ମନୋରଞ୍ଜନ

କାହାର ନାମ ଭାବି ବାଛନ୍ତୁ ଗୋଟିଏ ନମ୍ବର ଓ ଜାଣନ୍ତୁ ତାଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ରହିଛି

ନମସ୍କାର ବନ୍ଧୁଗଣ, ଆପଣ ମାନେ ରହୁଥିବା ଲୋକଙ୍କ ଗହଣରେ ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି କି ଆପଣଙ୍କ ସାମ୍ନାରେ ଥିବା ଲୋକ ବା ଆପଣ ଯାହାଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ରହିଛି ଜାଣିବା ପାଇଁ ଚହୁଁଛନ୍ତି ସେ ଆପଣଙ୍କ ପ୍ରେମର ସାଥି ହୁଅନ୍ତୁ ବା ସାଙ୍ଗ ହୁଅନ୍ତୁ ବା କେହି ଘର ଲୋକ ହୁଅନ୍ତୁ । ଆଜି ଆପଣ ମାନେ କେବଳ ଗୋଟିଏ ନମ୍ବର ବାଛି ଆପଣ ତାଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ଚାଲିଛି ତାହା ସମ୍ପର୍କରେ ଜାଣିପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

1- ଯଦି ଆପଣ ଏହି ନମ୍ବର ଟି ବାଛିଛନ୍ତି ତେବେ ଟାରୋଟ କାର୍ଡ ଆପଣଙ୍କୁ ଏହା ସୂଚନା ଦେଉଛି କି ଆପଣ ଯାହାଙ୍କ ହୃଦୟ କଥା ଜାଣିବା ପାଇଁ ଚାହୁଁଛନ୍ତି ସେ ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି । ଆପଣ ଉଭୟଙ୍କ ବନ୍ଧୁତା ବହୁତ ପୁରୁଣା ଏବଂ ଗଭୀର ଅଟେ । ଅନେକ ପ୍ରକାର ଆସୁବିଧା ଆସି ମଧ୍ୟ ଆପଣଙ୍କ ସମ୍ପର୍କ କେବେ ଭାଙ୍ଗି ନାହିଁ ।

ହୋଇପାରେ କିଛି ସମୟ ପରେ ସେ ଆପଣଙ୍କ ସହ କମ କଥା ହେବେ । କିନ୍ତୁ ଆପଣଙ୍କ ଠାରୁ ସମ୍ପର୍କ କେବେ ମଧ୍ୟ ଭାଙ୍ଗିବେ ନାହିଁ । ଯଦି ବି ଆପଣଙ୍କ ମଧ୍ୟରେ କିଛି କଥା ପାଇଁ ଦୂରତା ଆସେ ତେବେ ପୁଣି ଥରେ ଆପଣଙ୍କର ତାଙ୍କ ସହ ନୂଆ ଆରମ୍ଭ ହେବ ଏବଂ ସବୁକିଛି ଠିକ ହୋଇଯିବ ।

2- ଯଦି ଆପଣ ଏହି ନମ୍ବରଟିକୁ ବାଛିଛନ୍ତି  ତେବେ ଜାଣିରଖନ୍ତୁ କି ସେ ଆପଣଙ୍କ ପାଇଁ ଭଲ ଭାବନା ରଖିବା ସହ ଗୋଟିଏ ଭଲ ସମ୍ପର୍କ ରଖିବା ପାଇଁ ଚହୁଁଛନ୍ତି । କେବେ ମଧ୍ୟ ସମ୍ପର୍କ ମଧ୍ୟରେ କୌଣସି ପ୍ରକାର ଫାଟ ସୃଷ୍ଟି କରିବା ପାଇଁ ଚାହୁଁ ନାହାନ୍ତି । ଆଗକୁ ସମ୍ପର୍କ କିଭଳି ଭଲ ରହିବା ତାହା ସମ୍ପର୍କରେ ଆଜିଠୁ ସେ ଭାବୁଛନ୍ତି ।

ଆପଣଙ୍କୁ କିଛି ସମୟ ପରେ ଲାଗିପରେ ଆପଣ ନିଜ ପାଇଁ ମଧ୍ୟ ସମୟ ବାହାର କରିପାରୁନାହହାନ୍ତି । କିନ୍ତୁ ଏହି ପରିସ୍ଥିତିକୁ ଆପଣଙ୍କ ସାଥିରେ ଥିବା ବ୍ୟକ୍ତି ବହୁତ ଭଲ ଭାବରେ ସମ୍ଭାଳି ନେବେ । କିନ୍ତୁ ଆପଣଙ୍କୁ କିଛି କଥା ଗ୍ରହଣ କରିବା ପାଇଁ ପଡିବ କାରଣ ସବୁ କଥା ବଦଳିପାରେ ନାହିଁ ।

3- ଯଦି ଆପଣ ଏହି ନମ୍ବରଟି ବାଛିଛନ୍ତି ତେବେ ଜାଣି ରଖନ୍ତୁ କି ଆସୁଥିବା ସମୟରେ ଆପଣଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି । ତାଙ୍କ ମନରେ ଆପଣଙ୍କ ପାଇଁ ବହୁତ ଭଲ ଭାବନା ରହିଛି । ହୋଇପାରେ ଦିନ ରାତି ସବୁବେଳେ ସେ ଆପଣଙ୍କ କଥା ଭାବୁଛନ୍ତି । ଆପଣ ଭାବୁଥିବା କଥା ଅନୁଯାୟୀ ଆପଣଙ୍କ ସମ୍ପର୍କ ମଜବୁତ ହେବା ଭଳି ଏକ ଭଲ ପରିବର୍ତ୍ତନ ହେବ ।

ସେ ଆପଣଙ୍କ କଥା ଏବେ ବହୁତ ଚିନ୍ତା କରୁଛନ୍ତି । ଆପଣଙ୍କ କମିକୁ ସେ ଅନୁଭବ କରୁଛନ୍ତି । ସବୁବେଳେ ସେ ଆପଣଙ୍କୁ ମନେପକାଉଛନ୍ତି । ସମ୍ପର୍କରେ ଆଶା ନ ରଖି ଆଗକୁ ବଢିବା ଦ୍ଵାରା ସମ୍ପର୍କ ଆଗକୁ ବଢିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button