ଜ୍ୟୋତିଷ

କର୍କଟ ରାଶି 2023 ମହା ଭବିଷ୍ୟବାଣୀ, ଆପଣଙ୍କ ସହ ଘଟିବାକୁ ଯାଉଛି 6ଟି ଅଭୁତ ଘଟଣା…. ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ସଂପୂର୍ଣ୍ଣ ୨୦୨୩ ବର୍ଷଟି କିପରି ରହିବ । ସେମାନଙ୍କର ଆର୍ଥିକ ସ୍ଥିତି, ଦାମ୍ପତ୍ୟ ଓ ପ୍ରେମ ଜୀବନ, ବ୍ୟାପାର, ଚାକିରି କ୍ଷେତ୍ରର, ପାରିବାରିକ ଜୀବନ,ଶିକ୍ଷା, କ୍ଯାରିୟର କିପରି ତାହା ଆଲୋଚନା କରିବାକୁ ଯାଉଛି । କର୍କଟ ରାଶିର ବ୍ୟକ୍ତିଙ୍କର ଶୁଭ ଅଙ୍କ ହେଉଛି ୨,୭,୯ ଏବଂ ଶୁଭ ଦିନ ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଏବଂ ଶୁଭ ରଙ୍ଗ ଧଳା ଓ ଧୂସର । ଏହି ରାଶିର ସ୍ଵାମୀ ଚନ୍ଦ୍ରମା ଅଟନ୍ତି ।

ଏମାନେ ନିଜର ଭାବନାକୁ ଭଲ ଭାବେ ବ୍ୟକ୍ତ କରିବା ସହ ଅନ୍ୟର ଭାବନାକୁ ପଢି ପାରନ୍ତି । ଦାୟିତ୍ଵ ସମ୍ପନ୍ନ ହୋଇଥାନ୍ତି । ଏମାନ କାହାକୁ ବି ଭଲ ପାଇଲେ ସବୁ କିଛି ଭୁଲି ଯାଇଥାନ୍ତି । କେବେ ତାଙ୍କର କଥା ହିଁ ଭାବିଥାନ୍ତି । ବହୁତ ଚିନ୍ତା ବିଚାର କରିବା ପରେ କାହାକୁ ନିଜର କରିବା ସହ ବିଶ୍ଵସନୀୟ ହୋଇଥାନ୍ତି । ପ୍ରତେକ କାର୍ଯ୍ୟକୁ ଆତ୍ମବିଶ୍ଵାସ ସହ କରିଥାନ୍ତି । ବନ୍ଧୁ ମାନଙ୍କର ସଂଖ୍ୟା ହାତ ଗଣତି ଭିତରେ ସୀମିତ ରହିଥାଏ ।

ଏମାନେ ଗମ୍ଭୀର ଓ ଜିଦି ସ୍ଵଭାବର ହୋଇଥିବାରୁ ସହଜରେ ମାନ, ସମାନ, ପ୍ରତିଷ୍ଠା ପ୍ରଦାନ କରିଥାଏ । କ୍ଷଣକୋପୀ ସ୍ଵଭାବର ହୋଇଥିବାରୁ ବହୁତ ଜଲ୍ଦି ସାନ୍ତ ହୋଇଯାଇଥାନ୍ତି । ଏହି ବର୍ଷ ବିଦ୍ୟାର୍ଥୀଙ୍କୁ ପାଠ ପଢାରେ ସଫଳତା ପାଇବାକୁ କଠିନ ପରିଶ୍ରମ କରିବାକୁ ପଡିବ । ସରକାରି ଚାକିରି ପାଇଁ ପ୍ରସ୍ତୁତ ହେଉଥିଲେ ପ୍ରତିଭାକୁ ପ୍ରଦର୍ଶନ କରିବାର ନୂଆ ନୂଆ ଅବସର ମିଳିବ । ଉଚ୍ଚ ଶିକ୍ଷା ପ୍ରାପ୍ତ କରିଥିବା ବିଦ୍ୟାର୍ଥୀଙ୍କୁ ସୁନ୍ଦର ସୁଯୋଗ ମିଳିବ ।

ଭାଗ୍ଯର ଭରସାରେ ନ ରହି କର୍ମ ଉପରେ ଧ୍ୟାନ ଦିଅନ୍ତୁ । ଏହି ସଂପୂର୍ଣ୍ଣ ବର୍ଷଟି ଚାକିରି ଓ ବ୍ୟାପାର କ୍ଷେତ୍ରରେ ବହୁତ ଉନ୍ନତି ଓ ଖୁସି ନେଇକି ଆସୁଛି । କ୍ଯାରିୟର ଓ ବ୍ୟାପାର କ୍ଷେତ୍ରରେ ସୁଖଦ ଅନୁଭବ ହେବ । ବ୍ୟାପାରି ନୂଆ ଯୋଜନା କରିବେ । ଚାକିରି କରୁଥିଲେ ଉଚ୍ଚ ଅଧିକାରୀ ଆପଣଙ୍କର କାର୍ଯ୍ୟ କୌଶଳରେ ଖୁସି ହେବ । ନୂଆ ଚାକିରି ପାଇଁ ପ୍ରୟାସ କରୁଥିଲେ ଭଲ ଚାକିରି ମିଳିପାରେ । କାରୋବାରରେ ବୃଦ୍ଧି ହେବ ଯେଉଁଠି ପାଇଁ ଆର୍ଥିକ ସ୍ଥିତି ମଜବୁତ ହେବ । ଦାମ୍ପଟ ଓ ପ୍ରେମ ଜୀବନ ଏହି ବର୍ଷଟି ମନେ ରହିବା ଭଳି ହେବ ।

ଲଭ ଲାଇଫ ଭଲ ରହିବ । ଦାମ୍ପତ୍ୟ ଜୀବନ ସୁଖଦ ରହିବ । ଶିଂଗଲ ଲୋକଙ୍କୁ ସାଥି ମିଳିପାରେ । ଜୀବନର ଅଧିକାଂଶ ସମୟ ଖୁସିରେ ଭାରି ରହିବ । ବର୍ଷର ମଧ୍ୟ ଭାଗରେ କୌଣସି ସ୍ଥାନକୁ ବୁଲିବାର ପ୍ଳାନ କରିବେ । ପାରିବାରିକ ଜୀବନ ପାଇଁ ଏହି ବର୍ଷଟି ଉତ୍ତମ ସିଦ୍ଧ ହେବ । ଗୃହରେ ଦାୟିତ୍ଵ ବଢିବା ସହ ଏକତା ବଢିବା ସହ ଆପଣଙ୍କର ଅଧିକ ଭୂମିକା ରହିବ ।

ପାରିବାରିକ ଜୀବନ ବହୁତ ଖୁଶିର ସମୟ ରହୁଛି । ଧନର ସ୍ଥିତି ବହୁତ ଭଲ ରହିବ । ଆର୍ଥିକ ସ୍ଥିତି ସାନଦାର ରହିବା । ଧନ ଅଟକି ରହିଥିଲା ତାହା ଫେରି ପାଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button