ଏପ୍ରିଲ 6(ଆଜି) “ଚୈତ୍ର ପୁର୍ଣିମା”ରେ ରାତିରେ ଘରେ 1 ଦୀପ ଜାଳନ୍ତୁ, ମା ଲକ୍ଷ୍ମୀ କରିବେ ଧନର ବର୍ଷା !

ଜୀବନରେ କିଛି ନା କିଛି ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସମାଧାନ କରିବା ବହୁତ କଷ୍ଟ ହୋଇଥାଏ । ବଞ୍ଚିବାକୁ ହେଲେ ଧନର ଆବଶ୍ୟକତା ବହୁତ ରହିଥାଏ । ଯେଉଁଠି ଧନ ଥାଏ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ଧନ ନଥିଲେ ବହୁତ କଷ୍ଟରେ ରହିବାକୁ ପଡିଥାଏ । ଆଜି ଆସନ୍ତୁ ଜାଣିବା କେଉଁ ଉପାୟ କରିବା ଦ୍ଵାରା ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହେବା ସହିତ ଧନର ଅଭାବ ରହିବ ନାହିଁ । ଏହି ଚୈତ୍ର ପୁର୍ଣିମା ରେ କେଉଟ ମାନଙ୍କର ମୁଖ୍ୟ ପର୍ବ ହୋଇଥାଏ ।
ଏହି ଚୈତ୍ର ପୁର୍ଣିମାରେ ବହୁତ ବଡ ସଂଯୋଗ ବନିବାକୁ ଯାଉଛି । ଏହି ଚୈତ୍ର ପୁର୍ଣିମାରେ ସକାଳୁ ଉଠି ଗାଧୋଇବା ସମୟରେ ପାଣିରେ କିଛି ଗଙ୍ଗା ଜଳ ଓ ଦୁବଘାସ ପକାଇ ଗାଧୋଇବେ । ଏହା କରିବା ଦ୍ଵାରା ଜୀବନରେ ଥିବା ଦୁଃଖ କଷ୍ଟ ଦୂର ହୋଇଥାଏ ଓ ସବୁ ଚିନ୍ତା ଦୂର ହୋଇଥାଏ । ଏହି ପୁର୍ଣିମାରେ ଘରର ବାହାରକୁ ବହୁତ ଭଲ ଭାବରେ ପାଣିରେ ଧୋଇବେ ଓ ଘରକୁ ବହୁତ ଭଲ ଭାବରେ ସଜାଇବେ ଓ ଘର ଆଗରେ ସ୍ଵୋସ୍ତିକ ଚିହ୍ନ ଚନ୍ଦନାରେ କରିବେ ।
ଏହା କରିବା ଦ୍ଵାରା ଘରକୁ ଆସୁଥିବା ବିପଦ ବା ନକରାତ୍ମକ ଶକ୍ତି ଦୂର ହୋଇଯିବ । କୌଣସି ଚିନ୍ତା ଥିଲେ ତାହା ଦୂର ହେବ । ଆଗାମୀ ସମୟ ବହୁତ ଭଲ ଓ ଶୁଭ ରହିବ । ଘର ପୋଛିବା ସମୟରେ ପାଣିରେ କିଛି ଫିଟିକିରୀ ବା ଲୁଣ ପକାଇ ପୋଛିବେ । ଓ ତାପରେ କୌଣସି ପାତ୍ରରେ ପାଣି ରାଖୀ ସେଥିରେ କୌଣସି ଫୁଲ ରଖିବେ । ଏହା କରିବା ଦ୍ଵାରା ନକରାତ୍ମକ ଶକ୍ତି ରୁହେନାହିଁ । ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ସୌଭାଗ୍ୟ ପ୍ରାପ୍ତି ମଧ୍ୟ ହୋଇଥାଏ ,ସୁଖ ସୌଭାଗ୍ୟ ବଢିଥାଏ ।
ଜୀବନରେ କୌଣସି ସମସ୍ଯା ଥିଲେ ତାହା ବହୁତ ଶୀଘ୍ର ସମାପ୍ତ ହୋଇଯାଏ । ଧନର ଅଭାବ ରହି ନଥାଏ । ଏହି ଚୈତ୍ର ପୁର୍ଣିମାରେ ଘରେ ଲବଙ୍ଗ ଓ ଦୀପ ଲଗାଇବା ଦ୍ଵାରା ସବୁ ଚିନ୍ତା ଦୂର ହୋଇଯିବ । ଚାରୋଟି ଲବଙ୍ଗ ନିଅନ୍ତୁ ଅଏକ ଲାଲ କପଡା ନିଅନ୍ତୁ ,ମା ଲକ୍ଷ୍ମୀଙ୍କ ପାଖରେ ଏକ ଘିଅର ଦୀପ ଜଳାଇବେ । ଚାରୋଟି ଲବଙ୍ଗ ମଧ୍ୟରୁ ଦୁଇଟି ଲବଙ୍ଗ ଦୀପରେ ପକାଇବେ ଓ ଆଉ ଦୁଇଟି ଲବଙ୍ଗକୁ ଲାଲ କପଦରେ ବାନ୍ଧି ମା ଲକ୍ଷ୍ମୀଙ୍କ ପାଖରେ ରଖିଦେବେ ।
କିଛି ସମୟ ପରେ ସେହି ବନ୍ଧହୋଇଥିବା ଲାଲ କପଡାକୁ ଧନ ରଖୁଥିବା ସ୍ଥାନରେ ରଖିଦେବେ । ଏହା କରିବା ଦ୍ଵାରା ସମସ୍ତ ଚିନ୍ତା ଦୂର ହୋଇଥାଏ ଓ ଧନର ଅଭାବ ରହିନଥାଏ । କରଜ କରିଥିବାର ସମସ୍ଯା ଥିବା ତାହା ବହୁତ ଶିଘିରା ଦୂର ହେବ । ଦୀପ ଓ ଲବଙ୍ଗ ଜଳିଯିବା ପରେ ତାକୁ ମାଟିରେ ପୋତିଦେବେ । ଏହି ପୁର୍ଣିମା ଦିନ ହନୁମାଙ୍କ ପାଖରେ ଚାରୋଟି ମୁଖ ଥିବା ଦୀପରେ ସୋରିଷ ତେଲ ଦେଇ ଜାଳିବେ ଓ ସେଥିରେ ଗୋଟିଏ ଲବଙ୍ଗ ପକାଇବେ । ଏହା କରିବା ଦ୍ଵାରା ଘରୁ ସବୁ ନକରାତ୍ମକ ଶକ୍ତି ଦୂର ହେବ । ମା ଲକ୍ଷ୍ମୀଙ୍କ କୃପାରୁ ଧନର ପ୍ରାପ୍ତି ହେବ ।