ଜ୍ୟୋତିଷ

ହୃଦୟ ରୁ ବାଛନ୍ତୁ କୌଣସି ଏକ ନମ୍ବର ଦେଖନ୍ତୁ ଯାହାଙ୍କୁ ଆପଣ ଭଲ ପାଉଛନ୍ତି ସେ କେଉଁ Type ର ମଣିଷ ଅଟନ୍ତି ?TARTO CARD READING

ହେଲୋ ସାଙ୍ଗ ମାନେ । ଆପଣ ନିଜ ସାଥିଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ରହିଛି ତାହା ବିଷୟରେ ଅନେକ ସାରା ଆର୍ଟିକଲ ପଢି ସାରିଥିବେ । କିନ୍ତୁ ଆଜି ଆଏ ଆପଣଙ୍କ ପାଇଁ ଏକ ଭିନ୍ନ ଓ ନୂଆ ଧରଣର ବିଷୟ ବସ୍ତୁ ନେଇ ଆସିଛୁ । ଏଥିପାଇଁ ଆପଣଙ୍କୁ 5ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛିବାକୁ ପଡିବ । ଏହା ପରେ ଆପଣ ଜାଣି ପାରିବେ ଆପଣ ଯାହାଙ୍କୁ ଭଲ ପାଉଛନ୍ତି ସେ କେଉଁ ସ୍ଵଭାବର ମଣିଷ ଅଟନ୍ତି । ତାଙ୍କର ନ୍ୟାଚର କଣ ରହିଛି ।

1- ଆପଣ ଯାହାଙ୍କ ପାଇଁ ପ୍ରଥମ ନମ୍ବର ଟି ଚୁଜ କରିଛନ୍ତି ସେ ଆଳସ୍ୟ ସ୍ଵଭାବର ହେବା ସହ ତାଙ୍କୁ ଲାଗୁଛି ଏବେ ବି ସମୟ ଅଛି । ସେ ଅଧିକ ସ୍ଵପ୍ନ ଦେଖିଥାନ୍ତି ଆଉ ଭାବିଥାନ୍ତି ସବୁ କିଛି ହୋଇଯିବ । କିଛି କରିବା ଦରକାର ନାହିଁ । ତାଙ୍କ ମନରେ ଅଛି ରାଜନୀତି ରେ ନିଜର ବିସ୍ତାର କରିବା ପାଇଁ ।

2- ଯଦି ଆପଣ ଦ୍ଵିତୀୟ ନମ୍ବରଟି ଚୟନ କରିଛନ୍ତି ସେ ଭବିଷ୍ୟତକୁ ନେଇ ଅଧିକ ଭାବୁଛନ୍ତି ଆଉ ପ୍ଳାନ ବି କରୁଛନ୍ତି । ସେ ନିରାଶ ମଧ୍ୟ ଅଛନ୍ତି । ସେ ଅନ୍ୟ ମାନଙ୍କର କାମକୁ ଦେଖି ଈର୍ଷା କରନ୍ତି ନାହିଁ କିନ୍ତୁ ଭାବନ୍ତି ଏମିତି ସେ ବି କରିପାରନ୍ତେ କି । ତାଙ୍କ ମନରେ କେବେ କୌଣସି କଥାକୁ ନେଇ ପ୍ରଶ୍ନ ଆସେ ନାହିଁ । ପ୍ରତେକ କାମ ପାଇଁ ଆପଣ ପ୍ରୟାସ କରନ୍ତି ।

3- ଆପଣ ଯଦି ତୃତୀୟ ନମ୍ବର ବାଛିଛନ୍ତି ତେବେ ସେ ନିଜ ହିସାବରେ ସବୁ କିଛି କରିଥାନ୍ତି । ସେ ଅଧିକାଂଶ ଭୁଲ ହୁଅନ୍ତି ନାହିଁ । ଯାହା ବି ନିସ୍ପତି ନିଅନ୍ତି ତାହା ଠିକ ହୋଇଥାଏ । ସେ ନିଜ ନଜରିୟା ରେ ଦେଖିଥାନ୍ତି । ସେ ଏତେ ଚାଲାକ କି ତାଙ୍କୁ କେହି ଧରିପାରିବେ ନାହିଁ । ତାଙ୍କର ଚିନ୍ତାଧାରା ବହୁତ ଭଲ । ସେଥିପାଇଁ ସବୁ କିଛି କରି ପାରିବେ । ପ୍ରତେକ ଜିନିଷକୁ ଗମ୍ଭୀର ଭାବେ ବୁଝିଥାନ୍ତି ।

4- ଯଦି ଆପଣ ନିଜ ସାଥିଙ୍କ ପାଇଁ ଚତୁର୍ଥ ନମ୍ବର ବାଛିଛନ୍ତି ତେବେ ସେ ବହୁତ ଜ୍ଞାନୀ ମଣିଷ । ଏତେ ଜ୍ଞାନୀ ଆପଣ ତାହାର ଅନ୍ଦାଜ ଲଗାଇ ପାରନ୍ତି । ତାଙ୍କ ଠାରେ ଅନେକ ଗୁଣ ଅଛି । ସେ ଦୂରରେ ବସି ବହୁତ କିଛି କରି ପାରିବେ । ସେ ପଢା ଲେଖା ବ୍ୟକ୍ତି ଅଟନ୍ତି । ତାଙ୍କର ବୁଦ୍ଧି ପ୍ରଖର ରହିଛି । ସେ କେୟାରିଙ୍ଗ ନ୍ୟାଚର ର ବ୍ୟକ୍ତି ଅଟନ୍ତି ।

5- ଯଦି ଆପଣ ନିଜ ପର୍ଶନଙ୍କ ପାଇଁ ପଞ୍ଚମ ନମ୍ବରଟି ଚୁଜ କରିଛନ୍ତି ସେ ସବୁ କିଛି ତୀବ୍ର ଗତିରେ କରିବାକୁ ଚାହୁଁଛନ୍ତି । ସେ ଚାହାନ୍ତି ସଙ୍ଗେ ସଙ୍ଗେ ପରିଣାମ ମିଳୁ । ଭଲ ଲାଇଫ ବଞ୍ଚିବା ସହ ଖୁସିରେ ବଞ୍ଚିବାକୁ ଚାହିଁଥାନ୍ତି । ଏହି କାରଣରୁ ତାଙ୍କର ସମସ୍ତଙ୍କ ସହ ପ୍ରାୟ ଝଗଡା ହୋଇଥାଏ । ସେ ନିଜକୁ ନିଜେ ଅଲାଗ ଦେଖାଇବାକୁ ଚେଷ୍ଟା କରନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button