ଏହି 5ଟି ଦିବ୍ୟ ଗଛ କରିପାରନ୍ତି ଆପଣଙ୍କୁ ଧନୀ, ସାକ୍ଷାତ ମା ଲକ୍ଷ୍ମୀଙ୍କର ଥାଏ ବାସ- Vastu Tips

ବାସ୍ତୁ ଶାସ୍ତ୍ରା ଅନୁସାରେ କିଛି ଗଛ ମାନଙ୍କୁ ଘରେ ଲଗାଇବା ଭଲ ହୋଇଥାଏ । ଆପଣମାନେ ଜାଣି ଥିବେ କି ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ ମାନେ ଏକ ଜିନିଷର ଧ୍ୟାନ ରଖିବେ କି କେଉଁ ଦିଶା ରେ କେଉଁ ଜିନିଷ ମାନ ରହିବା କଥା । ସେଇ ଦିଶାରେ ଆପଣ ସେହି ଭଳି ଜିନିଷ ମାନଙ୍କୁ ରଖିବା ଭଲ ହୋଇଥାଏ । ଆପଣମାନେ ଜାଣି ଥିବେ କି କିଛି ଲୋକମାନେ ଯେଉଁ ମାନେ ବାହାରକୁ ଯିବା ପାଇଁ କିମ୍ବା ଯେଉଁ ମାନେ ବାହାର ଜାଗାରେ କିଛି ଜିନିଷ କୁ କେଉଁ ଭଳି ରଖିବେ ତାହା ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ ।
ବାସ୍ତୁ ଶାସ୍ତ୍ର ନଉସାରେ ଦେଖିବା ପାଇଁ ଜୀବା ତ ଏହା ମଧ୍ୟରେ ସବୁ ବେଳେ ଦିଶାର ଖୁବ ମହତ୍ଵ ମାନ ଅଛି ଆପଣମାନେ ଜାଣି ରଖନ୍ତୁ କି ଆପଣମାନେ ଯଦି ଅନ୍ୟ ଦିଶାରେ କିମ୍ବା ଭୁଲ ଦିଗରେ କିଛି ଗଛ କୁ ରଖିବେ ତେବେ ଏହାର ଖରାପ ପରିଣାମ ସବୁ ବେଳେ ଆପଣଙ୍କୁ ମିଳିବ ।
ଆମ ଆଖ ପାଖରେ ସବୁ ବେଳେ ଖରାପ ଶକ୍ତି କିମ୍ବା ଭଲ ଶକ୍ତି ସବୁ ବେଳେ ବୁଲୁ ଥାଏ ଏହା ଆମେ ମାନେ ଜାଣିନେ କି ଏହା ଭଲ ଶକ୍ତି କି ଖରାପ ଶକ୍ତି ଅଟେ । ଯଦି ଆମେ ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଏହାକୁ ଲଗାଇବା ତେବେ ଆମେ ନିଶ୍ଚିତ ଭାବେ ଏହାଠାରୁ ଭଲ ପରିଣାମ ମିଳିବ ।
ଆପଣମାନେ ଜାଣି ଥିବେ କି ଯେଉଁ ଘରେ କଣ୍ଟା ଜାତୀୟ ଗଛ ମାନ ରଖିବା ଆଜି କଲି ଏକ ନୂଆ ଟ୍ରେଣ୍ଡ କିନ୍ତୁ ଯଦି ଆପଣଙ୍କ ଘରେ ଅସାନ୍ତି ଅଛି ସେଇ ଜାଗାରେ ଆପଣ ମାନେ ଜାଣି ନିଅନ୍ତୁ କି ଏହି ଭଳି ଗଛ ଲଗାଇବା ଭଲ କଥା ନୁହେଁ । ଆପଣଙ୍କ ସାମନାରେ ହିଁ ଆପଣଙ୍କ ଘରେ ଆସନ୍ତି ସବୁ ବେଳେ ଲାଗି ରହିବ । ଆପଣଙ୍କ ଘରେ କଲରା, କରଞ୍ଜି ଆଦି ଗଛ ଲଗାଇବା ଭଲ ହୋଇ ନଥାଏ ।
ଯେଉଁ ଘରେ ବେଲ, କଦଳୀ, ଅନାର, ଏରଣ୍ଡ ଗଛ ମାନ ଅଛି ସେହି ଘରେ ଥିବା ପୁତ୍ର ମାନଙ୍କ ଉର୍ଣ୍ଣତି ହୋଇ ନଥାଏ । ଯେଉଁ ଜାଗାରେ କଣ୍ଟା ଜାତୀୟ ଗଛ ମାନ ଥାଏ ସେଇ ଜାଗାରେ ମା ଲକ୍ଷ୍ମୀ ଙ୍କ ଯିବା ଆସିବା ଅକାମ ହୋଇ ଯାଇ ଥାଏ ଏହା ସହ ଯେଉଁ ଜାଗାରେ ବିଶ, କଣ୍ଟା ଜାତୀୟ ଗଛ ଥାଏ ସେଇ ଜାଗାରେ ଆମେ ରହିବା ଉଚିତ ନୁହେଁ କିମ୍ବା ଆମେ ତାକୁ ସେଇ ଜାଗାରୁ ହଟାଇ କି ଆଉ କେଉଁ ଜାଗାରେ ଲଗାଇବା ଭଲ ହୋଇଥାଏ ।
ଏହା ସହ ଆପଣ ମାନେ ଏହା ମଧ୍ୟ ଜାଣି ନିଅନ୍ତୁ କି ଆପଣମାନେ ଯଦି କଣ୍ଟା ଜାତୀୟ ଗଛ ଲଗାଉଛନ୍ତି ତେବେ ଆପଣମାନେ ଏହା ଜାଣି ନିଅନ୍ତୁ କି ଏହା କେବଳ ମରୁଭୁମି ରେ ହିଁ ସୋଭା ପାଇ ଥାଏ । ଏହା ରହିବା ଦ୍ଵାରା ଜନହାନି ହୋଇଥାଏ । ଏମାନେ ଅନିଷ୍ଟ କରିଥାନ୍ତି । ଆମେ ଯଦି ମନି ପ୍ଳାଣ୍ଟ ଲଗାଇବା ତେବେ ଆମେ ଉତ୍ତର ଦିଗରେ ଲଗାଇବା ଭଲ ହୋଇଥାଏ ।
ଏହା ଗଣେଶ ଭଗବାନ ଓ କୁବେର ଙ୍କ ଦିଗ ଅଟେ । ତେଣୁ ଏହା ଭଲ ପରିଣାମ ଦେବ ଏହା ସହ ଆପଣ ମାନେ ଆଲୋବେରା ଗଛ କୁ ଆଣିକି ଲଗାଇବା ଭଲ ହୋଇଥାଏ ଏହା ଏକ ଔଷଧୀୟ ଗଛ ଅଟେ କିନ୍ତୁ ଏହା ସହ ଏହା ଆମ କର୍ମ କ୍ଷେତ୍ରକୁ ଭି ଭଲ କରାଇଥାଏ । ଏହା ପରେ ଆସେ ଅଶୋକ ଗଛ ଏହା ଆମ ଶୋକ କୁ ହଋ ନଇ ଥାଏ । ଏହା ସହ ଆପଣ ଯଦି ବେଲ ଗଛ ଲଗାଇବେ ତେବେ ଏହା ମଧ୍ୟ ଖରାପ ପରିଣାମ ଦେବ । ଆପଣ ଯଦି ଅଂଳା ଗଛ ଲଗାଇବେ ତେବେ ଆପଣ ବ୍ରାହ୍ମଣ ମାନଙ୍କ ଆଶୀର୍ବାଦ ପାଇବେ ।