ଜ୍ୟୋତିଷ

ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ କାରଣ ଆଜିଠାରୁ ଏହି ରାଶିକୁ ମିଳିବ ବଡ ଖୁସି ଖବର

ଧାର୍ମିକ ମାନ୍ୟତା ଅନୁଯାୟୀ ଭଗବାନ ବିଶୁଣୁ ପରିବର୍ତ୍ତିନୀ ଏକାଦଶୀ ଦିନ କରବଟେ ବଦଳାଇଥାନ୍ତି ଯାହା ପାଇଁ ଏହାର ନାମ ପରିବର୍ତ୍ତିନୀ ଏକାଦଶୀ ରଖାଯାଇଛି । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ୪ଟି ଦୁର୍ଲଭ ମହା ସଂଯୋଗ କାରଣରୁ ଆଜି ସେପ୍ଟେମ୍ବର ୬ ତାରିଖରେ ପରିବର୍ତ୍ତିନୀ ଏକାଦଶୀ ପଡିଛି । ଏହି ଦିନ କିଛି ରାଶି ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ଙ୍କ କୃପାରୁ ଏହି ରାଶି ମାନଙ୍କର ଭାଗ୍ୟରେ ଅନେକ ସାରା ଖୁସି ଆସିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ବିସ୍ତାର ଭାବେ ।

ମକର ରାଶି : ଆପଣଙ୍କ ଜୀବନରେ ସବୁ ଦୁଖ କଷ୍ଟ ଦୂର ହେବାକୁ ଯାଉଛି । ଯେଉଁ କାମ ସଫଳତା ପୂର୍ବକ କରିବାକୁ ଚାହୁଁଛନ୍ତି ତାହା ପୁରା ହେବ । କାହାକୁ ପଇସା ଉଧାର ଦେଇଥିଲେ ଫେରି ପାଇବେ । ସମାଜରେ ମାନ ସମାନ ବଢିବ । ସୁଖ ଶାନ୍ତିର ବାତାବରଣ ଗୃହରେ ରହିବ ।

ମେଷ ରାଶି : ଆପଣଙ୍କ ଜୀବନରେ ଶୁଭ ସଂଯୋଗ କାରଣରୁ ବହୁତ ସାରା ଖୁସି ଆସିବାକୁ ଅଯାଉଛି । ଆପଣଙ୍କୁ ଲାଭଦାୟକ ସ୍ଥିତି ଦେଖିବାକୁ ମିଳିବ । ଯେଉଁ ଯୋଜନା ପୂର୍ବରୁ କରିଛନ୍ତି ତାହା କାର୍ଯ୍ୟକାରୀ କରିବାର ସମୟ ଆସି ଯାଇଛି ।

କନ୍ୟା ରଶି : ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନରେ ଲାଭଦାୟକ ସ୍ଥିତି ସିଧା ସାବ୍ଯସ୍ତ ହେବ । ଅଟକି ରହିଥିବା କାମ ସମୟ ଅନୁଯାୟୀ ପୁରା ହେବ । ସନ୍ତାନ ପକ୍ଷରୁ ବଡ ଖୁସି ଖବର କାରଣରୁ ମନ ପ୍ରସନ୍ନ ରହିବ । ଆର୍ଥିକ ସ୍ଥିତି ସୁଧାରେ ଆସିବ ।

ମୀନ ରାଶି : ଆପଣଙ୍କ ଜୀବନରେ ଯାହା ବି ଦୁଖ କଷ୍ଟ ରହିଥିଲା ତାହା ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ କୃପାରୁ ଦୂର ହେବ । ନୂଆ ବ୍ୟାପାର ଆରମ୍ଭ କରିଲେ ସଫଳ ହେବେ । ଦାଂପତ୍ଯ ଜୀବନ ସୁଖମୟ ରହିବ ।

କୁମ୍ଭ ରାଶି : ଆପଣଙ୍କୁ ସେହି ସବୁ ଖୁସି ପ୍ରାପ୍ତ ହେବ ଯାହାର ଆପଣ ହକଦାର ଅଟନ୍ତି । କାର୍ଯ୍ୟ ଓ ବିଚାରରେ ଏକାଗ୍ରତା ରହିବ । ଲାଗତର ସଫଳତାର ନୂଆ କୀର୍ତ୍ତିମାନ ସ୍ଥାପନ କରି ଅଲଗା ପରିଚିୟ ସ୍ଥାପନ କରିବେ । ଆକସ୍ମିକ ଧନ ଲାଭର ଯୋଗ ରହିଛି ।

ତୁଳା ରାଶି : ଆପଣଙ୍କ ଉପରେ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ମେହରବାନ ହୋଇଛନ୍ତି । ଅତ୍ୟନ୍ତ ଭାରି ଧନ ଲାଭ ହେବ । ବ୍ୟାପାରରେ ବୃଦ୍ଧି ହେବ । ଚାକିରିରେ ପଦୋନ୍ନତି ହେବ । ବିଦେଶରେ ଚାକିରି କରିବାକୁ ଚାହୁଁଥିଲେ ସଫଳ ହେବେ ।

ବୃଷ ରାଶି : ଆର୍ଥିକ ସ୍ଥିତି ମଜବୁତ ହେବ । ବେପାରରେ ଅଚାନକ ଧନ ଲାଭ ହେବ । ଆପଣଙ୍କୁ ସଫଳତା ମିଳିବ । ବ୍ୟବସାୟରେ ନୂଆ ରାସ୍ତା ନଜର ଆସିବ । ଆୟରେ ବୃଦ୍ଧି ହେବ । ଧନ ପ୍ରାପ୍ତିର ଅବସର ମିଳିବ ।

ବିଛା ରାଶି : ଛାତ୍ରଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ପ୍ରଗତିର ଯୋଗ ରହିଛି । ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ । ଅଟକି ରହିଥିବା କାର୍ଯ୍ୟ ପୁରୁଣା ହେବ । ଦାଂପତ୍ଯ ଜୀବନ ମଧୁମୟ ରହିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button