ଜ୍ୟୋତିଷ

ଯେତେ ରୋଜଗାର କଲେ ବି ଧନ ରହୁ ନାହିଁ କି ? ଜାଣନ୍ତୁ ଅଚଳାଚଳ ଧନ ସମ୍ପତ୍ତି କେମିତି ପାଇବେ…

ଜୀବନରେ ବହୁତ ସମସ୍ଯା ଆସିଥାଏ । ସେ ସମସ୍ଯା ଧନ କୁ ନେଇ ହେଉଁ  ବା ପରୁବାରକୁ ହେଇ ହେଉଁ । କିଛି ସମସ୍ଯାକୁ ସମାଧାନ କରିବା ବହୁତ କଷ୍ଟ ହୋଇଥାଏ । ଆଉ କିଛି ସମସ୍ଯା ଧନର ବହୁତ ଉପାର୍ଜ କରିଲେ ମଧ୍ୟ କିଛି ଅଭାବ ରାହିଯାଏ । ଏହି ସମସ୍ଯା ପାଇଁ ବହୁତ କିଛି ଉପାୟ କରୁଛନ୍ତି । ହେଲେବି ଧନ ଘରେ ରହୁନାହିଁ । ଯଦି ଏହି ସମସ୍ଯା ଘରେ ରହିଛି ତ ଏହି ଉପାୟ କରିବା ଦ୍ଵାରା ଧନର ଅଭାବ ରହିବା ନାହିଁ ।

ଆସନ୍ତୁ ଜାଣିବା କେଉଁ ଉପାୟ ଆରିବା ଦ୍ଵାରା ଧନର ଅଭାବ ରହିବ ନାହିଁ । ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ବାର ହୋଇଥିବାରୁ ଏହି ଗୁରୁବାରରେ ଏକ ମାଟିର ମାଠିଆରେ ଫୁଲକରି ଅରୁଆ ଚାଉଳ ନେବେ , ସେଥିରେ ଏକ ଟଙ୍କା ରଖିବେ ଓ କିଛି ଦୁବ ରଖିବେ । ଚଉଳା ରଖିଥିବା ମାଠିଆକୁ ଏକ ନାଲି କପଡାରେ ବାନ୍ଧି ଦିଅନ୍ତୁ ,ଏହା ପରେ ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରିବେ । ଏହା ପରେ ଏହି କଳସକୁ ଘରର ଉତ୍ତର ପଶ୍ଚିମ କୋଣରେ ରଖିବେ । ଏହା ମଧ୍ୟ ମାନେ ରଖିବେ କି ଯେପରି ଏହି କଳସ ସ୍ତିର ରହିବ ।

ଏକ ବର୍ଷ ଘରେ ରଖିବା ପରେ ମା ଲକ୍ଷ୍ମୀଙ୍କୁ ସ୍ମରଣ କରି ପାଖ ନଦୀରେ ବିସର୍ଜନ କରିଦେବେ । ସେହି କଳସରେ ଥିବା ଏକ ଟଙ୍କାର କଏନ କୁ ନିଜ ପାଖରେ ରଖିବେ । କାରଣ ପାଇଷକୁ କୌଣସି ଜାଗାରେ ଭସାଇଦିଅନ୍ତି ନାହିଁ ବା ଫୋପାଡି ଦିଅନ୍ତି ନାହିଁ । ସେହି ପଇସା କୁ ନିଜ ପାଖରେ ବା ଧନ ରଖୁଥିବା ସ୍ଥାନରେ ରଖିବେ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଏହା ସହିତ କୌଣସି ଧନର ସମସ୍ଯା ରହିବ ନାହିଁ ।

ଯଦି ରୋଜଗାର କରୁଛନ୍ତି କିନ୍ତୁ ସଫଳ ହୋଇପାରୁ ନାହାଁନ୍ତି ବା ରୋଜଗାର କଲେବି ପଇସା ରହୁନାହିଁ ଏହି ଉପାୟ କାଇବା ଦ୍ଵାରା ଏଭଳି ସମସ୍ଯା ରୁ ମୁକ୍ତି ମିଳିବ । ଓ ପରିବାରରେ କୌଣସି ସମସ୍ଯା ଦେଖା ଦେବ ନାହିଁ । ଧନର ସମସ୍ତ ଚିନ୍ତା ଦୂର ହେବ । ମା ଲକ୍ଷ୍ମୀଙ୍କର ଅଶେଷ କୃପା ହେତୁ ପରିବାରରେ ବହତ ଖୁସି ଆସିବ । ବୈବାହିକ ଜୀବନରେ କୌଣସି ପ୍ରକାର ସମସ୍ଯା ଆସିବ ନାହିଁ । ବ୍ୟପାରରେ ବହୁତ ଲାଭ ହେବ । ଚାକିରି କ୍ଷେତ୍ରରେ ମଧ୍ୟ ଉନ୍ନତି କରିବେ ।

ଧନର ସମସ୍ଯା ପାଇଁ କିଛି ନା କିଛି ଉପାୟ କରୁଥିବେ କିନ୍ତୁ ସେଥିରେ ସଫଳ ହୋଇପାରୁ ନଥିଲେ । ବହୁତ ଚିନ୍ତା ମଧ୍ୟ କରୁଥିଲେ ,ବହୁତ ପରିଶ୍ରମ କରିବା ଦ୍ଵାରା ମଧ୍ୟ ଧନର ଅଭାବ ରହୁଥିଲା । କିନ୍ତୁ ଏହି ଉପାୟ କରିଲେ ଧନର ସମସ୍ଯା ଦୂର ହୋଇଯିବ । ଯାହା ପୂର୍ବରୁ ଘଟୁଥିଲା ତାହା ବିଲକୁଲ ହେବ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button