ଜ୍ୟୋତିଷ

କୋଟିଏରେ ଗୋଟିଏ ହୋଇଥାଏ ଏହି 6ଟି ନାମର ଝିଅ ! ଦେଖନ୍ତୁ ଆପଣଙ୍କ ନାମ ଅଛି କି ?

ଝିଅଙ୍କୁ ମା ଲକ୍ଷ୍ମୀଙ୍କର ସ୍ଵୋରୂପ ମାନଯାଇଥାଏ । ଘରେ ଝିଅଟିଏ ଥିଲେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ସଦାସର୍ବଦା ଥାଏ । ଏବଂ ଧନର କୌଣସି ଅଭାବ ରାହିନଥାଏ । ଆଜି ଆପଣମାନଙ୍କୁ କହିବୁ ୬ଟି ନାମର ଝିଅଙ୍କ ବିଷୟରେ ଯାହାକି କୋଟିଏରେ ଗୋଟିଏ ହୋଇଥାଏ । ତ ଆସନ୍ତୁ ଜାଣିବା ସେହି ୬ଟି ନାମର ଝିଅଙ୍କ ବିଷୟରେ ।ପ୍ରଥମରେ ରହିଛି A ନାମର ଝିଅ ମାନେ ବହୁତ ନିର୍ମଳ ହୃଦୟର ହୋଇଥାନ୍ତି ଓ ବହୁତ ସରଳ ହୋଇଥାନ୍ତି ।

ନିଜର ଭାବୁକ ସ୍ଵୋଭାବର କାରଣରୁ ବହୁତ ଜାଗାରେ ବା ନିଜ ଲୋକଙ୍କ ପାଖରେ ଧୋକା ଖାଇଯାନ୍ତି । ଏମାନେ ବହୁତ ବୁଶ୍ବାସର ପାତ୍ର ହୋଇଥାନ୍ତି ଓ ଯେଉଁ କଥାକୁ ପ୍ରତିଜ୍ଞା କରିଥାନ୍ତି ସେହି କଥାକୁ ପୂରଣ କରିବା ଯାଏଁ ଚେଷ୍ଟା କରନ୍ତି । ନିଜ ଭଲ ବ୍ୟବହାର ପାଇଁ ସମାଜରେ ବହୁତ ସନମାନ ପାଇଥାନ୍ତି । କୌଣସି ପରିସ୍ତିରେ ନିଜକୁ ଖାପ ଖୁଆଇ ରଖନ୍ତି । ଯେକୌଣସି ସମସ୍ଯା ଆସିଲେ ସେହି ସମସ୍ୟାକୁ ଅତି ସହଜର ସହିତ ସମାଧାନ କରିଥାନ୍ତି । ସମସ୍ଯା ବଢାଇବାକୁ ଦିଅନ୍ତି ନାହିଁ ।

ସବୁ କଥାକୁ ମୁଣ୍ଡପାତି ସହିଯାନ୍ତି । ଦ୍ବିତୀଯରେ ରହିଛି B ନାମର ଝିଅ ଏହି ନାମର ଝିଅଙ୍କ ଉଆପରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ । ଏହି ନାମର ଝିଅ ମାନେ ଯେଉଁ ଘରକୁ ବାହାହୋଇ ଯାଇଥାନ୍ତି ସେହି ଘର କୌଣସି ଧନର ଅଭାବ ରହିନଥାଏ । ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ପରିବାରରେ କୌଣସି ଅଶାନ୍ତି ରହିନଥାଏ । ଯଦି କୌଣସି ବ୍ୟକ୍ତି ତାଙ୍କର କିଛି ଖରାପ କରନ୍ତି ,କିନ୍ତୁ ସେ କୌଣସି ତାଙ୍କର ଖରାପ ଭାବନ୍ତି ନାହିଁ । ସବୁ ସମୟରେ ସମସ୍ତଙ୍କର ସାହାଜ୍ଯ କରିବାକୁ ଏମାନେ ବହୁତ ଭଲପାନ୍ତି ।

ନିଜର ଭଲ ବ୍ୟବହାର ପାଇଁ ସମସ୍ତଙ୍କ ମନ ଜିତି ନିଅନ୍ତି । ତୃତୀଯରେ ରହିଛି L ନାମର ଝିଅମାନେ ବହୁତ କୋମଳ ଓ ଲାଜୁଆ ସ୍ଵୋଭାବର ହୋଇଥାନ୍ତି । ନିଜ ଜୀବନରେ କିଛି କରିବାର ବହୁତ ସ୍ୱୋପ୍ନ ଥାଏ ।ଏମାନେ ବହୁତ ଶାନ୍ତ ହୋଇଥାନ୍ତି କିନ୍ତୁ ଏମାନଙ୍କ ମନ ଅସ୍ତିର ଥାଏ । କିଛି ଛୋଟ ଛୋଟ କଥାକୁ ବହୁତ ଭାବନ୍ତି । ଚତୁର୍ଥରେ ରହିଛି Sନାମର ଝିଅମାନେ ବହୁତ ସଫା ହୃଦୟର ହୋଇଥାନ୍ତି । ବହୁତ ପରିଶ୍ରମୀ ଓ ଖୁସି ରହିବାର ଝିଅ ଅଟନ୍ତି । ଏମାନେ ବହୁତ ସହଜରେ ସବୁ କଥାକୁ ପ୍ରକାଶ କରିଦିଅନ୍ତି ।

ସବୁ କାର୍ଯ୍ୟକୁ ବହୁତ ଭଲଭାବରେ ଓ ଠିକ ଭାବରେ କରିଥାନ୍ତି । ପଞ୍ଚମରେ M ନାମର ଝିଅ ମାନେ ବହୁତ ନିର୍ମଳ ହୃଦୟର ହୋଇଥାନ୍ତି । ଅନ୍ୟକୁ କଷ୍ଟରେ ଦେଖିପାରନ୍ତି ନାହିଁ । ପ୍ରତେକ କଥାକୁ ଦେହକୁ ନେଇଯାନ୍ତି ବା ଗଭୀର ଚିନ୍ତାରେ ରହିଥାନ୍ତି । ଏମାନଙ୍କ ମନ ବହୁତ ଭଲ ହୋଇଥିବା କାରଣରୁ ଅନ୍ୟକୁ ବହୁତ ଶୀଘ୍ର ମାନେଇ ଦିଅନ୍ତି । ଏମଙ୍କୁ ସିଧା ସଳଖ କଥାହେବାକୁ ଭଲ ପାଇଥାନ୍ତି । ଷଷ୍ଠରେ ରହିଛି Pମନର ଝିଅ ମାନେ ସଫା ଓ ବହୁତ ଭାବୁକ ହୋଇଥାନ୍ତି । ବହୁତ ପରିଶ୍ରମୀ ହୋଇଥାନ୍ତି । ବହୁତ ଶୀଘ୍ର ମନକୁ ରାଗ ଆସିଯାଇଥାଏ । ଯଦି କୌଣସି ବ୍ୟକ୍ତି ଏମାନଙ୍କ ସାମ୍ନାରେ ଖରାପ ତ ଏମାନେ ତାଙ୍କୁ କେବେବି ପସନ୍ଦ କରନ୍ତି ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button