ଜ୍ୟୋତିଷ

ଆଜି ରାତି 12ଟା ପରେ ଅଚାନକ ଚମକି ଉଠିବ ଭାଗ୍ୟ, ହେବ କୋଟି କୋଟି ସମ୍ପତ୍ତିର ମାଲିକ

ଆମ ଜୀବନର ଯାତ୍ରା ସହଜ ନୁହେଁ ଏହା ଆମେ ଜାଣିଚୁ ମାତ୍ର ଆପଣ ଏହା ମଧ୍ୟ ସତ୍ୟ ଅଟେ କି ଆମେ ଯାହାଭି କରୁ କିମ୍ବା ଆମେ ଯାହା କରିବା ପାଇଁ ଚାହୁଁ ତାହା ଆମକୁ କରିବା ପାଇଁ ଯୋଗ ମିଳି ଥାଏ । ଭଗବାନ ଙ୍କ ଦ୍ଵାରା ଆଜି ଆମେ କହିବା କି ଆଜି ରାତି 12 ପରଠାରୁ କିଛି ରାଶିଙ୍କ ଭାଗ୍ୟ ବଦଳିବା ପାଇଁ ଯାଉଛି ଏହାର କାରଣ କଣ ଆପଣ ଜାଣିଛନ୍ତି କି ତେବେ ସେହି ରାଶି କିଏ କିଏ ଅଟନ୍ତି ଆସନ୍ତୁ ଜାଣିବା ।

ଭଗବାନ ଶିବ ହେଉଛନ୍ତି ମହା ଦୟାବନ ତାଙ୍କ କୃପା ପାଇଁ ଥିବା ଲୋକର କେବେଭି କିଛି ଖରାପ ହୋଇ ନଥାଏ । ଏହାର କାରଣ ହେଉଛି କି ଯେଉଁ ମାନେ ଭଗବାନ ଶିବ ଙ୍କୁ ଆରାଧନା କରୁ ଥିବା ବ୍ୟକ୍ତି କେବେ ହେଲେ ଜିବନରେ ହାରି ନଥାଏ । ଅନେକ ଲୋକମାନେ ସେହି ପାଇଁ ଭଗବାନ ଙ୍କ ଆରାଧନା କରି ଥାନ୍ତି ।

ମାତ୍ର ଆଜି ଆମେ କହିବା ପାଇଁ ଯାଉଛୁ କି କିଛି ଏହି ଭଳି ରାଶି ମନେ ଅଛନ୍ତି ଯେଉଁ ମାନେ ଏବେ ସ୍ୱୟଂ ଭଗବାନ ଙ୍କ କୃପା ପାଇବେ । ଏବେ ଭଗବାନ ଶିବ ସେମାନଙ୍କ ସବୁ ମନ ସ୍କାମନା କୁ ପୁରାଣ କରିବେ । ଭଗବାନ ଶିବ ଯଦି ଚାହିଁବେ ତା ଜଣେ ରାସ୍ତା ରେ ଥିବା ଭିକାରୀ କୁ ଭି ଭଲ କରି ପାରିବେ ।

ତେବେ ଆଜି ଆମେ କହିବା କି ସେହି ଭାଗ୍ୟବାନ ରାଶି କିଏ ଓ କଣ କଣ ଫାଇଦା ପାଇବା ପାଇଁ ଯାଉଛନ୍ତି ଏହି ମାନେ । ଭଗବାନ ଶିବ ଙ୍କ କୃପାରୁ ଏବେ ମକର ରାଶିର ଲୋକମାନଙ୍କ ଭାଗ୍ୟ ବଦଳିଯିବ । ଯେଉଁ ମାନେ ଏବେ ବାହାର ଜାଗାରେ ଚାକିରୀ କରିବା ପାଇଁ ଚାହୁଁ ଥିଲେ ସେମାନେ ଏବେ ତାହା କରି ପାରିବେ କିଛି ମହିଳା ଓ କିଛି ପୁରୁଷ ମାନେ ଏବେ ନିଜକୁ ପ୍ରମାଣିତ କରିବା ପାଇଁ ସୁଯୋଗ ପାଇବେ ଅନେକ ।

ଏହାର କାରଣ ହେଉଛି କି ସେମାନେ ଚାହୁଁ ଥିବା ବସ୍ତୁ ତାଙ୍କୁ ମିଳିଯିବ । ପରିବାର ରେ ଭଲ ସମୟ ବିତାଇବେ । ବୟଶ ଯଦି ଆପଣଙ୍କର ଶାଥ ଆଉ ଦେଉ ନାହିଁ ଆମେ କହିବାର ମାନେ ହେଉଛି କି ଯଦି ଆପଣ କିଛି ଭି କାମ କରିବା ଆଗର ନିଜକୁ କମ ଜୋର ଭାବୁଛନ୍ତି ତେବେ ଆପଣ ଏବେ ଖୁବ ଆତ୍ମବିଶ୍ଵାଶ ପାଇବେ ।

ଏହା ସହ ଆପଣ ମାନେ ଏବେ ନିଜ ପୈତୃକ ସମ୍ପତ୍ତି ରୁ କିଛି ଫାଇଦା ପାଇବା ପାଇଁ ମଧ୍ୟ ଯାଉ ଛନ୍ତି । ଆପଣ ମାନେ ଜାଣି ଥିବେ କି କିଛି ଲୋକମାନେ ଅଛନ୍ତି ଯେଉଁ ମାନେ ନିଜ ର ଅଲଗା ପରିଚୟ ସୃଷ୍ଟି କରିବା ପାଇଁ ଅନେକ ଦିନରୁ ଚେଷ୍ଟା କରୁଛନ୍ତି ସେମାନେ ଏବେ ଭଲ ପରିଣାମ ପାଇବେ ।

ତେବେ ଆସନ୍ତୁ ଜାଣିବା କି କେଉଁ ମାନେ ଏବେ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । ଆପଣ ଏବେ କିଛି ନୂଆ ରାସ୍ତା ଖୋଲିବା ପାଇଁ ଯାଉଛନ୍ତି ଯାହା ଦ୍ଵାରା ସମାଜ କଲ୍ୟାଣ ହେବ ଜନହିତ ପାଇଁ ଆପଣ ଏକ ଉଦାହରଣ ହେବେ । ତେବେ ଆଜି ଆମେ କହୁଥିବା ରାଶି ହେଲେ ମିଥୁନ, କର୍କଟ, ତୁଳା, ବିଛା, ମୀନ ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button