50 ବର୍ଷ ପରେ ଆସୁଛି ମହା ସଂଯୋଗ ଅକ୍ଷୟ ତୃତୀୟା ଦିନ କରନ୍ତୁ ଏହି ମହା ଉପାୟ !

ଜୀବନରେ କିଛି ନା କିଛି ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସମାଧାନ କରିବା ପାଇଁ ବହୁତ ପ୍ରକାର ଉପାୟ ମଧ୍ୟ କରିଥାଉ । ହେଲେବି ଜୀବନରେ କିଛି ନା କିଛି ସମସ୍ଯା ଆସିଥାଏ । ସମସ୍ତ ମନୁଷ୍ୟ ଚାହିଁଥାନ୍ତି ବୈବାହିକ ଜୀବନ ସୁଖ ସମୃଦ୍ଧିରେ ଭରିଯାଉ । ଏହି ଅକ୍ଷୟ ତୃତୀୟାରେ କେଉଁ ଉପାୟ କରିବା ଦ୍ଵାରା ଜୀବନରେ ଥିବା ସବୁ ସମସ୍ଯା ଦୂର ହୋଇଥାଏ ଆସନ୍ତୁ ଜାଣିବା । ଯଦି ଶନିଙ୍କ ଦ୍ଵାରା କୌଣସି ସମସ୍ଯା ହୋଇଥାଏ ବା କୌଣସି ଶାରୀରିକ ପୀଡା ଦେଉଥାନ୍ତି ।

ଏହି ଉପାୟ କରନ୍ତୁ ଆପଣଙ୍କ ସବୁ ଦୁଃଖ କଷ୍ଟ ଦୂର ହୋଇଯିବ । ଏହି ଉପାୟ କରୁବା ଦ୍ଵାରା ମା ଲକ୍ଷ୍ମୀଙ୍କର କୃପା ଦ୍ରୁଷ୍ଟି ରହିବ । ପରିବାରରେ ମଧ୍ୟ କୌଣସି ସମସ୍ଯା ରହିବ ନାହିଁ । ଏହି ଅକ୍ଷୟ ତୃତୀୟାରେ ସୂର୍ଯ୍ୟ ଓ ଚନ୍ଦ୍ର ଉଭୟ ଜସ୍ତ ରହିଥାନ୍ତି । ଏହି ଅକ୍ଷୟ ତୃତୀୟାରେ ସୂର୍ଯ୍ୟ ମେଶ ରାଶିରେ ଉଚସ୍ତ ଓ ଚନ୍ଦ୍ର ବୃଷ ରାଶିରେ ଉଚସ୍ତ । ଯେଉଁ ଦିନ ସୂର୍ଯ୍ୟ ଓ ଚନ୍ଦ୍ର ଉଚ୍ଚ ରାଶିରେ ରହିବେ ,ଏହି ଦିନ ଶୁଭ ଦିନ ହୋଇନଥାଏ । କିନତି ଏହି ଅକ୍ଷୟ ତୃତୀୟାରେ ରବି ଏବଂ ଚନ୍ଦ୍ର ଉଚ୍ଚ ସ୍ତରରେ ରହୁଛନ୍ତି ।
ଏହା ବହୁତ ଭଲ ହୋଇଥାଏ । କାରଣ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କର କୃପା ଦ୍ରୁଷ୍ଟି ମନୁଷ୍ୟ ମାନଙ୍କ ଉପରେ ପଡିଥାଏ । ଏହି ଅକ୍ଷୟ ତୃତୀୟାରେ କଣ କରିବେ ଆସନ୍ତୁ ଜାଣିବା । ଅଧ ମିଟର ଲାଲ କପଡା ,ଖଣ୍ଡେ କଳା ହଳଦୀ , କିଛି କଳା ଚାଉଳ , ସିନ୍ଦୁର ,ରୂପା କଏନ , ପାଞ୍ଚଟି ଲବଙ୍ଗ ଓ ପାଞ୍ଚଟି ଗୋମତୀ ଚକ୍ର । ଏହି ଅକ୍ଷୟ ତୃତୀୟା ଦିନ ଏହି ସବୁ ଜିନିଷକୁ ଭନଧୀ ଦେବେ । ଏହା ସହ ପାଞ୍ଚଟି ନାଲି ଗୋଲାପ ରଖିବେ । ସେହି ପୁଟୁଳିକୁ ପୂଜା ଘରେ ଏକ ପିଢା ଉପରେ ରଖନ୍ତୁ ଓ ବହୁତ ନିଷ୍ଠାର ସହିତ ପୂଜା କରନ୍ତୁ ।





