ଜ୍ୟୋତିଷ

କୁମାର ପୂର୍ଣ୍ଣିମା ଠାରୁ ଖୋଲିବ ଏହି 5ଟି ରାଶିର ଭାଗ୍ୟର ତାଲା, ସେହି ରାଶି ଆପଣଙ୍କର ନୁହେଁ ତ !

ନମସ୍କାର ବନ୍ଧୁଗଣ, କୁମାର ପୁର୍ଣିମା ଦିନ କୁଆଁରୀ ଝିଅମାନେ ଓଷା କରିଥାନ୍ତି । ଏହି ଦିନଟି ବହୁତ ଶୁଭ ହୋଇଥାଏ । ଏହିଦିନ ବହୁତ ବଡ ଗ୍ରହ ପରିବର୍ତ୍ତନ ହେବାକୁ ଯାଉଛି । ଯାହାଫଳରେ କିଛି ରାଶିଙ୍କ ଉପରେ ଏହାର ପ୍ରଭାବ ପଡିବ । ଗୋଟିଏ ବ୍ୟକ୍ତିର ଭାଗ୍ୟ ଭବିଷ୍ୟତ ସବୁ ରାଶି ଉପରେ ନିର୍ଭର କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ପବିତ୍ର କୁମାର ପୁର୍ଣିମା ଠାରୁ କେଉଁ ୫ଟି ରାଶିର ଭାଗ୍ୟ ଚମକିବାକୁ ଯାଉଛି ।

ବୃଷ ରାଶି: ଏହି ସମୟଟି ବୃଷ ରାଶି ପାଇଁ ବହୁତ ହିଁ ଶୁଭ ରହିବ । ବହୁତ ସମୟ ଧରି ଆପଣ ଯେଉଁ ସମସ୍ୟାରେ ଘେରି ହୋଇ ରହିଥିଲେ ସେହି ସବୁର ଅନ୍ତ ଘଟିବ । ଆପଣଙ୍କୁ ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ । ଏବଂ ଏହା ଆପଣଙ୍କୁ ଉନ୍ନତି ଆଡକୁ ନେଇଯିବ । ଧନ କମେଇବାର ବହୁତ ଯୋଗ ବନୁଅଛି । ଧନ ଜନିତ ଥିବା ସମସ୍ତ ସମସ୍ୟା ଦୁର ହୋଇଯିବ ।

କନ୍ୟା ରାଶି: ଜୀବନ ସାଥିଙ୍କ ସହ ଆପଣଙ୍କର ବହୁତ ଭଲ ସମ୍ପର୍କ ରହିବ । ଦାମ୍ପତ୍ୟ ଜାୟବନରେ ଚାଲିଥିବା ସମସ୍ତ କଷ୍ଟ ଓ ସମସ୍ୟା ଦୁର ହେବ । ଏହି ସମୟରେ ଆପଣଙ୍କୁ କୌଣସି ଶୁଭ ଖବର ମିଳିବାକୁ ଯାଉଛି । ଧନ ଲାଭ ପାଇଁ ଅନେକ ମାର୍ଗ ଖୋଲିଯିବ ଆପଣଙ୍କ ପାଇଁ ।

ମିଥୁନ ରାଶି: ଆପଣଙ୍କ ଶୁଭ ସମୟ ଏବେ ଆରମ୍ଭ ହେବାକୁ ଯାଉଛି । ଯଦି ଆପଣ କୌଣସି ଯୋଜନା ଭାବି ରଖିଛନ୍ତି ତେବେ ତାହା ଉପରେ କାର୍ଯ୍ୟ କରିବା ଆରମ୍ଭ କରିଦିଅନ୍ତୁ । ଆପଣଙ୍କର ଏହି ସମୟରେ ଅନେକ ଲାଭ ହେବ । ସମାଜରେ ଆପଣଙ୍କର ମାନ ସମମ୍ନା ବଢିବ । ଚାକିରି ଓ ବାଣିଜ୍ୟ ଉଭୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ ।

କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତି ମାନଙ୍କୁ ସବୁଠାରୁ ବଡ ଲାଭ ଧନର ହିଁ ହେବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କୁ ବହୁତ ଭଲ ଲାଭ ମିଳିବ । ଆର୍ଥିକ ସମସ୍ୟା ଆପଣଙ୍କ ଜୀବନରେ ଆଉ ରହିବ ନାହିଁ । ଭାଗ୍ୟର ସମ୍ପୂର୍ଣ ସହଯୋଗ ରହିବ ଆପଣଙ୍କ ପାଇଁ । ଯାହାଫଳରେ ଆପଣ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ । ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ହିଁ ଶୁଭ ରହିବାକୁ ଯାଉଛି ।

ମୀନ ରାଶି: ଏହି ସମୟରେ ଆପଣଙ୍କୁ ଅନେକ ଶୁଭ ଫଳ ମିଳିବ । କୋର୍ଟ କଚେରୀ ମାମଲାର ଶୁଣାଣି ଆପଣଙ୍କ ପକ୍ଷରେ ରହିପାରେ । ସ୍ଵାସ୍ତ ଅବସ୍ତା ଆପଣଙ୍କର ଏହି ସମୟରେ ବହୁତ ଭଲ ରହିବ । ଚାକିରି କ୍ଷେତ୍ରରେ ଥିବା ବାଧା ବିଘ୍ନ ଦୁର ହେବ । ସମସ୍ୟା ଗୁଡିକର ଆପଣ ସହଜରେ ସମାଧାନ କରିପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button