ଦେଶ- ବିଦେଶ

ମହାଦେବ ଦେଲେ ବରଦାନ, ଆସନ୍ତା 24 ଘଣ୍ଟା ଭିତରେ ଏହି 2ରାଶିଙ୍କୁ ମିଳିବ ପ୍ରଚୁର ଧନ ଲାଭ

ଦେବ ଙ୍କ ଦେବ ମହାଦେବ ହେଉଛନ୍ତି ଭଗବାନ ଭୋଳା ନାଥ ସେ ସବୁ ବେଳେ କିଛି ନା କିଛି କାମରେ ନିଜ ଭକ୍ତ ମାନଙ୍କୁ ସାହାଜ୍ଯ କରୁଥାନ୍ତି । ଯିଏ କେହି ଭି ତାଙ୍କୁ ଅନ୍ତର ର ସହ ଡାକିଛି ତାକୁ ସବୁ ବେଳେ ପରିଣାମ ଖୁବ କମ ଦିନରେ ମିଳିଛି । ସାଧାରଣ ଭାବେ ରାକ୍ଷାଶ ମାନେ ମହାଦେବ ଙ୍କୁ ପୂଜା କରି ଥାନ୍ତି ସେମାନେ ନିଜ ମନ ପସନ୍ଦର ଜିନିଷ ପାଇବା ପାଇଁ ଭଗବାନ ଙ୍କ ଆରାଧନା କରୀ ଥାନ୍ତି ଏକ ଲୟ ଓ ଭଲ ମନ ରେ ଡାକିଲେ ଯେ କେହି ଭି ଡାକୁନା କାହିଁକି ଭଗବାନ ତା ଡାକ ଶୁଣିଥାନ୍ତି ।

ଆଜି ଆମେ କହିବା କି ଭଗବାନ ଭୋଳା ନାଥ ଆମ ଡାକ ଶୁଣିବା ପାଇଁ ଆମେ ତାଙ୍କ ଆରଧନା ଘଣ୍ଟା ଘଣ୍ଟା କରିବା ଦରକାର ନାଇ । ଆମେ କେବଳ ତାଙ୍କୁ ଧ୍ୟାନ ଅକରିବା ଓ ତାଙ୍କ ମନ୍ତ୍ର ଜପ କରିବା ଯାହା ଦ୍ଵାରା ଆମେ ଭଲ ପରିଣାମ ପାଇବା । ଆଜି ଆମେ କହିବା କି ଭଗବାନ ଭୋଳା ନାଥ କେଉଁ ଭଳି ନିଜ ଭକ୍ତ ଙ୍କ ଗୁହାରି ଶୁଣି ଥାନ୍ତି ।

ଭଗବାନ ସବୁ ବେଳେ ଚାହିଁ ଥାନ୍ତି କି ସବୁ ବ୍ୟକ୍ତି ମାନେ ଏକ ଭଲ ଗୁଣବାନ ମଣିଷ ହୁଅନ୍ତୁ ଯାହା ଦ୍ଵାରା ସେମାନେ ସମାଜ ପାଇଁ ଭଲ କମା କରି ପାରିବେ ଧର୍ମ ର ପ୍ରଚାର ପ୍ରସାର ହେବ । କିନ୍ତୁ ଏବେ କିଛି ରାଶି ମାନେ ଏତେ ଭାଗ୍ଯବାନ ଅଛନ୍ତି କି ଯେଉଁ ମାନେ ଭଗବାନ ଶିବ ଙ୍କ ଆରାଧନା ନ କରିକି ମଧ୍ୟ ତାଙ୍କ କୃପା ପାଇବା ପାଇଁ ଯାଉଛନ୍ତି ।

ଆପଣ ଯଦି ଦେଖିବେ ତ ଜାଣି ପାରିବେ କି ଭଗବାନ ଶିବ ଆମ ଉପରେ ସେହି ସମୟରେ ଦୟା କରି ଥାନ୍ତି ଯେଉଁ ସମୟରେ ଆମେ ଧର୍ମ ର ପାଖରେ ଥାଉ । ଏବେ ଭଗବାନ ଶିବ ଙ୍କ ଦୟା ଆମ ଉପରେ ହେବା ପାଇଁ ଯାଉଛି । ଯେଉଁ ମାନେ ଏହି କୃପା ପାଇବେ । ସେମାନଙ୍କ ପରିବାର ରେ ମହିଳା ମାନଙ୍କ ମଧ୍ୟରେ ଶାନ୍ତି ବଜାୟ ରହିବ ।

ସମ୍ପର୍କ କୁ ବୁଝିବାରେ ସାମର୍ଥ୍ୟ ହେବେ ସେମାନେ କିଛି ନୂଆ ରୋଜଗାର ର ରାସ୍ତା ମଧ୍ୟ ସେମାନେ ଖୋଳିବେ । ବାହାର ଜାଗାରେ ନିଜ ବେପାର କରୁଥିବା ଲୋକଙ୍କ ବେପାର ଏବେ ଖୁବ ଭଲ ହେବା ପାଇଁ ଯାଉଛି ଯାହା ଦ୍ଵାରା ସେମାନେ ନିଜ ପରିବାର ପାଇଁ ମଧ୍ୟ ସୁବିଧା କରାଇ ପାରିବେ ।

ଯାହାର ସନ୍ତାନ ମାନେ କିଛି ଏଣ୍ଟରାନ୍ସ ପରୀକ୍ଷା ଦେଇ ଥିବେ ସେମାନେ ଏହାର ଭଲ ପରିଣାମ ପାଇବେ । ଆପଣ ଯଦି ଚାକରି କରୁଛନ୍ତି କିମ୍ବା ନୂଆ ଜାଗାରେ ଭଲ ଚାକିରି ଖୋଜୁଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଭଲ ଜାଗାରେ ଚାକିରି ପାଇବେ । ଆପଣଙ୍କ ଅଧୁରା ସ୍ଵପ୍ନ ଏବେ ପୂରଣ ହେଇଯିବ ନିଶ୍ଚିତ ଭାବେ ।

ଜାଗା ବାଡି ମାମଲା ମଦ୍ୟ ତୁଟିବା ପାଇଁ ଯାଉଛି । ଆପଣ କେଉଁ ଜଗାରୁ ଧନ ଲାଭ କରି ପାରିବେ ଏହା ଯୋଗ ଦେଖାଉଛି । ଆପଣ କାହା ସହ କିଛି କଥା ସେୟାର କରିବା ଆଗରୁ ଟିକେ ଚିନ୍ତା କରିବା ଭଲ । ଏହି ଦୁଇ ଭାଗ୍ଯବାନ ରାଶି ମାନେ ହେଲେ କୁମ୍ଭ ରାଶି ଓ ସିଂହ ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button