ଜ୍ୟୋତିଷ

ପ୍ରେମରେ ପାଗଳି ହୋଇଥାନ୍ତି ଏହି 3 ନାମର ଝିଅ- Jyotisha Shastra

ଭଲ ପାଇବାରେ ପାଗଳି ଥାନ୍ତି ଏହି ନାମର ମହିଳାମାନେ । ଏହି ଭଳି ମହିଳା ମାନଙ୍କ ନାମ ଆମେ ଆଜି କହିବା ପାଇଁ ଯାଉଛୁ । ଯେଉଁ ମାନେ ଭଲ ପାଇ ଥାନ୍ତି ସେମାନେ ସାଧାରଣ ଭାବେ ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଯାହାକୁ ଭଲ ପାଇ ଥାନ୍ତି ତାକୁ ହିଁ ବାହା ହେବା ପାଇଁ ଜିଦି କରିଥାନ୍ତି । କିନ୍ତୁ କିଛି ଘରେ ଏହାକୁ ସ୍ଵୀକାର ନ ମିଳିବା ଯୋଗୁ ସେମାନେ ଏହାକୁ ଭାଙ୍ଗି ଦେଇଥାନ୍ତି କିନ୍ତୁ କିଛି ମହିଳା ମାନେ ଏହି ଭଳି ମଧ୍ୟ ଥାନ୍ତି ଯେଉଁ ମାନେ ଯାହାକୁ ଭଲ ପାଇ ଥାନ୍ତି ସେମାନେ ତାକୁ ହିଁ ବାହା ହେବା ପାଇଁ ଜିଦି କରିଥାନ୍ତି ।

ଆପଣମାନେ ମଧ୍ୟ ଜାଣି ଥିବେ ଓ ଦେଖିଥିବେ କି କିଛି ମହିଲା ମାନେ ନିଜ ପାର୍ଟନର କୁ ନେଇକି ଅଧିକ ଚିନ୍ତାରେ ଥାନ୍ତି ସେମାନେ ସେମାନେ ନିଜ ପାର୍ଟନର କୁ କାହା ସହ ଦେଖି ପାରି ନଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ କୁହାଯା ଇଛି କି ପ୍ରତେକ ରାଶି ପାଇ ଏକ ସ୍ଵାମୀ ଗ୍ରହ ଅଛନ୍ତି ଓ ସେମାନଙ୍କ ସହ ରାଶି ମାନଙ୍କ ପ୍ରଭାବ ମଧ୍ୟ ଥାଏ ।

ତେବେ ଆଜି ଆମେ କହିବା କି କିଛି ମହିଳାମାନେ ଏହି ଭଳି ଥାନ୍ତି କି ସେମାନଙ୍କ ପ୍ରଥମ ଆକ୍ଷରରୁ ଆପଣ ମାନେ ଦେଖିକି ଜାଣି ପାରିବେ କି ଏହି ମହିଳାମାନେ ଭଲ ପାଇବାରେ ପାଗଳ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କି ପ୍ରଥମ ନାମର ମହିଳା ମାନେ କିଭଳି ଥାନ୍ତି ।

ପ୍ରଥମ ନାମ ହେଉଛି “P” ଏହି ନାମର ମହିଳାମାନେ ଭଲ ପାଇକି ବାହା ହେବା ପାଇଁ ଚାହିଁ ଥାନ୍ତି । ଏମାନେ ଦେଖିବା ପାଇଁ ଏତେ ସୁନ୍ଦର ହୋଇଥାନ୍ତି କି ଏମାନଙ୍କୁ ଦେଖିବା ପରେ ଏମାନେ କେହି ଭି ଏମାନଙ୍କୁ ଭଲ ପାଇ ଯାଇ ଥାନ୍ତି ଏହା ସହ ଏମାନେ କାହାକୁ ଭି ବାହା ହେବା ପାଇଁ ପସନ୍ଦ କରି ନଥାନ୍ତି ।

ଏମାନେ ଭଲ ପାଇବା କୁ ନେଇକି ଏତେ ଅଧିକା ଭାବୁକ ହୋଇ ଯାଇଥାନ୍ତି କି ଆଉ କେହି ଦେଖା ଯାଇ ନଥାନ୍ତି ଏମାନଙ୍କ ଆଗରେ । ଏହହା ପରେ ନାମ ଆସେ “S” । ଏମାନେ ନିଜ ଜୀବନସାଥି କୁ ଖୁବ ଭଲ ପାଇ ଥାନ୍ତି ଏହା ସହ ଏମାନେ ନିଜର ସବୁ ସମୟ ନିଜ ଜୀବନସାଥୀ ସହ ବିତାଇବା ପାଇଁ ଭଲ ପାଇ ଥାନ୍ତି ।

ଏମାନେ ନିଜ ସ୍ଵାମୀ ଙ୍କ ପାଖରୁ କିଛି ଆସା କରି ନଥାନ୍ତି । ଏମାନେ ନିଜ ବନ୍ଧୁ ମାନଙ୍କ ସହ ମଧ୍ୟ ବଫାଦାର ଥାନ୍ତି ଏମାନେ କେବେ ହେଲେ ନିଜ ଜୀବନ ସାଥି କୁ ଛାଡିବା ଭଲ ପାଇ ନଥାନ୍ତି । ଏମାନେ ସବୁ ବେଳେ ସ୍ବାଭିମାନର ସହ ବଞ୍ଚିବା ପାଇଁ ଭଲ ପାଇ ଥାନ୍ତି ।

ଏହା ପରେ ନାମ ଆସେ କି “R” । ଏହି ନାମର ମହିଳାମାନେ ମନରୁ ବହୁତ ସୁନ୍ଦର ହୋଇ ଥାନ୍ତି । ଏମାନେ କାହା ଆଗରେ ଖୋଲିକି ଆସିନଥାନ୍ତି ଏମାନେ ନିଜକୁ କାହା ଆଗରେ ଉପସ୍ଥାପନା କରିବା ପାଇଁ ଭଲ ପାଇ ନଥାନ୍ତି ଏହା ସହ ଏମାନେ କାହାକୁ ଯଦି ଭଲ ପାଇ ଥାନ୍ତି ତେବେ ସେମାନଙ୍କୁ ଏମାନେ ଏତେ ସହଜରେ ଭୁଲି ପାରି ନଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button