ଜ୍ୟୋତିଷ

କନ୍ୟା ରାଶିର ବ୍ୟକ୍ତି 10 ରୁ 13ତାରିଖ ପର୍ଯ୍ୟନ୍ତ ଯାହା ଚାହିଁବେ ତାହା ପାଇବେ, ଏହି ସବୁ ଇଚ୍ଛା ହେବ ପୁରଣ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କନ୍ୟା ରାଶିର ବ୍ୟକ୍ତି ଙ୍କର ସେପ୍ଟେମ୍ବର 10 ରୁ 13 ଯାଏଁ କେଉଁ ଇଚ୍ଛା ପୂରଣ ହେବାକୁ ଯାଉଛି ସେହି ବିଷୟରେ କହିବାକୁ ଯାଉଛୁ । କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ସମୟ ବହୁତ ଭଲ ରହିବାର ଅଛି ଏହି ୪ ଦିନ ପର୍ଯ୍ଯନ୍ତ । ଯଦି ଆପଣଙ୍କର ଚାକିରି ରେ ପ୍ରମୋସନ ହେଉ ନ ଥିଲା ତେବେ ନିଶ୍ଚୟ ମିଳିବ । ଆପଣଙ୍କୁ ନୂଆ ଚାକିରି ମିଳିବାକୁ ଯାଉଛି । ଆପଣଙ୍କୁ ବହୁତ ବଡ ସଫଳତା ମିଳିବ ଅସହ ମାନ ସାମନାରେ ବୃଦ୍ଧି ହେବ । ପରିବାରର ସହଯୋଗ ମିଳିବାରୁ ଆପଣ ବଡ ନିସ୍ପତି ନେବେ ଆଉ ଜୀବନରେ ଚରମ ଶୀର୍ଷ ରେ ପହଞ୍ଚିଯିବେ ।

ବଡ କମ୍ପାନୀ ରୁ ଅଫର ଆସିପାରେ । ଉଚ୍ଚ ଅଧିକାରି ଆପଣଙ୍କର କାର୍ଯ୍ୟର ପ୍ରଶଂସା କରିବେ । ଧନ ସମ୍ପତିରେ ବୃଦ୍ଧି ହେବ । କାରୋବାରର ସ୍ଥିତି ମଜବୁତ ରହିବ । ଅନେକ କ୍ଷେତ୍ରରୁ ଆପଣଙ୍କୁ ଲାଭ ମିଳିବ । ବିଜେନ୍ସ କ୍ଷେତ୍ରରୁ ଅନେକ ଲାଭ ମିଳିବ । ବ୍ୟାପାର କ୍ଷେତ୍ରରେ ଠିକ ନିସ୍ପତି ନେବେ । କିଛି ଭଲ ଜିନିଷ ହୋଇପାରେ ଆଉ ନୂଆ କାରୋବାର ଆରମ୍ଭ କରିବେ । ନୂଆ କିରଣ ଆପଣଙ୍କ ପାଇଁ ରହିପାରେ । କନ୍ୟା ରାଶିର ବ୍ୟକ୍ତିଙ୍କର ଧନର ସ୍ଥିତି ମଜବୁତ ରହିବ । ଆମଦାନୀର ସୃତ ବଢିବ । ଯଦି ଆପଣ ପାର୍ଟନରସିପ ରେ କାମ କରୁଛନ୍ତି ତେବେ ନିଶ୍ଚୟ ଫାଇଦା ରେ ରହିବେ ।

ଛୋଟ ଭାଇଙ୍କ ସହଯୋଗ ପାଇବେ । ଜମିବାଡି ମାମଲାରେ ମହତ୍ଵ ପୂର୍ଣ୍ଣ ନିସ୍ପତି ନେବେ । ସେପ୍ଟେମ୍ବର ୭ ଓ ୮ ତାରିଖରେ ଜମିବାଡି ଓ ଧନ ସମ୍ପତି ପ୍ରାପ୍ତ ହେବ । ଯେଉଁ ମାନେ ବିଦ୍ୟାର୍ଥୀ ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ଉଚ୍ଚ ଶିକ୍ଷା ପ୍ରାପ୍ତି କରିବେ । ଇଣ୍ଟରଭିୟୁ ରେ ସଫଳ ହେବେ । ବିଦେଶକୁ ଯାଇ ପଢିବାର ଅବସର ପାଇବେ । କନ୍ୟା ରାଶିର ଲୋକ ଏହି ୪ ଦିନରେ ବିଶେଷ ରୂପରେ ଉପଲବ୍ଧି ପ୍ରାପ୍ତ କରିବେ । କାର୍ଯ୍ୟ ରେ ଥିବା ସମସ୍ଯା ଦୂର ହେବ । ଧନ ସମ୍ପତି ମାମଲାରେ ଆପଣ ଲକି ରହିବେ ।

ଯେଉଁ କାମ ଆପଣଙ୍କର ଅଟକି ରହିଥିଲା ତାହା ଆରମ୍ଭ ହେବ । କିଛି ଭଲ କାର୍ଯ୍ୟରେ ଲାଭ ପାଇବେ । ଘରେ ପରିବାରରେ ସୁଖ ସମୃଦ୍ଧି ଲାଗିବ । ସେପ୍ଟେମ୍ବର ୮ରୁ ୧୧ ଯାଏଁ ପରିବାରରେ ଶାନ୍ତି ରହିବ । ଜୀବନ ସାଥିଙ୍କ ସହ ତାଳମେଳ ଆପଣଙ୍କର ଠିକ ରହିବ । ଜୀବନ ସାଥୀଙ୍କ ସହ ସନ୍ତାନଙ୍କ ଠାରୁ ଖୁସି ଖବର ପ୍ରାପ୍ତ ହେବ । ଫସି ରହିଥିବା ଧନ ଫେରି ପାଇବେ ।

ଲୋନ ମଞ୍ଜୁର ହେଲେ ଆର୍ଥିକ ସ୍ଥିତି ମଜବୁତ ହେବ । ସନ୍ତାନ ସୁଖ ପ୍ରାପ୍ତ ହେବ ସହ ଜୀବନ ସାଥିଙ୍କ ସହ ଆପଣଙ୍କର ସମ୍ପର୍କ ମଧୁର ହେବ । ଜୀବନ ସାଥିଙ୍କ ସହ ମସ୍ତି କରିବେ । ବିଦ୍ୟାର୍ଥୀ ବଡ ସ୍କୁଲରେ ଦାଖିଲ ହେବେ । ଛୋଟ ଯାତ୍ରା କରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button