ଜ୍ୟୋତିଷ

ମହାଶିବରାତ୍ରି ପୂର୍ବରୁ ଯଦି ଦେଖୁଛନ୍ତି ଏହି ସବୁ ସ୍ଵପ୍ନ ତେବେ ଏହା କଣ ଦିଏ ସଂକେତ ଜାଣନ୍ତୁ !

ଶାସ୍ତ୍ର ରେ ଆପଣ ଜାଣି ଥିବେ କି ଏହା ଲେଖା ଯାଇଛି କି ଏହି ସତ୍ୟତା ଆମ ଜୀବନର ଏକ ସତ୍ୟ ହୋଇଯିବ । ଆପଣ ଯଦି ଜାଣି ଥିବେ କି ଆମ ସ୍ଵପ୍ନ ଆମ ପୂରଣ ହେବାର ଏକ ମାତ୍ର ଉପାୟ ଯାହା ଆମେ ଆମ ସାହାଜ୍ଯ ଦ୍ଵାରା କରିବା । ଆଜି ଆମେ କହିବା କି ଭଗବାନ କହିଛନ୍ତି ଯାହାଭି ସ୍ଵପ୍ନ ଆମେ ଶିବ ରାତ୍ରି ଆଗରୁ ଦେଖିବା ତାହା ଆମେ ପାଇବା । ଆଜି ଆମେ କହିବା କି ଭଗବାନ ଶିବ ଙ୍କୁ ଆମେ ଶିବ ଳିଙ୍ଗ ରୂପରେ ପୂଜା କରିଥାଉ ।

ଆଜି ଆମେ କହିବା କି ଆପଣ କେଉଁ ଭଳି ସ୍ଵପ୍ନ ଆମେ ଦେଖିବା ଦ୍ଵାରା କଣ କଣ ପରିଣାମ ମିଳିବ । ଆପଣ ଯଦି ଭଗବାନ ଙ୍କୁ ଯଦି ଆମେ ଜଳ ଚଢାଉ ଥିବାର ଦେଖିବା ତ ଆମର ଜୀବନର ସବୁ ସମସ୍ଯା ଦୂର ହୋଇଯିବ । ଆପଣ ଯଦି ମା ପାର୍ବତୀ ଙ୍କୁ ଦେଖିବା ତ ଆମେ ଜାଣି ପାରିବା କି ଆମ ଜୀବନରେ ସବୁ ଜଲ୍ଦି ବହୁତ ଭଲ ସାଥି ଆସିବା ପାଇଁ ଯାଉଛି ।

ଏହା ସହ ଆପଣ ଯଦି ଭଗବାନ ଙ୍କୁ ଆରାଧନା କରୁଥିବାର ଦେଖିବେ ତେବେ ଆପଣଙ୍କ ସମସ୍ଯା ଧୀରେ ଧୀରେ କମ ହୋଇଯିବ । ଆପଣ ଭଗବାନ ଙ୍କ ପୂଜା କରିବା ପାଇଁ ଚାହୁଁ ଥିଲେ ଶିବ ରାତ୍ରି ଠାରୁ ଭଲ ସମୟ ଆଉ କିଛି ହୋଇ ନଥାଏ । ଯଦି ଆପଣ ଡମ୍ବୁରୁ ଦେଖିବା ତେବେ ଆମ ଜୀବନର ସମସ୍ଯା ସହ ଆମ ଶତ୍ରୁ ମଧ୍ୟ ପରାଜୟ ହେବା ପାଇଁ ଯାଉଛି ।

ଆମକୁ ଆମ ଶତ୍ରୁକୁ ନିଜେ ପରାଜୟ କରିବା ପାଇଁ ଚେଷ୍ଟା କରିବା । ଆମେ ଯଦି ଭଗବାନ ଙ୍କ ଶିବ ଙ୍କ ଗଳାରେ ସାପ ଦେଖୁଛନ୍ତି କିମ୍ବା ଆପଣ ଯଦି କେବଳ ସାପ କୁ ଦେଖୁଛନ୍ତି ତାହା ମଧ୍ୟ ଆପଣଙ୍କ ପାଇଁ ଭଲ ହୋଇଥାଏ । ଆଜି ଆମେ କହିବା କି ସାପକୁ ସାଧାରଣ ଭାବେ ଧନ ଆସିବାର ଯୋଗ ଭାବେ ଜଣା ଯାଇଥାଏ ।

ମାତ୍ର ଆଜି ଆମେ ଯଦି ଭଗବାନ ଙ୍କ ସହ ସାପ କୁ ଦେଖୁଛେ ତେବେ ଆପଣଙ୍କ ଭାଗ୍ୟ ଖୁବ ଭଲ ହୋଇଯିବ । ମହାଶିବ ରାତ୍ରି ଆଗରୁ ଆପ ଯଦି ଏହି ସବୁ କୁ ଦେଖନ୍ତି ତାହା ଭଲ ହୋଇ ଥାଏ । ଆପଣ ଯଦି ତ୍ରିଶୂଳ ଦେଖୁଛନ୍ତି ତାହା ମଧ୍ୟ ଖୁବ ଭଲ ହୋଇ ଥାଏ ।

ଭଗବାନ ତ୍ରିଶୂଳ ଦ୍ଵାରା ଖରାପ ଶକ୍ତିର ନାଶ କରିଥାନ୍ତି । ତେବେ ଆପଣଙ୍କ ଖରାପ ଗୁଣ ମଧ୍ୟ ଏବେ ସୁଧୁରି ଜୀବ । ଆପଣ ଯଦି ଭଗବାନ ଶିବ ଙ୍କ ମୁଣ୍ଡରେ ଥିବା ଚନ୍ଦ୍ର କୁ ଦେଖୁଛନ୍ତି ଯାହାକୁ ଭଗବାନ ନିଜ ର ଅତି ପ୍ରିୟ ଭାବି ଥାନ୍ତି । ଆଉ ଏହାକୁ ଦେଖିଲେ ଜାଣି ପାରିବେ କି ଆମ ବିଦ୍ୟାର ଉର୍ଣ୍ଣତ୍ତି ହେବା ପାଇଁ ଯାଉଛି ।

ଆପଣ ଯଦି ଭଗବାନ ଶିବ ଙ୍କ ମନ୍ଦିର ଦେଖିବା କୁ ପାଉଛନ୍ତି ତେବେ ଆପଣଙ୍କ ରୋଗ ଓ ସମସ୍ଯା ସବୁ ଦୂର ହୋଇଯିବ । ଆପଣ ଯଦି ଭଗବାନ ଙ୍କ ତୃତୀୟ ଆଖି କୁ ଦେଖୁଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button