ପଣା ସଂକ୍ରାନ୍ତି(14 April)ରେ ଏହି 5ଟି ରାଶିର ଭାଗ୍ୟ ସୁନା ଭଳି ଚମକିବ ! ଡେକହନ୍ତୁ ସେହି ରାଶି ଆପଣଙ୍କର ନୁହେଁ ତ ?

ଜୀବନରେ ବହୁତ କିଛି ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସମାଧାନ କରିବା ବହୁତ କଷ୍ଟ ହୋଇଥାଏ । ରାଶିର ଚଳନ ଦ୍ଵାରା ନିଜ ଭାଗ୍ଯର ପରିବର୍ତ୍ତନ ହୋଇଥାଏ । ଏହି ପଣା ସଂକ୍ରାନ୍ତି ରେ ଗ୍ରହ ଓ ନକ୍ଷେତ୍ର ମାନଙ୍କର ଚଳନରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପଣା ସଂକ୍ରାନ୍ତି ଦିନ ହନୁମାନ ଜୟନ୍ତୀ ମଧ୍ୟ ପଡୁଅଛି । ଜ୍ଯୋତିଷ ଶସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କର ଗୋଟିଏ ରାଶିରୁ ଅନ୍ୟ ରାଶିକୁ ସ୍ଥାନାନ୍ତରଣ କୁ ସଂକ୍ରାନ୍ତି କୁହା ଯାଇଥାଏ ।
୧୨ଟି ରାଶି ଅନୁସାରେ ୧୨ଟି ସଂକ୍ରାନ୍ତି ରହିଅଛି । ଆସନ୍ତୁ ଜାଣିବା ସେହି ପାଞ୍ଚଟି ରାଶି ବିଷୟରେ ଯାହା ଜୀବନରେ ବହୁତ ପରିବର୍ତ୍ତନ ଆସିବାକୁ ଯାଉଛି । ପ୍ରଥମେ ରହିଛି ବୃଷ ରାଶି । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରାଜଯୋଗ ରହିଅଛି । ଯାହା ପୂର୍ବରୁ ସମସ୍ଯା ଥିଲା ତାହା ବହୁତ ଶୀଘ୍ର ଦୂର ହେବ । ସବୁ କାର୍ଯ୍ୟରେ ସଫଳ ହେବେ । ଚାକିରି କ୍ଷେତ୍ରରେ ବହୁତ ଉନ୍ନତି କରିବେ । ବ୍ୟବସାୟ ବହତ ଭଲ ହେବ । ପରିବାରରେ ସୁଖ ଶାନ୍ତି ଆସିବ । ଅଟକି ଯାଇଥିବା ଧନ ଫେରି ଆସିବ ।
ନୂଆ ନୂଆ ଲୋକଙ୍କ ସହ ଦେଖାହେବ । ଯାହା ଆପଣଙ୍କୁ ସଠିକ ରାସ୍ତା ଦେଖାଇବେ । କାର୍ଯ୍ୟ କ୍ଷେତ୍ରରେ ଧନର ଉନ୍ନତି ମଧ୍ୟ ହେବ । ଦ୍ବିତୀୟରେ ରହିଛି ସିଂହ ରାଶି । ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଏହି ସମୟରେ ଖୋଲିଯିବ । କୌଣସି ନୂତନ କାର୍ଯ୍ୟ କରିବାର ଯୋଜନା ରହିଛି ,ସେଥିରେ ସଫଳ ହେବେ । ଚାକିରି କରିଥିବା ବ୍ୟକ୍ତି ବହୁତ ଉନ୍ନତି କରିବେ । ମା ଲକ୍ଷ୍ମୀଙ୍କ କୃପାରୁ ଧନର ସଂଯୋଗ ମଧ୍ୟ ରହିଛି । ସମାଜରେ କୌଣସି କାର୍ଯ୍ୟ ପାଇଁ ସନ୍ନମାନିତ ହେବେ ।
କୌଣସି କାର୍ଯ୍ୟ କରିବା ପାଇଁ ଅପେକ୍ଷା କରିଛନ୍ତି କିନ୍ତୁ ହେଇପାରୁନଥିଲା ତ ଏହି ସମୟରେ ହୋଇଯିବ । ତୃତୀଯରେ ରହିଛି କନ୍ୟା ରାଶି । ଏହି ରାଶିର ବ୍ୟକ୍ତି ଯାହା ପୂର୍ବରୁ ସମସ୍ଯା ଥିଲା ତାହା ବହୁତ ଶୀଘ୍ର ଦୂର ହେବ । ବ୍ୟାପାରରେ ବହୁତ ଲାଭ ପାଇବେ । ଧନର କୌଣସି ଅଭାବ ରହିବା ନାହିଁ । ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ । ଭାଗ୍ଯର ସମ୍ପୂର୍ଣ ସହଯୋଗ ରହିବ । କୌଣସିବି କାର୍ଯ୍ୟ କରିବାକୁ ଚାହୁଛନ୍ତି କିନତି କୌଣସି କାରଣ ପାଇଁ କରିପାରୁନଥିଲେ । ତାହା ଏହି ସମୟରେ ହୋଇଯିବ । ଚତୁର୍ଥରେ ରହିଛି ତୁଳା ରାଶି ।
ଏହି ରାଶିର ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀ ଓ ହନୁମାନଙ୍କର ବିଶେଷ କୃପା ରହିଛି । ଅଟକି ଯାଇଥିବା ଧନ ଫେରି ଆସିବ । କୌଣସି ନୂତନ ଜାନ କିଣିବାର ସଂଯୋଗ ରହିଛି । କୌଣସି କାର୍ଯ୍ୟରେ ଅଯଥା ପଇସା ଖର୍ଚ୍ଚ କରନ୍ତୁ ନାହିଁ । ପଞ୍ଚମରେ ରହିଛି କୁମ୍ଭ ରାଶି । ଏହି ରାଶିର ବ୍ୟକ୍ତି ଯାହା ପୂର୍ବରୁ ସମସ୍ଯା ଥିଲା ତାହା ବହୁତ ଶୀଘ୍ର ସମାପ୍ତ ହେବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ବହୁତ ଶୀଘ୍ର ଚାକିରି ମିଳିଯିବ । ଆର୍ଥିକ ସମସ୍ଯା ମଧ୍ୟ ଦୂର ହେବ । ଏହି ପଣା ସଂକ୍ରାନ୍ତି ଠାରୁ ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି