ଜ୍ୟୋତିଷ

ବାଛନ୍ତୁ ଏହି ତିନୋଟି ସଂଖ୍ୟା ମଧ୍ୟରୁ ଗୋଟିଏ ସଂଖ୍ୟା, ଜାଣନ୍ତୁ ଆପଣଙ୍କ ଭବିଷ୍ୟତ !

ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ଯା ରହିଥାଏ । ସେହି ସମସ୍ୟାକୁ ସାମ୍ନା କରିବାକୁ ମଧ୍ୟ ପଡିଥାଏ । ବୈବାହିକ ଜୀବନରେ କିପରି ସୁଖ ସମୃଦ୍ଧି ହେବା ପାଇଁ ଚେଷ୍ଟା କରନ୍ତି । କିଛି ଲୋକ ସବୁ ସମସ୍ୟାକୁ ସମାଧାନ କରିଥାନ୍ତି । ହେଲେବି କିଛି ଜୀବନରେ ଅନେକ ସମସ୍ୟାର ସମୁଖୀନ ହୁଅନ୍ତି । ତ ଆସନ୍ତି ଜାଣିବା ଏହି ତିନୋଟି ସଂଖ୍ୟା ମଧ୍ୟରୁ କଣ ରହିଛି ଆପଣଙ୍କ ଭବିଷ୍ୟତରେ । ଯଦି ଆପଣ ପ୍ରଥମ ସଂଖ୍ୟା ଟିକୁ ଚୟନ କରିଛନ୍ତି ତ ଆପଣ ବହୁତ କୋମଳ ହୃଦୟର ।

ଯାହା କରନ୍ତି ବହୁତ ଭାବି ଚିନ୍ତି କରନ୍ତି । ସବୁ କ୍ଷ୍ରେତ୍ରରେ ଭୟ କରନ୍ତି । କିଛି କାମ କରିବା ପାଇଁ ବହୁତ ଭାବନ୍ତି କିନ୍ତୁ କରିପାରନ୍ତି ନାହିଁ । ସେଥିଲାଗି ବହୁତ ଚିନ୍ତାରେ ମଧ୍ୟ ରୁହନ୍ତି । କୌଣସି କାର୍ଯ୍ୟ କରିବା ଆଗରୁ ସମସ୍ତଙ୍କ ପରାମର୍ଶ ନିଅନ୍ତି । କିଛିଟା କାର୍ଯ୍ୟ କରନ୍ତି କିନ୍ତୁ କୌଣସି ବନ୍ଧୁର ସାହାଯ୍ୟରେ କରନ୍ତି । ଏବଂ ସେଥିରେ ସଫଳ ମଧ୍ୟ ହୁଅନ୍ତି । ଯଦି କୌଣସି ସମସ୍ଯା ରହିଛି ତ ସେଥିରେ ଆପଣ ବହୁତ ଭୟ କରନ୍ତି । ସେହି ସମସ୍ୟାକୁ ସାମ୍ନା କରିପାରନ୍ତି ନହିଁ । ସବୁବେଳେ ଏକୁଟିଆ ରହିବାକୁ ଇଛା କରନ୍ତି ।

ଯଦି ଆପଣ ଦ୍ଵିତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି । ତ ଏହି ବ୍ୟକ୍ତି ଜୀବନରେ ବହୁତ ଦୁଃଖ ସହିଛନ୍ତି । ବହୁତ ଚିନ୍ତାରେ ମଧ୍ୟ ରୁହନ୍ତି । ସବୁବେଳେ ଚାହାନ୍ତି ଏକା  ରହିବାକୁ  । ସବୁ ଜିସର ଛିଡ଼ ଛିଡ଼ ସ୍ଵଭାବର ସବୁବେଳେ ଭାବନ୍ତି ସବୁ ସମ୍ପର୍କ ଭାଙ୍ଗି ଦେବା ପାଇଁ । ସମସ୍ତଙ୍କ ଠାରୁ ଦୂରରେ ରହିବା ପାଇଁ । ଅନେକ ସମସ୍ଯା ରହିଛି ଯାହା ପାଇଁ ଆପଣ ଚିନ୍ତାରେ ଅଛନ୍ତି । ଟିକେଟିକେ କଥାରେ ରାଗିଯାନ୍ତି ,ସମସ୍ତଙ୍କ ଉପରେ ଅସାନ୍ତି ହୁଅନ୍ତି । କୌଣସି କାର୍ଯ୍ୟ କରିବାକୁ କିଚା ପ୍ରକାଶ କରନ୍ତି ନାହିଁ ।

ଯାହା କରିବାକୁ ଚାହୁଛନ୍ତି ପ୍ରଥମେ ବହୁତ ଥର ଭାବୁଛନ୍ତି । କିଛି ଖରାପ ହେବ ବୋଲି ବହୁତ ଚିନ୍ତାରେ ରହୁଛନ୍ତି । ବହୁତ ଦୁର୍ବଳ ସ୍ଵଭାବର ହୋଇଥାନ୍ତି । କିଛି କାମ କରିବାକୁ ଇଚ୍ଛା କରନ୍ତି ନହିଁ । ଯଦି ଆପଣ ତୃତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି । ତ ଏହି ବ୍ୟକ୍ତି ସବୁବେଳେ ଖୁସି ରହିଥାନ୍ତି ଏବଂ ଅନ୍ୟକୁ ଖୁସି ବାଣ୍ଟିଥାନ୍ତି । ସବୁବେଳେ ଚେଷ୍ଟା କରନ୍ତି ଜୀବନ ଖୁସିରେ ବିତେଇବା ପାଇଁ । ନିଜ ବଳରେ ବହୁତ କିଛି ପ୍ରାପ୍ତ କରିଛନ୍ତି । ଜୀବନରେ ବହୁତ ପରିଶ୍ରମ କରିଛନ୍ତି ଯାହା ଫଳରେ ସଫଳତା ପ୍ରାପ୍ତ କରିଛନ୍ତି ।

ଜୀବନରେ ବହୁତ କିଛି କରିବାକୁ ମଧ୍ୟ ଚାହାନ୍ତି । ଜୀବନରେ ବହୁତ କିଛି କରିବା ପାଇଁ ଲକ୍ଷ ରଖିଛନ୍ତି । କେବେବି ସେଥିରୁ ହରିବେନି କାରଣ ଯାହା ବି କିଛି କରିବେ ବହୁତ ଆଗକୁ ଯିବେ । କୌଣସି କାରଣ ପାଇଁ ଅଟକି ଯିବେ ନହିଁ । ଜୀବନରେ ବହୁତ ସଫଳତା ଆସିବ । ଯାହା ଦ୍ଵାରା ଆପଣ ବହୁତ ଖୁସି ମଧ୍ୟ ହେବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button