ଜ୍ୟୋତିଷ

ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର। ଚନ୍ଦ୍ର- କନ୍ୟା ଦିବା ୦୪.୧୮ ଗତେ ତୁଳା। ତିଥି- ୬ଷ୍ଠୀ ଅହୋରାତ୍ର। ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୪.୧୮ ପର୍ଯ୍ୟନ୍ତ। ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ।

ଶୁଭ ସମୟ

ଦିବା- ୧୦.୧୬ ରୁ ୦୧.୦୮
ରାତ୍ରି- ୦୮.୨୯ ରୁ ୦୧.୪୪

ରାତ୍ରି- ୧୨.୧୪ ରୁ ୦୧.୪୪
ରାତ୍ରି- ୦୨.୨୯ ରୁ ୦୩.୫୯
ଅଶୁଭ ସମୟ
ରାହୁକାଳ- ଦିବା ୦୮.୪୦ ରୁ ୧୦.୧୬
କାଳବେଳା- ପ୍ରାତଃ ୦୫.୨୯ ରୁ ୦୭.୦୪ ଓ ଦିବା ୦୪.୩୮ ରୁ ୦୬.୧୪
ବାରବେଳା- ଦିବା ୦୧.୨୭ ରୁ ୦୩.୦୩
କାଳରାତ୍ରି- ସନ୍ଧ୍ୟା ୦୬.୧୪ ରୁ ୦୭.୩୮ ଓ ରାତ୍ରି ୦୪.୦୫ ରୁ ୦୫.୨୯

Related Articles

Leave a Reply

Your email address will not be published. Required fields are marked *

Back to top button