ମନୋରଞ୍ଜନ

କଣ ଆପଣ ଜାଣିଛନ୍ତି ଗୁପ୍ ଚୁପ୍ କୁ ଇଂରାଜୀରେ କଣ କୁହନ୍ତି ? ଏହା ସହ ଆହୁରି 13 Gk Quiz

ନମସ୍କାର ବନ୍ଧୁଗଣ, ନୂଆ ନୂଆ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ସମସ୍ତେ ଇଚ୍ଛା ପ୍ରକାଶ କରନ୍ତି । ଆପଣ ମାନଙ୍କ ମନରେ ବି ଆସୁଥିବ ଏହିଭଳି କିଛି ପ୍ରଶ୍ନ ଯାହାର ଉତ୍ତର ଆପଣ ଜାଣିବା ପାଇଁ ନିଶ୍ଚୟ ଚେଷ୍ଟା କରିଥିବେ । ତେବେ ଆଜି ଆମେ ଆପଣମାନଙ୍କ ପାଇଁ ନେଇ ଆସିଛୁ ଆପଣ ଓ ଆପଣଙ୍କ ପିଲାମାନଙ୍କର ପାଠ ପଢାରେ ସହାୟ ହେଲା ଭଳି କିଛି ପ୍ରଶ୍ନ ଓ ତାର ଉତ୍ତର । ତେବେ ଆସନ୍ତୁ ଜାଣିବା,

୧- ସଡକ ଉପରେ ଜେବ୍ରାକ୍ରସ କାହିଁକି ଦିଆଯାଇଥାଏ ? ଉତ୍ତର: ଚାଲି ଚାଲି ଲୋକ ଯିବା ପାଇଁ । ୨-suzuki କେଉଁ ଦେଶର କମ୍ପାନୀ ? ଉତ୍ତର: ଜାପାନ । ୩- ford କେଉଁ ଦେଶର କମ୍ପାନୀ ? ଉତ୍ତର: ଆମେରିକା । ୪- ସାବୁନ କିଏ ଆବିଷ୍କାର କରିଥିଲେ ଏବଂ କେଉଁ ଦେଶର ? ଉତ୍ତର: ବାର ସଚ – ଜର୍ମାନୀ । ୫- ଡିଆସିଲି କିଏ ଆବିଷ୍କାର କରିଥିଲେ ଓ କେଉଁ ଦେଶର ? ଉତ୍ତର: ସରିଭଆ-ଫ୍ରାନ୍ସ ।

୬- x-ray କିଏ ଆବିଷ୍କାର କରିଥିଲେ ଓ କେଉଁ ଦେଶର ? ଉତ୍ତର: ରୋଏଣ୍ଟ ଜେନ-ଜର୍ମାନ । ୭- ବିଦୁତ ବ୍ଯାଟେରୀ କିଏ ଆବିଷ୍କାର କରିଥିଲେ ଓ କେଉଁ ଦେଶର ? ଉତ୍ତର: ଭୋଲଟା – ଇଟାଲୀ । ୮- ଷ୍ଟେଥୋସ୍କୋପ କିଏ ଆବିଷ୍କାର କରିଥିଲେ ଓ କେଉଁ ଦେଶର ? ଉତ୍ତର: ମାଇକେଲ ରୋଏଣ୍ଟ ଗେନ – ଜର୍ମାନୀ । ୯- ଉଡାଜାହାଜ କିଏ ଆବିଷ୍କାର କରିଥିଲେ ଓ କେଉଁ ଦେଶର ? ଉତ୍ତର: ରାଇଟ ବ୍ରଦର୍ଶ – ଆଡ ଆମେରିକା ।

୧୦- ବେଲୁନ କିଏ ଆବିଷ୍କାର କରିଥିଲେ ଓ କେଉଁ ଦେଶର ? ଉତ୍ତର: ମଣ୍ଟି ଗୋଫିଅର – ଫ୍ରାନ୍ସ । ଗୁପ୍ ଚୁପ୍ କୁ ଇଂରାଜୀରେ କଣ କୁହାଯାଏ ? ଉତ୍ତର: water pancake । ୧୧- ସିଙ୍ଗଡାକୁ ଇଂରାଜୀରେ କଣ କୁହାଯାଏ ? ଉତ୍ତର: ରିସୋଲ । ୧୨- କେଉଁ ଦେଶରେ କେବଳ ୪୦ ମିନିଟ ପାଇଁ ରାତି ହୋଇଥାଏ ? ଉତ୍ତର: ନରୱେ ର ହେମରଫେଷ୍ଟ ସହରରେ ୧୨ଟା ୪୩ ମିନିଟ ରେ ରାତି ହୁଏ ଓ ୪୦ ମିନିଟ ପରେ ସୂର୍ଯ୍ୟ ପୁନର୍ବାର ଉଦୟ ହୋଇଯାନ୍ତି ।

୧୩- ମନୁଷ୍ୟ ଶରୀରରେ ହୃଦୟ ଗୋଟିଏ ଥର ଧଡକିବା ପାଇଁ କେତେ ସମୟ ଲାଗି ଥାଏ ? ଉତ୍ତର: ୦.୮ ସେକେଣ୍ଡର ସମୟ ଲାଗି ଥାଏ ଆମ ହୃଦୟକୁ ଧଡକିବା ପାଇଁ । ୧୪- ଭାରତର କେଉଁ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ପାକିସ୍ତାନରେ ହୋଇଥିଲା ? ଉତ୍ତର: ଡକ୍ଟର ମନମୋହନ ସିଂ ଙ୍କ ଜନ୍ମ ପାକିସ୍ତାନରେ ହୋଇଥିଲେ ମଧ୍ୟ ସିଏ ଆମ ଭାରତର ପ୍ରଧାନ ମନ୍ତ୍ରୀ ହୋଇ ଗୌରବ ହାସଲ କରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button