ଏହି 3ଟି ରାଶି ଭଗବାନ ଗଣେଶଙ୍କର ଅଟନ୍ତି ଅତିପ୍ରିୟ, କରନ୍ତି ସବୁ ମନୋସ୍କାମନା ପୂର୍ଣ୍ଣ… ଦେଖନ୍ତୁ ଆପଣଙ୍କ ରାଶି ନୁହେଁ ତ !

ନମସ୍କାର ବନ୍ଧୁଗଣ, ଆଜି ଆମେ ଜାଣିବା ଭଗବାନ ଗଣେଶଙ୍କ ଅଶେଷ କୃପା କେଉଁ ରାଶି ଉପରେ ରହିବ, ଏବଂ ସେହି ରାଶି ମାନଙ୍କ ଭାଗ୍ୟରେ କଣ ପରିବର୍ତ୍ତନ ଘଟିବ ? ତେବେ ଆସନ୍ତୁ ଜାଣିବା ଭଗବାନ କେଉଁ ୩ଟି ରାଶି ଉପରେ ନିଜର କୃପା ଦ୍ରୁଷ୍ଟି ପକାଇବେ ଓ କେମିତି ରହିବ ତାଙ୍କ ଭାଗ୍ୟ ଭବିଷ୍ୟତ । ଜୋତିଶ ଶାସ୍ତ୍ର ଅନୁସାରେ ଭଗବାନ ଗଣେଶଙ୍କର ଏହି ୩ଟି ରାଶି ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏବଂ ଏମାନଙ୍କର ସ୍ଵାମୀ ହେଉଛନ୍ତି ନିଜେ ଭଗବାନ ଶ୍ରୀଗଣେଶ ।
ପ୍ରଥମ ରାଶିଟି ହେଉଛି ମେଷ ରାଶି: ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ପବିତ୍ର ଶ୍ରୀ ଗଣେଶଙ୍କ ପୂଜା ଠାରୁ ଚମକି ବାକୁ ଯାଉଛି । ଚାକିରି କ୍ଷେତ୍ରରେ ସଫଳତା ପାଇବାର ଆଶା ରଖିଥିଲେ ନିଶ୍ଚୟ ସଫଳ ପାଇବେ । ବ୍ୟବସାୟ ବଣିଜରେ ମଧ୍ୟ ଲାଭ ପ୍ରାପ୍ତି ହେବ । ଯାହାସବୁ ଘଟଣା ଘଟିବାକୁ ଥିଲା ତାହା ଭଗବାନ ଗଣେଶଙ୍କ କୃପାରୁ ଦୂର ହୋଇଯିବ ।
ଦୁରଜାଗାକୁ ଯାତ୍ରା କରିପାରନ୍ତି ଯାହା ଆପଣଙ୍କ ପାଇଁ ଲାଭ କାରି ସିଦ୍ଧ ହେବ । ସମାଜରେ ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ହେବ । ଆର୍ଥିକ ବୃଦ୍ଧି ମଧ୍ୟ ହେବାକୁ ଯାଉଛି । ଅଚାନକ କୌଣସି ଦିଗରୁ ଧନ ପ୍ରାପ୍ତି ହେବାକୁ ଯାଉଛି । ଆପଣଙ୍କ କଠିନ ପରିଶ୍ରମର ଫଳ ଆପଣଙ୍କୁ ନିଶ୍ଚୟ ମିଳିବ । ଆପଣଙ୍କ ସଫଳତା ଆପଣଙ୍କ କବାଟ ସାମ୍ନାରେ ଠିଆ ହୋଇଛି ।
ଦିତୀୟ ରାଶିଟି ହେଉଛି ମିଥୁନ ରାଶି: ଏହି ରାଶିର ବ୍ୟକ୍ତିମାନେ ଭଗବାନ ଶ୍ରୀ ଗଣେଶଙ୍କର ଅତି ପ୍ରିୟ ଅଟନ୍ତି । ଧନ,ଦୌଲତ ଏବଂ ଭୌତିକ ସୁଖ ଏମାନେ ପ୍ରାପ୍ତ କରିବେ । ପୁରୁଣା ମିତ୍ର ମାନଙ୍କ ସହ ଭେଟ ହୋଇପାରେ । ନିଜ କ୍ୟାରିଅରର ଚରମ ସୀମାରେ ପହଞ୍ଚିବେ । ଯାହା ଆପଣଙ୍କ ଇଚ୍ଛା ଥିଲା ତାହା ମଧ୍ୟ ପୂରଣ ହେବାକୁ ଯାଉଛି । ସମସ୍ତ ଦୁଖ ଦୁର୍ଦଶା ଆପଣଙ୍କର ଦୂର ହୋଇଯିବ ।
ଯେଉଁ ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ଆପଣ ଉନ୍ନତି ଲାଭ କରିବେ । ଜୀବନରେ ଧନର ଅଭାବ ରହିବ ନାହିଁ, ସୁଖ ସବୃଦ୍ଧିର ଲାଭ ହେବାକୁ ଯାଉଛି । ଜୀବନ ସାଥିଙ୍କ ସହ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିବା ପାଇଁ ମଧ୍ୟ ଯାଇପ୍ପରନ୍ତି । ଚାକିରି ଖୋଜୁଥିଲେ ସେମାନଙ୍କୁ ଉଚ ପଦବୀ ପ୍ରାପ୍ତ ହୋଇପାରେ । ବୁଧବାର ଦିନ ପ୍ରଭୁ ଶ୍ରୀ ଗଣେଶଙ୍କୁ ଲଡୁ ଅର୍ପଣ କରନ୍ତୁ,୨୧ଟି ଦୁବ ଅର୍ପଣ କରନ୍ତୁ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ ।
ତୃତୀୟ ରାଶିଟି ହେଉଛି, ମକର ରାଶି: ଏହି ରାଶିର ବ୍ୟକ୍ତିମାନେ ଅତ୍ୟନ୍ତ ପସନ୍ଦ ଆସିଥାନ୍ତି ପ୍ରଭୁ ଶ୍ରୀ ଗଣେଶଙ୍କୁ । ପରିବାରରେ ଖୁସିରେ ଆଗମନ ହେବାକୁ ଯାଉଛି । ପ୍ରତ୍ୟକ ସ୍ଥିତିରେ ପରିବାର ଆପଣଙ୍କ ସହ ରହିବ । ଦାମ୍ପତ୍ୟ ଜୀବନ ସୁଖ ମୟ ହେବ । ଆପଣଙ୍କ ଗୃହକୁ କୌଣସି ଅତିଥି ବା ଶିଶୁର ଆଗମନ ହୋଇପରେ । ବଡ ଧରଣର ଲାଭ ମିଳିବାର ସମ୍ଭାବନା ମଧ୍ୟ ରହିଛି ।
ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ ପ୍ରଭୁଙ୍କ କୃପାରୁ । ଆପଣଙ୍କ ଜୀବନ ଧନ ଧାନ୍ୟ ରେ ପରିପୂର୍ଣ ହୋଇଯିବ । ଦୁନିଆରେ ନିଜକୁ ପ୍ରତିଷ୍ଟିତ କରାଇବାରେ ଏମାନେ ସକ୍ଷମ ହେବେ । ଏହି ରାଶିର ସ୍ଵାମୀ ହେଉଛନ୍ତି ଭଗବାନ ଶ୍ରୀ ଗଣେଶ