499 ବର୍ଷ ପରେ ବନୁଛି ଦୁର୍ଲଭ ମହାସଂଯୋଗ, 20 ତାରିଖରେ ଭୟଙ୍କର “ସୂର୍ଯ୍ୟ ଗ୍ରହଣ” ଏହି 4ଟି ରାଶି ହେବେ କୋଟିପତି !

୨୦୨୩ ର ପ୍ରଥମ ସୂର୍ଯ୍ୟ ଗ୍ରହଣ ୨୨ ଏପ୍ରିଲ ଗୁରୁବାର ଦିନ ଲାଗିବ । ବାର ରାଶି ମଧ୍ୟରୁ ଚରିଟି ରାଶି ର ଜୀବନରେ ପରିବର୍ତନ ଆସିବା । ଏହି ଚାରୋଟି ରାଶି ର ବ୍ୟକ୍ତି ହେବେ କୋଟିପତି । ରହୁ ର ପ୍ରଭାବ ପଡିଲେ ସୂର୍ଯ୍ୟ ଗ୍ରହଣ ଲାଗେ । ଗ୍ରହଣ ଏକ ମହତ୍ଯୋପୂର୍ଣ ଘଟଣା ।ଏହି ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣର ପ୍ରଭାବ ମେଶ ରାଶି ଅଶ୍ଵାନୀ ନଖେତ୍ର ରେ ପ୍ରଭାବ ପଡିବ ।ଏହି ଗ୍ରହଣ ୨୨ ତାରିଖ ଗୁରୁବାର ସକାଳ ୭ ତା ବାଜି ୪ ରି ମିନିଟ ରେ ଲାଗିବା ଏ ଗ୍ରହଣ ୧୨ ତ ବାଜି ୨୯ ମିନିଟ ପର୍ଜନ୍ତ ରହିବା ।
ଏହି ଗ୍ରହଣ ଭାରତ ଉପରେ ପ୍ରଭାବ ପକାଇବନାହି । ଏହା ଅଷ୍ଟ୍ରେଲିୟା ,ହିନ୍ଦୁମହାସାଗର , ଆଣ୍ଟାର୍କଟିକା ଉପରେ ପ୍ରଭାବ ପଡିବ ।ଜ୍ଯୋତିଷ ଶସ୍ତ୍ର ଅନୁସାରେ ଗ୍ରହଣର ପ୍ରଭାବ କିଛି ରାଶି ଉପରେ ପଡିଥାଏ । କିନ୍ତୁ ସବୁ ରାଶି ଉପରେ ଏହାର ପ୍ରଭାବ ପଡିବ । ଏହି ଗ୍ରହଣରେ ଗର୍ଭବତୀ ମହିଳାଙ୍କ ଉପରେ ବହୁତ ପ୍ରଭାବ ପଡିବ ତେଣୁ ସାବଧାନ ରହିବେ ।ଏହି ସମୟରେ ଗର୍ଭବତୀ ମହିଳା ବାହାରକୁ ବାହାରିବେ ନାହି ।
ଯମାବି ଶୋଇବେ ନହି ଭଗବାନଙ୍କୁ ଜପ କରିବେ । ଗ୍ରହଣ ଲାଗିବା ସମୟରେ ଘର ଭିତରେ ଯେମିତି ସୂର୍ଯ୍ୟ କିରଣ ନପଡେ କିଛି ଖାଇବେ ନାହି ଏବଂ ବାହାରକୁ ବାହାରିବେ ନାହି ।ଯଦି କିଛି ଖାଉଛନ୍ତି ଖାଇବା ଉପରେ ତୁଲସୀ ପତ୍ର ପକାଇଦେବେ ଏହା ପ୍ରତି ଧ୍ୟାନଦେବେ । ଏହି ସମୟରେ ଲୁହା ଜିନିଷର ବ୍ୟବହାର ନକରିବେ । ଏହି ଗ୍ରହଣରେ ମେଶ ରାଶି ର ବ୍ୟକ୍ତି ବହୁତ ଭାଗ୍ୟଶାଳୀ ଅଟନ୍ତି । ବିଜନେସ କ୍ଷେତ୍ରରେ ବହୁତ ଲାଭ ମିଳିବ ।
ଧନ ପ୍ରାପ୍ତି ମଧ୍ୟ ହେବ । ବହୁତ ସନମାନ ମିଳିବ । ଚାକିରିରେ ଉଚସ୍ତରକୁ ମଧ୍ୟ ଯିବେ । କନ୍ୟା ରାଶି ; ଏହି ରାଶି ର ବ୍ୟକ୍ତି ବହୁତ ଭାଗ୍ୟଶାଳି । ଏମାନେ ବାହାରକୁ ଯାତ୍ରା କରିବେ ବ୍ୟାପାରରେ ଉନ୍ନତି ଆସିବା ପାରିବାରିକ ସମସ୍ଯା ଦୂର ହେବ । ଆଗକୁ ବହୁତ ଶୁଭ ହି ଶୁଭ ହେବ । ସମଜ ରେ ପ୍ରତିଷ୍ଠା ଆଣିବେ । କୁମ୍ଭ ରାଶି ; ଏହି ସୁଜୟ ଗ୍ରହଣରେ ବହୁତ ପରିବର୍ତନ ଆଣିବା । ବିଦେଶ ଯିବାରରେ ସଫଳ ହେବେ । ଆର୍ଥିକ ସ୍ତିତି ରେ ପରିବର୍ତନ ଆସିବା ।
ବେପାର କରୁଥିବା ବ୍ୟକ୍ତି ଙ୍କୁ ଧନ ପ୍ରାପ୍ତି ହେବ । ଜୀବନ ସାଥି ବା ସମ୍ପର୍କ ଯୋଡି ହେବ ଖୁସି ଖବର ମିଳିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ସବୁ ସମସ୍ୟାର ସମାଧାନ ହେବ । ତୁଳା ରାଶି ; ଏହି ରାଶିର ବ୍ୟକ୍ତି ଜୀବନରେ ଆର୍ଥିକ ସ୍ଥିତି ରେ ଉନ୍ନତି ହେବ। କାର୍ଯ୍ୟ କ୍ଷେତ୍ରରେ ଧନ ପ୍ରାପ୍ତି ହେବ । ବହୁ କ୍ଷେତ୍ରରେ ସନ୍ନାମାନିତ ହେବେ ।କାର୍ଯ୍ୟରେ ବାହାରକୁ ଯିବେ । ଯେଉ ବ୍ୟକ୍ତି ଚାକିରି ମିଳୁନହି ତ ବହୁ ଶୀଘ୍ର ମୂଳିଯିବା । ପରିବାରରେ ବହୁ ଖୁସି ଆସିବା ।