ଆସୁଛି ନୂଆ ବର୍ଷ, ମେଷ ରାଶିର ବ୍ୟକ୍ତି ଜାଣି ନିଅନ୍ତୁ କଣ ହେବ ଆପଣଙ୍କ ସହ 2023ରେ…. ଦେଖନ୍ତୁ ମହାଭାବିଷ୍ୟବାଣୀ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଜଣାଇବୁ ଆସୁଥିବା ନବବର୍ଷ ୨୦୨୩ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କିପରି ରହିବ । ଏବଂ କଣ ଘଟିବାକୁ ଯାଉଛି ତାଙ୍କ ଜୀବନରେ । ତେବେ ଆସନ୍ତୁ ଆଜି ଆମେ ଜାଣିବା ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ସହ ଆଗାମୀ ନୂତତ ବର୍ଷରେ କଣ ସବୁ ଘଟିବାକୁ ଯାଉଛି । ଆଉ ମାତ୍ର କିଛି ମାସରେ ଆରମ୍ଭ ହେବାକୁ ଯାଉଛି ନୂତନ ବର୍ଷ । ଏହି ନୂତନ ବର୍ଷରେ ମେଷ ରାଶିର ବ୍ୟକ୍ତିଙ୍କ ସହିତ ୬ଟି ଘଟଣା ଘଟିବାକୁ ଯାଉଛି ।
ପ୍ରଥମ ଘଟଣାଟି ହେଉଛି ସନିଦେବ ଆପଣଙ୍କର ଏଗାରତମ ଗୃହରେ ଗୋଚର କରିବେ । ଏହାପରେ ମେଷ ରାଶି ପାଇଁ ସନିଦେବଙ୍କର ପଞ୍ଚମ ଦୃଷ୍ଟି ଆସିଯିବ । ଯେଉଁମାନେ ସନ୍ତାନ ପାଇଁ ଇଛୁକ ଅଛନ୍ତି ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ ।
ଏହି ରାଶିର ବ୍ୟକ୍ତି ନୂତନ ବର୍ଷରେ ସନ୍ତାନ ପ୍ରାପ୍ତିର ସୁଖ ଲାଭ କରିବେ । ଶନିଦେବଙ୍କ ପଞ୍ଚମ ପକ୍ଷଟି ସନ୍ତାନ ମାନଙ୍କ ପ୍ରତି ଅନୁକୂଳ ଅଟେ । ଦିତୀୟ ଘଟଣାଟି ହେଉଛି, ଯେଉଁମାନେ ପ୍ରେମ ସମ୍ପର୍କରେ ରହିଛନ୍ତି ଜାଣିରଖନ୍ତୁ କି ଆପଣଙ୍କୁ କିଛି ସମୟ ଧ୍ୟାନର ସହ ଚଳିବାକୁ ପଡିବ । ଜାନୁୟାରୀ, ଫେବୃୟାରି, ମାର୍ଚ ଏହି ୩ଟି ମାସ ଆପଣଙ୍କ ଲଭ ଲାଇଫ ପାଇଁ ଭଲ ନୁହେ ।
ପ୍ରେମ ବିଚ୍ଛେଦ ହୋଇପାରେ, ଦୁହିଁଙ୍କ ମଧ୍ୟରେ ଭୁଲ ବୁଝାବଣା ହୋଇପାରେ । କୌଣସି ବାହାର ବ୍ୟକ୍ତିଙ୍କ ହସ୍ତକ୍ଷେପ ରହିପାରେ । ତୃତୀୟ ଘଟଣାଟି ହେଉଛି, ଏପ୍ରିଲ ମାସରେ ବୃହସ୍ପତି ଗୋଚର କରିବେ ଆପଣଙ୍କ ରଶିରେ ଯାହା ଫଳରେ ଆପଣଙ୍କୁ କୌଣସି ବଡ ସଫଳତା ହାସଲ ହୋଇପାରେ । ଏବଂ ଅଧିକ ଉନ୍ନତି କରିପାରନ୍ତି । ଧାର୍ମିକ ଯାତ୍ରା କରିବାର ସୁଯୋଗ ମଧ୍ୟ ରହିଛି ।
ସବୁ କ୍ଷେତରେ ଆପଣ ବିଜୟ ଲାଭ କରିପାରନ୍ତି । ଯେଉଁ କର୍ମ କ୍ଷେତ୍ରରେ ଆପଣ ଅଛନ୍ତି ସେଠାରେ ଆପଣଙ୍କର ଧନ ଓ ଯଶ ବଢିପାରେ । ଜୀବନରେ ଏପରି ସଫଳତା ଆପଣ ପାଇବେ ଯାହାର ଆପଣ ଚିନ୍ତା ବି କରିପାରିବେ ନାହିଁ । ଆପଣଙ୍କୁ ଆଶ୍ଚର୍ଯ୍ୟ କଲାପରି କିଛି ସଫଳତା ଆପଣ ପାଇବେ । ଏବେ ଆସନ୍ତୁ ଜାଣିବା ଚତୁର୍ଥ ଘଟଣାଟି,ଯଦି ଆପଣଙ୍କ ବିବାହରେ ବିଳମ୍ବ ହେଉଥାଏ ତେବେ ବୃହସ୍ପତିଙ୍କ ଦ୍ରୁଷ୍ଟି ସପ୍ତମ ଭାଗରେ ପଡିବା ଦ୍ଵାରା ଆପଣଙ୍କ ସମସ୍ଯା ଦୂର ହୋଇଯିବ ।
ନୂତନ ବର୍ଷରେ ହିଁ ଆପଣଙ୍କ ବିବାହ ହୋଇପାରେ ବା ଠିକ ହୋଇପାରେ । ଏବେ ଆସନ୍ତୁ ଜାଣିବା ପଞ୍ଚମ ଘଟଣା ବିଷୟରେ, ରାହୁ ୨୩ ଅକ୍ଟୋବରରୁ ମେଷ ରାଶି ରୁ ବାହାରି ଯିବେ ଯାହାଫଳରେ ଆପଣ ଯେଉଁ ଚିନ୍ତାରେ ରହୁଥିଲେ ସେହି ଚିନ୍ତା ଟି ଆପଣଙ୍କର ଦୂର ହେବ । ମାନସିକ ଯନ୍ତ୍ରଣାରୁ ବାହାରି ଯିବେ । କୋଟ କଚେରୀ ମାମଲା ଥିଲେ ଜଲ୍ଦି ହିଁ ଠିକ ହୋଇଯିବ ।
ଏବେ ଜାଣନ୍ତୁ ଷଷ୍ଠ ଘଟଣା ଟି, ୨୦୨୩ ବର୍ଷ ଟି ଛତ୍ର ଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ସମସ୍ତ ପରୀକ୍ଷାରେ ଏମାନେ ସଫଳ ହେବେ । ସ୍ଵାସ୍ତ ଖରାପ ଥିଲେ ବହୁତ ଜଲ୍ଦି ଠିକ ହୋଇଯିବ । ଏହାସବୁ ଘଟିବାକୁ ଯାଉଛି ଏହି ନୂତନ ବର୍ଷ ୨୦୨୩ରେ ମେଷ ରାଶିରେ ।