ବିବାହିତା ନାରୀମାନେ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି 4ଟି ଜିନିଷ, ନଚେତ ସ୍ଵାମୀ ହୋଇଥାଏ ଦାଣ୍ଡର ଭିକାରି

ବନ୍ଧୁଗଣ ବିବାହ ହେଉଛି ଏକ ପବିତ୍ର ଓ ଘନିଷ୍ଠ ସମାର୍କ । ଅନେକ କହିଥାନ୍ତି ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ଉପରୁ ତିଆରି ହୋଇ ଆସିଥାଏ । ତେଣୁ ସ୍ତ୍ରୀର ସମସ୍ତ ପ୍ରକାରର ଶୁଭ ଅଶୁଭ କାର୍ଯ୍ୟର ପ୍ରଭାବ ସ୍ଵାମୀ ଉପରେ ପଡିଥାଏ । ସ୍ତ୍ରୀର ଭୁଲ ବା ପାପ କାର୍ଯ୍ୟ ସ୍ଵାମିକୁ ତାଳି ତଳାନ୍ତ କରିଥାଏ । ଏଥି ସହ ଜୀବନ ମଧ୍ୟ ନଷ୍ଟ କରି ଦେଇଥାଏ । ତେଣୁ ସ୍ତ୍ରୀ ମାନେ ଏଭଳି ଭୁଲ କରିବା ଅନୁଚିତ ଯାହା ଫଳରେ ସ୍ବାମୀଙ୍କର ଅନିଷ୍ଠ ହୋଇଥାଏ । ସ୍ତ୍ରୀ ପିନ୍ଧୁଥିବା କେତେକ ଜିନିଷ ସ୍ଵାମିକୁ କାଙ୍ଗାଳ କରିଥାଏ ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
୧- ସୁନାର ଗହଣା : ପ୍ରତେକ ବିବାହିତା ନାରିଙ୍କ ପାଇଁ ଶ୍ରେଷ୍ଠ ଓ ମନ ପସନଦର ଶୃଙ୍ଗାର ହୋଇଥାଏ ସୁନାର ଗହଣା । କିନ୍ତୁ ଏମିତି ମଧ୍ୟ ସୁନାର ଗହଣା ଅଛି ଯାହାକୁ ବ୍ୟବହାର କରିବା ଦ୍ଵାରା ଅମଙ୍ଗଳ ହୋଇଥାଏ । ଗୋଟିଏ ହେଉଛି ସୁନାର ପାଉଁଜି ଓ ଝୁଣ୍ଟିଆ । ଏହାକୁ ବିବାହିତା ନାରୀ ମାନେ ପାଦ ରେ ପିନ୍ଧିବା ଅଶୁଭ ହୋଇଥାଏ । ସ୍ଵାମୀ ତଥା ପରିବାରର କ୍ଷତି ହେବ ସହ ପରିବାରରେ ଉନ୍ନତି ରେ ବାଧା ଆସିଥାଏ ।
୨- ଧଳା ଶାଢୀ : ଆଧୁନିକ ଯୁଗରେ ନିଜର ଷ୍ଟାଇଲ ମେନ୍ଟେନ କରିବା ପାଇଁ କେତେକ ନାରୀ ବିବାହ ପରେ ଧଳା ଶାଢୀ ପିନ୍ଧିଥାନ୍ତି । ଯାହା କି ବିବାହିତା ନାରିଙ୍କ ପାଇଁ ଉଚିତ ହୁଏ ନାହି । ଏମିତି କରିବା ସ୍ବାମୀଙ୍କୁ ମୃତ୍ୟୁ କୁ ଆମନ୍ତ୍ରିତ ସହ ସମାନ ହୋଇଥାଏ । ଶାସ୍ତ୍ର ଅନୁଯାୟୀ କେବେଳ ବିଧବା ସ୍ତ୍ରୀ ମାନେ ଧଳା ବସ୍ତ୍ର ପିନ୍ଧିବା ଉଚିତ ।
୩- ମଙ୍ଗଳସୂତ୍ର : ବିବାହିତା ନାରୀ ମାନଙ୍କ ପାଇଁ ମଙ୍ଗଳସୂତ୍ର ହେଉଛି ବିବାହ ବନ୍ଧନର ମୂଳ ସୂତ୍ର । ଆଧୁନିକ ସମୟ ସହିତ ତାଳ ଦେଇ କିଛି ବିବାହିତା ନାରୀ ମାନେ ମଙ୍ଗଳସୂତ୍ର କୁ ଗଳା ରେ ଧାରଣ ନ କରି ହାତ ରେ ପିନ୍ଧିଥାନ୍ତି । ଏମିତି କରିବା ଦ୍ଵାରା ସ୍ଵାମୀ ଙ୍କ ଅମଙ୍ଗଳ ହୋଇଥାଏ । ଏମିତି କି ଜୀବନ ଓ ଜୀବିକାରେ ବାଧା ଦେଖା ଯାଇଥାଏ ।
୪- ସିନ୍ଦୁର : ପ୍ରତେକ ବିବାହିତା ନାରୀ ମାନଙ୍କ ସିନ୍ଦୁର ହେଉଛି ତାଙ୍କ ସଧବା ହେବାର ସବୁଠାରୁ ବଡ ପ୍ରତୀକ ବା ପରିଚୟ । କିନ୍ତୁ ଆଜିର ନାରୀ ମାନେ ଆଧୁନିକତା ଗୁରୁତ୍ଵ ଦେଇ ସିନ୍ଦୁର କୁ ଲୁଚାଇ କି ପିନ୍ଧୁଛନ୍ତି । କେହି କେହି ଶାଢୀ ର ରଙ୍ଗ ମ୍ଯାଚ କରିବାକୁ ଯାଇ ନାଲି ରଙ୍ଗର ସିନ୍ଦୁର ନ ପିନ୍ଧି ବିଭିନ୍ନ ରଙ୍ଗର ସିନ୍ଦୁର ଧାରଣ କରୁଛନ୍ତି ଯାହା ସ୍ବାମୀର ଆୟୁଷ କୁ କମ କରି ଦେଇଥାଏ ।
ଏହା ସହ ସ୍ଵାମୀ କୁ ବରବାତ ଆଡକୁ ଟାଣି ନେଇଥାଏ । ତେବେ ବିବାହିତା ନାରୀ ମାନେ ଭୁଲରେ ବି ଏହି ୪ଟି ଜିନିଷ ପିନ୍ଧିବା ଉଚିତ ନୁହେଁ ନଚେତ ଏହାର ସିଧା ପ୍ରଭାବ ସ୍ଵାମୀ ଙ୍କ ଜୀବନ ଉପରେ ପଡିଥାଏ