ଜ୍ୟୋତିଷ

ଆଜି ହିଁ ନାରୀର ଏହି ଅଙ୍ଗ ଛୁଇଁବା ଦ୍ଵାରା ଆପଣ ରାତାରାତି ହୋଇଯିବେ କୋଟିପତି, ଆପଣ କେବେ ଛୁଇଁଛନ୍ତି କି ?

ଆମ ସମାଜରେ ନାରୀର ଏକ ବିଶେଷ ପରିଚୟ ଅଛି ଯଦି ଆମେ ଦେଖିବା ପାଇଁ ଯିବା ତାହେଲେ ଆମେ ଜାଣି ପାରିବା କି ଏହି ଭଳି କିଛି ମହିଳା ମାନେ ଅଛନ୍ତି ଯାହାଙ୍କ ଏକ ଅଙ୍ଗ କୁ ଛୁଇଁ ବା ଦ୍ଵାରା ଆମେ ଖୁବ ଭାଗ୍ୟବାନ୍ନ ହୋଇ ପାରିବା । ଆଗ କାଳରେ ନାରୀ ଓ ପୁରୁଷ ସବୁ ଏକ ସମାନ ଥିଲେ । ମାତ୍ର କିଛି ଅଉଦ୍ଧତ୍ୟ ଲୋକ ମାନେ ନାରୀ ମାନଙ୍କୁ ନୀରବ ରଖିବା ପାଇଁ ସେମାନଙ୍କ ଇଚ୍ଛା କୁ ଚାପି ରଖୀ ଥିଲେ ଏହି ଭଳି ଲୋକମାନେ ସମାଜରେ କୁସଂସ୍କାର ର ପ୍ରଚଳନ ଆରମ୍ଭ କରିଥିଲେ ।

ଦେଖିବା ପାଇଁ କିନ୍ତୁ ଯଦି ଯିବା ତ ନାରୀ ମାନେ ସବୁ ବେଳେ ସବୁ କ୍ଷେତ୍ର ରେ ଆଗୁଆ ଥିଲେ ଓ ସେ ସବୁ ବେଳେ ଆଗୁଆ ହିଁ ର୍ରହିବା କୁ ପସନ୍ଦ କରୁଥିଲେ । କିନ୍ତୁ ସେମାନଙ୍କୁ କିଛି ପୁରୁଷ ମାନେ ଶିଖାଇ ଥିଲେ କି ସେମାନେ ସବୁ ବେଳେ ପାଦ ତଳର ପାଦୋଇ ହୋଇ ରହିବା କୁ ଯୋଗ୍ୟ ।

ଆପଣ କେଉଁ ଭି ଯୁଗର ଉଦାହରଣ ନେଇ ନିଅନ୍ତୁ ଯେବେ ଭି ନାରୀକୁ ଲାଞ୍ଛନା ଦିଆ ଯାଇଛି ନାରୀକୁ ସମାଜ ଆଗରେ କଳଙ୍କ ଦିଆ ଯାଇଛି ସେବେ ଏହି ସମାଜ୍ଜ ପାଇଁ ଏକ ଘୋର ବିପଦ ଆସିଛି । ଏହି ଭଳିକି ନାରୀ ମାନେ ଯଦି କାହା ଠାରୁ ପ୍ରତିସୂତି ନେବା ପାଇଁ ଥରେ ମାତ୍ର ଚିନ୍ତା କରି ନେଲେ ସେମାନେ ଏହାକୁ କରିକି ହିଁ ନିଜର ପ୍ରଣ କୁ ପୂରଣ କରନ୍ତି ଏହି ନାରୀ ପାଇଁ ଦୁଇ ଯୁଗରେ ଦୁଇଟି ମାହା ଯୁଧ୍ୟ ହୋଇ ସାରିଛି ଏହି ନାରୀ ପାଇଁ କଳିଯୁଗ ରେ ଭି ଅନ୍ୟାୟ ବିସ୍ତାର କରିବାରେ ଲାଗିବ । ଏହି ଦିନ ନାରୀ ମାନେ ନିଶ୍ଚିତ ଭାବେ ନିଜ ଉପରେ ହୋଇଥିବା ସବୁ ପ୍ରକାର କଷ୍ଟର ପ୍ରତିଶୋଧ ନେବେ ।

ନାରୀ ର ଅପମାନ ପାଇଁ ମହାଭାରତ ହୋଇଥିଲା ଯାହା ଦ୍ଵାରା ସାରା ବଂଶ ଶେଷ ହୋଇ ଯାଇଥିଲା । ଯେତେବେଳେ ପାପ ଅଧିକା ହୁଏ ସେତେବେଳେ ଏହି ଭଳି ଏକ ମହିଳା ଜେଏନଏମ ନିଅନ୍ତି ଜିଏକି ସବୁ ପାପକୁ ଶେଷ କରିବା ପାଇଁ ଅବତାର ନେଇ ପୃଥିବୀ କୁ ଆସନ୍ତି । ସେହି ଭଳି ନାରୀରୀ ଶକ୍ତି ମଧ୍ୟ କିଛି କମ ନୁହେଁ । ଭଗବାନ ଗଣେଶ ଙ୍କୁ ଯେତେବେଳେ ମା ପାର୍ବତୀ ନିଜର ଦ୍ଵାରା ପାଲ କରିଥିଲେ ସେତେବେଳେ ସେ ଶିଶୁ ଥିଲେ ଓ ତାଙ୍କ ପାଖରେ କେବଳ ତାଙ୍କ ମା ର ହିଁ ଶକ୍ତି ଥିଲା ଓ ଆଶୀର୍ବାଦ ଥିଲା କିନ୍ତୁ ସେ ସବୁ ଦେବତାଙ୍କୁ ହରାଇ ଦେଇଥିଲେ ଏହି ଭଳି ନିଜେ ଭଗବାନ ଶିବ ମଧ୍ୟ ଏକ ଶିଶୁ ଥାରୂ ପରାସ୍ତ ହୋଇ ଥିଲେ ।

ସେହି ଭଳି ଆଉ ଏକ ଉଦାହରଣ ହେଉଛି କି ଯେତେବେଳେ ମାତା ସୀତା ଙ୍କୁ ରାବଣ ଚୋରୀ କରି ନିଜ ଅଶୋକ ବାଟିକା ରେ ରଖିଥିଲା ସେତେବେଳେ ହନୁମାନ ଜି ପହଞ୍ଚି ଥିଲେ ତାଙ୍କୁ ସନ୍ଦେଶ ଦେବା ପାଇଁ କି ରାମ ଭଗବାନ ଆସିଲେଣି ସେହି ଠାରେ ଖୁଶି ହୋଇ ମା ସୀତା ତାଙ୍କୁ ଅସ୍ତ ସିଦ୍ଧି ଓ ନବ ନିଦଧିର ବରଦାନ ଦେଇଥିଲେ । ଯଦି ଆମେ ମଧ୍ୟ ନାରୀର ପାଦ ଛୁଇଁ ତାକୁ ପ୍ରଣାମ କରିବା ତେବେ ଯେଉଁ ସକାରାତ୍ମକ ଊର୍ଜା ବାହାରିବ ତାହା ଦ୍ଵାରା ଆମ ଜୀବନରେ ଆସୁଥିବା ସବୁ କଷ୍ଟ ଦୂର ହୋଇଯିବ । ଆପଣ ନିଜ ସ୍ତ୍ରୀ ଙ୍କୁ ଛାଡିକି ଆଉ ସବୁ ନାରୀଙ୍କୁ ପ୍ରଣାମ କରି ପାରିବେ ବିଶେଷ କରି ନିଜ ମା ଙ୍କୁ ପ୍ରଣାମ କରିଲେ ଭଲ ହୋଇ ଥାଏ ଜଣେ ବ୍ୟକ୍ତି ପାଇଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button