ ରଙ୍ଗର ହୋଇଥାଏ ଓ ଏହାର ଫଳ ବାଇଗଣି ରଙ୍ଗର ହୋଇଥାଏ ।
ଏହାର ଫଳ ଛୋଟ ଜାମୁକୋଳି ଭଳି ହୋଇଥାଏ କିନ୍ତୁ ଏହା ବହୁତ ଟାଣୁଆ ହୋଇଥାଏ ଓ ଦେଖିବାରେ ବହୁତ ବିନ୍ନ ମଧ୍ୟ ହୋଇଥାଏ । ଶାସ୍ତ୍ର ଓ ତାନ୍ତ୍ରିକ ଅନୁଯାଇ ଏହି ଗଛ ଚେର ବହୁତ ଲାଭକାରୀ ହୋଇଥାଏ କୁହା ଯାଇଛି ଯେ କେବଳ ଏହି ଗଛ ଚେର ଆପଣଙ୍କ ପାଖରେ ରହିଲେ ମାତା ଲକ୍ଷ୍ମୀ ଓ ଭଗବାନ କୁବେରଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ପଡିଥାଏ ।
ଯାହା ଦ୍ଵାରା ଆପଣଙ୍କ ଜୀବନ ସବୁ ପ୍ରକାର ଆର୍ଥିକ ସମସ୍ଯା ଦୂର ହୋଇଥାଏ ଓ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ଲକ୍ଷ୍ମୀ ଟାରୁ ଗଛ ଚେର ଆଣିବା ଏତେ କଷ୍ଟକର ନୁହେଁ କାହିଁକିନା ଏହାକୁ ଆଣିବାର କିଛି ଉପାୟ ନଥାଏ ଆପଣ ଯେଉଁ ଦିନ ଇଛା କଲେ ଯେଉଁ ମୁହୂର୍ତରେ ବି ଏହାର ଚେର ଘରକୁ ଆଣି ପାରିବେ ଯଦି ଏହାର ଚେର ଆଣିବା ଆପଣଙ୍କ ପାଇଁ ସମ୍ଭବ ନୁହେଁ ତେବେ ଆପଣ ଏହାର ଡାଳ ମଧ୍ୟ ଆଣି ପାରିବେ ।
ଶାସ୍ତ୍ରରେ କୁହା ଯାଇଛି ଯେ ଚେର ସହ ଡାଳ ମଧ୍ୟ ସମାନ ରୂପରେ ଚମତ୍କାରୀ ହୋଇଥାଏ । ଯେତେବେଳେ ଆପପାନ ଏହି ଚେର ବା ଡାଳ ଘରକୁ ଆଣିବେ ଏହାକୁ ଭଲ ଭାବରେ ଧୋଇ କ୍ଷୀର ଗଙ୍ଗା ଜଳରେ ଧୋଇ ଏହାକୁ ଯଥା ବିଧି ଚନ୍ଦନ ଧୂପ ଦୀପ ଇତ୍ୟାଦି ଦେଇ ପୂଜା କରିବେ ଓ ପୂଜା ସ୍ଥଳରେ ରଖି ଦିଅନ୍ତୁ ଦେଖିବେ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଅବଶ୍ୟ ପ୍ରବେଶ କରିବେ ଓ ସବୁ ଦୁଃଖ ଦୂର ହୋଇଯିବ ।