ଜ୍ୟୋତିଷ

R ନାମର ବ୍ୟକ୍ତି ଆପଣଙ୍କ ପାଖରେ ଥିଲେ ଏହାକୁ ନିଶ୍ଚୟ ଦେଖନ୍ତୁ… Jyotisha Shastra

ବ୍ଯକ୍ତିର ନାମର ପ୍ରଥମ ଅକ୍ଷରର ବିଶେଷ ମହତ୍ଵ ରହିଥାଏ ଯାହା ଆମ ଶାସ୍ତ୍ରରେ କୁହାଯାଇଛି । ବ୍ଯକ୍ତିର ନାମର ପ୍ରଥମ ଅକ୍ଷରର ଖାସ ଗୁଣ, ବ୍ୟକ୍ତିତ୍ବ, ସ୍ଵଭାବ, ଭବିଷ୍ୟତ ସବୁ କିଛି ଅଲଗା ଅଲଗା ହୋଇଥାଏ । ଯାହାର ପ୍ରଭାବ ମଣିଷ ଜୀବ ଉପରେ ପଡିଥାଏ । ଆଜି ଆମେ ଆପଣଙ୍କୁ R ନାମର ବ୍ୟକ୍ତିଙ୍କର ସ୍ଵଭାବ, ବିଶେଷତା, ପ୍ରେମ, କ୍ଯାରିୟର, ଶିକ୍ଷା ବିଷୟାରେ କିଛି ଖାସ କଥା କହିବାକୁ ଯାଉଛୁ । ଏହି ନାମର ଲୋକେ କଥା କମ କୁହନ୍ତି କିନ୍ତୁ କମ ଅଧିକ କରନ୍ତି । ଏମାନେ ନିଜ ମନ କଥା ଶୁଣିଥାନ୍ତି । କାହାକୁ ପ୍ରେମ କରିଲେ ପୁରା ସମର୍ପିତ ଭାବ ରଖିଥାନ୍ତି ।

କେହି ତାଙ୍କର ଅନାଦର କରିଲେ ଏମାନେ ବହୁତ ରାଗି ଯାଇଥାନ୍ତି । ଏମାନେ କଳାତ୍ମକ କ୍ଷେତ୍ରରେ ଯୋଡି ହୋଇଥିଲେ ବହୁତ ଆଗକୁ ଯାଇଥାନ୍ତି । R ନାମର ମହିଳା ମାନେ ବିବାହ ପରେ ବେଶ ଖୁସିରେ ରହିଥାନ୍ତି । ଏମାନଙ୍କୁ ଜୀବନର ପ୍ରତେକ ସୁଖ ପ୍ରାପ୍ତ ହୋଇଥାଏ । ଏମାନେ ଜୀବନରେ କିଛି ନ କିଛି ନୂଆ ଶିଖିବାର ଇଚ୍ଛା ରଖିଥାନ୍ତି ଯାହା ପାଇଁ ବହୁତ ପ୍ରଶଂସା ଓ ନାଁ କମାଇଥାନ୍ତି । ଏମାନଙ୍କ ଭାଗ୍ୟରେ ମାନ ସମାନ ବଢିବ ସହ ଧନ ଦୌଲତ ପ୍ରାପ୍ତିର ଯୋଗ ରହିଥାଏ । ଏମାନେ ହୃଦୟରୁ ବହୁତ ଭଲ ଏବ ସହ ଅନ୍ୟର ସାହାଜ୍ଯ କରିଥାନ୍ତି ।

ବନ୍ଧୁ ଓ ପରିବାର ପ୍ରତି ସମର୍ପିତ ହୋଇଥାନ୍ତି । ଏମାନେ ଅଧିକ ଖର୍ଚ୍ଚୀ ସ୍ଵଭାବର ହୋଇଥାନ୍ତି । ଅଧିକାଂଶ ଲୋକେ ନିଜ ଦୁନିଆରେ ହଜି ରହିଥାନ୍ତି । ଏହି ନାମର ଲୋକ ନିଜକୁ ଭଲ ଦେଖାଇବା, ନିଜର ବ୍ୟକ୍ତିତ୍ବ କୁ ଖାସ କରିବାକୁ ଭଲ ଆଗିଥାଏ । ଏମାନେ ସୁନ୍ଦରତା ସହ ଜଡିତ ଜିନିଷ ପ୍ରତି ଆକର୍ଷକ ହୋଇଥାନ୍ତି । ଏମାନେ କଳା ପ୍ରତି ଅଧିକ ଆଗ୍ରହୀ ହୋଇଥାନ୍ତି । ଏମାନଙ୍କ ଜୀବନରେ ଏକରୁ ଅଧିକ ପ୍ରେମ ପ୍ରସଙ୍ଗ ରହିଥାଏ । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଯାହା ପାଇଁ ଅନ୍ୟ ମାନେ ଆକର୍ଷିତ ହୋଇଥାନ୍ତି ।

ନିଜ ଜୀବନକୁ ନିଜ ହିସାବରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି । କିଛି ଲୋକ ନିଜ ସିଦ୍ଧାନ୍ତରେ ଚାଲିଥାନ୍ତି । ଅନେକ ସମୟରେ ଏମାନେ ଇମୋସନାଲ ହୋଇଥାନ୍ତି ଯାହା ପାଇଁ ଲୋକେ ଫାଇଦା ଉଠାଇଥାନ୍ତି । ଯାହା ପାଇଁ ଏମାନେ ଅନେକ ସମୟରେ କ୍ଷତିର ଶିକାର ହୋଇଥାନ୍ତି । ତେଣୁ କାହା ପ୍ରତି ଏତେ ସମର୍ପିତ ହୁଅନ୍ତୁ ନାହି । ଏମାନଙ୍କର ସବୁଠାରୁ ବଡ ଦୁର୍ବଳତା ହେଉଛି ରାଗ ବହୁତ ଜଲ୍ଦି ଆସିଥାଏ । ଯାହା ଉପରେ ରାଗିଥାନ୍ତି ତାହା ସହ କଥା ହୁଅନ୍ତି ନାହି ଯାହା ପାଇଁ ଏମାନେ ନିଜେ ମାନସିକ ଚାପରେ ରହିଥାନ୍ତି ।

ତଥାପି ଏମାନଙ୍କ ଥରେ ବହୁତ ଭଲ ଗୁଣ ରହିଆବ ସହ ଜୀବନକୁ କେମିତି ଖୁସିରେ ବଞ୍ଚିବାକୁ ହୁଏ ଏମାନଙ୍କୁ ଜଣ ହୋଇଥାଏ । ବିନ୍ଦାସ ଲାଇଫ ବ୍ଯତୀତ କରିବା ସହ ଏମାନଙ୍କର ଉଦାରତା ଭାବନା ରହିଥାଏ । ଏମାନେ ଅଧିକ ମେହନତୀ ହୋଇଥାନ୍ତି କିନ୍ତୁ ଅନ୍ୟ ମାନଙ୍କ ପ୍ରତି ଅଧିକ ମତଲବ ରଖନ୍ତି ନାହି । ଶିକ୍ଷା କ୍ଷେତ୍ରରେ ବହୁତ ଭଲ ହୋଇଥାନ୍ତି । ଚାକିରି କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button