ଜ୍ୟୋତିଷ

4 ନଭେମ୍ବର 2022 ବଡ ଏକାଦଶୀ, ତୁଳସୀ ଗଛରେ ବାନ୍ଧନ୍ତୁ ଏହି 1 ଜିନିଷ 24 ଘଣ୍ଟାରେ ବଦଳିଯିବ ଭାଗ୍ୟ

ନମସ୍କାର ବନ୍ଧୁଗଣ, 4 ନଭେମ୍ବର ଶୁକ୍ରବାର ଦିନ ଦେବ ଉତଥାପନ  ଏକାଦଶୀ ହେବାକୁ ଯାଉଛି । ଏହିଦିନ ଭଗବବାନ ବିଷ୍ଣୁଙ୍କ ପୂଜା କରାଯାଏ । ତୁଳସୀ ଗଛର ବହୁତ ହିଁ ମାନ୍ୟତା ରହିଛି ଆମ ହିନ୍ଦୁ ଧର୍ମରେ। ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଏହି ଏକାଦଶୀ ଦିନ ପବିତ୍ର ତୁଳସୀ ଗଛରେ କେଉଁ ଜିନିଷ ବାନ୍ଧିବା ଦ୍ଵାରା ଜୀବନର ସମ୍ପୂର୍ଣ ଭାବରେ ପରିବର୍ତ୍ତନ ହୋଇଥାଏ ଏବଂ ଭାଗ୍ୟ ମଧ୍ୟ ବଦଳି ଯାଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ପ୍ରଥମ: ଏହି ଏକାଦଶୀ ଦିନ ତୁଳସୀ ଗଛର ବିବାହ ପୁରା ବିଧି ବିଧାନ ସହ କରିବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଦିତୀୟ: ଏକାଦଶୀ ଦିନ ଚଉରା ଚାରିପଟେ ଦୀପ ଲଗାନ୍ତୁ । ଏହା କରିବା ଦ୍ଵାରା ଅକସ୍ମାତ ମୃତ୍ୟୁ ଭଳି ଦଣ୍ଡ କେବେ ମଧ୍ୟ ମିଳିନଥାଏ । ତୃତୀୟ: ଏହି ଏକାଦଶୀ ଦିନ ତୁଳସୀ ଗଛରୁ ପତ୍ର ଛିଡାଇବେ ନାହିଁ । ଏହାକୁ ପୂର୍ବ ଦିନ ଛିଡାଇ ରଖିଦେବା ଉଚିତ ।

ଚତୁର୍ଥ: ଏହିଦିନ ତୁଳସୀ ନମସ୍ତ ପାଠ କରନ୍ତୁ ।  କରିବା ଫଳରେ ଯେଉଁ ମାନଙ୍କର ସନ୍ତାନ ପ୍ରାପ୍ତି ହେଉ ନାହିଁ । ତାଙ୍କ ପାଇଁ ଏହା ଶୁଭ ଫଳ ଆଣିଦେବ । ବିବାହରେ ବିଳମ୍ବ ହେଉଥିଲେ ଏହା କରିବାଦ୍ବାରା ବହୁତ ଶୀଘ୍ର ବିବାହ ମଧ୍ୟ ହୋଇଯାଇଥାଏ । ପଞ୍ଚମ: ନୂଆ ଘର ତିଆରି କରିଥିଲେ ଏହି ଏକାଦଶୀ ଦିନ ତୁଳସୀ ଗଛକୁ ନିଶ୍ଚୟ ନିଜ ଘର ଆଗରେ ଲଗାନ୍ତୁ । ଏହାଫଳରେ ଭଗବାନ ବିଷ୍ଣୁ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।

ଷଷ୍ଠ: ତୁଳସୀ ଗଛକୁ ଏହି ଏକାଦଶୀ ଦିନ ହଳଦିଆ କପଡାରେ ବାନ୍ଧି ଦୋକାନ କିମ୍ବା ଅଫିସ ସାମ୍ନାରେ ନିଶ୍ଚୟ ରଖନ୍ତୁ । ଏହାଦ୍ଵାରା ଆପଣଙ୍କର ଚାକିରି କ୍ଷେତ୍ରରେ ଉନ୍ନତି ହୋଇଥାଏ । ବ୍ୟବପାର ବାଣିଜ୍ୟରେ ବୃଦ୍ଧି ମଧ୍ୟ ହୋଇଥାଏ । ଧ୍ୟାନ ରଖିବେ ଗଛ ଟି ବଞ୍ଚିଥିବା ଉଚିତ । କରୁଥିବା ଚାକିରିରେ ପଡିନ୍ନତି ହେବ । ସମସ୍ତ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ ।

ଆପଣ ଏହାକୁ ଚାହିଁଲେ ଆପଣଙ୍କ ଘରେ ମଧ୍ୟ କରିପାରିବେ । ସପ୍ତମ: ତୁଳସୀ ଗଛ ସହିତ ଧାୟତ୍ରୀ ଅଁଳା ଗଛ ନିଶ୍ଚୟ ଲଗାନ୍ତୁ । ତୁଳସୀ ଗଛର ପୂଜା କରିବା ସହ ଅଁଳା ଗଛର ମଧ୍ୟ ପୂଜା କରନ୍ତୁ । କାରଣ ଅଁଳା ଗଛକୁ ଭଗବାନ ନାରାୟଣଙ୍କ ସ୍ୱରୂପ ବୋଲି ମନାଯାଇଥାଏ । ଏବଂ ତୁଳସୀ ଗଛାକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ । ଏହା ଆପଣଙ୍କ ପାଇଁ ଶୁଭ ଫଳ ଆଣିଦେବ ।

ଅଷ୍ଟମ: ଏହିଦିନ ଅଷ୍ଟପାଖୁଡା ପଦ୍ମଫୁଲ ମୁରୁଜରେ ନିଶ୍ଚୟ କରନ୍ତୁ । ଶଙ୍ଖ, ଚକ୍ର, ଗାଇର ପାଦ ଚିହ୍ନ ଏହି 3ଟି ଜିନିଷ କରନ୍ତୁ । ଏହା କରିବାଦ୍ବାରା ଆପଣଙ୍କ ଘରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାଇ ଭାବରେ ବାସ କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button