ଆମକୁ ପୂର୍ବ ଜନ୍ମର କିଛି ବି କଥା ମାନେ ରୁହେନି କାହିଁକି- Garuda Purana

ଆଜି ଆମେ ଆପଣଙ୍କୁ କହିବା କି କେଉଁ ଭଳି ଭାବେ ଆପଣ ପୂର୍ବ ଜନ୍ମ କଥାକୁ ଜାଣି ପାରି ନଥାନ୍ତି । ଆପଣ ମାନେ ଯଦି ସବୁ ଲୋକଙ୍କୁ କହିବେ କି ତୁମର କଣ ପୂର୍ବ ଜନ୍ମ ହୋଇଛି ସେମାନେ ଆପଣଙ୍କୁ ଏକ କଥା ହିଁ କହିବେ କି ସେମାନଙ୍କ ର ମନେ ନାଇ ବୋଲି କିନ୍ତୁ ଯଦି ଆପଣ ଜାଣିବା ପାଇଁ ଚାହାଁନ୍ତି କି ଏହା କଣ ପାଇଁ ମନେ ରୁହେନି ତେବେ ଆସନ୍ତୁ ଜାଣିବା । ପୁନ୍ନର ଜନ୍ମ ଓ ପର ଜନ୍ମ ଏହା ବହୁତ ଜଟିଳ ଅବସ୍ଥା କହିଲେ ଭୁଲ ହେବନି । ଆମେ ଜାଣିଛେ ଯେଉଁ ଭଳି ଆମେ ବସ୍ତ୍ର ବଦଳି ଥାଉ ସେହି ଭଳି ଆମ ଆତ୍ମା ଶରୀର ବଦଳି ଥାଏ ।
ଏହା ସହ ଏହା ମଧ୍ୟ କୁହାଯାଏ କି ଜେଣ ଯାଏ ଏହା ପରମାତ୍ମା ଙ୍କ ପାଖରେ ଲୀନ ନ ହୋଇଛି ସେହି ଯାଏ ଏହା ଅଲଗା ଅଲଗା ଯୋ-ନି-ରେ ଜନ୍ମ ନେଇ ଚାଲି ଥାଏ । ଆପଣ ଏହା ଜାଣିକି ଆଶ୍ଚର୍ଯ୍ୟ ହେବେ କି ଏହା ମଣିଷ କୁ ମନେ ଥାଏ । ଆଜ୍ଞା ହଁ ଆଜି ଆମେ କହିବା କି ଭଗବାନ ଗରୁଡ କୁ କହିଥିବା କଥା । ଯେଉଁ ସମୟରେ ଏକ ସନ୍ତାନ ନିଜ ମାତା ଗର୍ଭ ରେ ଥାଏ ତାକୁ ତାର ପୁର୍ବ୍ବ ଜନ୍ମ ର ସବୁ କିଛି କଥା ମନେ ଥାଏ ସେ ଭଗବାନ ଙ୍କ ପାଖରେ ପ୍ରାର୍ଥନା କାରୀ ଥାଏ କି ମତେ ଆପଣ ଏହି ଦୁନିଆ କୁ ପୁଣି କଣ ପାଇଁ ପଠାଇ ଛନ୍ତି ଭଗବାନ ମୋର ଭୁଲ କ୍ଷମା କରିକି ଆପଣ ମତେ ପୁଣି ଥଜ ସରଣରେ ନିଅନ୍ତୁ ।
ସେଇ ପାଇ ପିଲା ମାନେ ସବୁ ବେଳେ ହାତ ଯୋଡି କରି ରହି ଥାନ୍ତି । ଆପଣ ଏହା ଜାଣି ପାରିବେ କୀ କଣ କଣ ଭୁଲ ଆପଣ ମାନେ କରିଛନ୍ତି ଯାହା ପାଇଁ ଆପଣ ପୁଣି ଜନ୍ମ ହୋଇ ଛନ୍ତି । ଏହା ପାଇଁ ସେ କହେ କି ହେ ଭଗବାନ ମୁ ପୁଣି ଏହି ପା-ପୀ ଦୁନିଆ କୁ ଆସିବା ପାଇଁ ଚାହୁଁନି । କିନ୍ତୁ ୬ ମାସ ପରେ ତାର ମୁଣ୍ଡ ତଳ ଆଡକୁ ହୋଇ ଯାଇ ଥାଏ । ନିଜ ଆଖ ପାଖର ଅସନା ଦେଖିକି ସେ ଭାବି ଥାଏ କି ହେ ଭଗବାନ ଆପଣ ମତେ କେବେ ଏହି ନ-ର୍କ ରୁ ବାହାର କରିବେ ।
ଯାହାଭି ମାତା ଖାଇ ଥାଏ ତାହା ପିଲା ମାନେ ଖାଇ ଥାନ୍ତି ଓ ସେମାନେ ଏହି ଜାଗାରୁ ବାହାରିବା ପାଇଁ ହଲିବା ମଧ୍ୟ ଆରମ୍ଭ କରି ଦେଇ ଥାନ୍ତି । ଯେଉଁ ସମୟରେ ସେ ଏହି ଗର୍ଭ ରୁ ବାହାରି ଆସେ ଭଗବାନ ଙ୍କ ସହ ଥିବା ସୂତ୍ର ମଧ୍ୟ କ-ଟି ଯାଇ ଥାଏ । ଏହା ସହ ସେ ସବୁ କିଛି ଭୁଲି ଯାଇ ଥାଏ । ଏହା ପାଇଁ କୁହାଯାଏ କି ଯେତେବେଳେ ସନ୍ତାନ ଗର୍ଭ ରେ ଥାଏ ସେତେବେଳେ ଭଲ କଥା ଚିନ୍ତା କରିବା କଥା । ଏହା ସହ ମୃ-ତ୍ୟୁ ବେଳେ କପାଳ କ୍ରିୟା ମଧ୍ୟ କରା ଯାଇଥାଏ ଯଦି ଏହା ହୋଇ ନଥାଏ ତେବେ ଆମକୁ ପୂର୍ବ ଜନ୍ମର ସବୁ କିଛି କଥା ମନଥାଏ ।