କାହାର ନାମ ଭାବି ବାଛନ୍ତୁ ଏହି ତିନୋଟି ସଂଖ୍ୟା ମଧ୍ୟରୁ ଗୋଟିଏ ସଂଖ୍ୟା ଓ ଜାଣନ୍ତୁ ନିଜ ଭବିଷ୍ୟତ !

ଜୀବନରେ ବହୁତ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । ବୈବାହିକ ଜୀବନରେ ସୁଖ ସମୃଦ୍ଧି ଆଣିବା ପାଇଁ ଅନେକ ଚେଷ୍ଟା ମଧ୍ୟ କରିଥାଉ । ହେଲେବି କିଛି ଲୋକ ଅନେକ ସମସ୍ୟାର ସମୁଖୀନ ହୁଅନ୍ତି । ବହୁତ ଆଶା କରିଥାନ୍ତି ଭବିଷ୍ୟତରେ କିଛି କରିବା ପାଇଁ । ଆସନ୍ତୁ ଜାଣିବା କଣ ରହିଛି ଆପଣଙ୍କ ଭବିଷ୍ୟତରେ । ତିନୋଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟା ବାଛନ୍ତୁ । ଯଦି ପ୍ରଥମ ସଂଖ୍ୟାଟିକୁ ଚୟନ କରିଛନ୍ତି ତ ସବୁବେଳେ ଚାହାନ୍ତି ଭହୁତ ଆଗକୁ ଯିବା ପାଇଁ ।
କିନ୍ତୁ କିଛି ସମସ୍ଯା ପାଇଁ ଆଗକୁ ଯାଇ ପାରୁନାହାନ୍ତି । କୋଣସି ସମସ୍ଯା ପାଇଁ ନିଆ ଲୋକଙ୍କ ଠାରୁ ବହୁତ ଦୂରରେ ରହିବାକୁ ଚାହୁଛନ୍ତି । ଯେତେବେଳେ ମନ ପରିବର୍ତ୍ତନ ହେଇଯାଉଛି ସେହି ସମୟରେ ଫେରିବାକୁ ଚାହୁଛନ୍ତି । କୌଣସି କାର୍ଯ୍ୟ ପାଇଁ ବହୁତ ବ୍ୟସ୍ତ ରହୁଛନ୍ତି । ବହୁତ ଦୁଃଖ ପ୍ରକାଶ ମଧ୍ୟ କରୁଛନ୍ତି । ଯଦି ଆପଣ ଦ୍ଵିତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି । ତ ନିଜ ପରିବାର ପାଇଁ ବହୁତ ଚିନ୍ତା କରୁଛନ୍ତି ।
କିପରି ପରିବାରରେ ସୁଖ ଶାନ୍ତି ଆସିବ ସେଥିପାଇଁ ବହୁତ ଚେଷ୍ଟା କରୁଛନ୍ତି । କୌଣସି ନୂଆ ସମ୍ପର୍କ ଗଢିବାକୁ ଚାହୁଛନ୍ତି । ଆପଣ କିଛି ପାଇବାକୁ ଚାହୁଛନ୍ତି କିନ୍ତୁ ପାଇପାରୁନାହାନ୍ତି ।କିନ୍ତୁ ବହୁତ ଅପେକ୍ଷା କରିବେ । ସେଥିଲାଗି ବହୁତ ଦୁଃଖରେ ରହୁଛନ୍ତି । ବିବାହ କରିବାକୁ ଚାହୁଛନ୍ତି କିନ୍ତୁ ଆପଣଙ୍କର ମନ ପସନ୍ଦରେ ହେଉ ନାହିଁ । ଏହି ସବୁ ପାଇବା ପାଇଁ ବହୁତ ପରିଶ୍ରମ କରିବାକୁ ହେବ । ଜୀବନରେ ପ୍ରତୀଟି ସମୟରେ ପରୀକ୍ଷା ଦେବାକୁ ହେବ ।
ନିଜ ସମ୍ପର୍କରେ ବହୁତ ଖରାପ ସମୟ ଥିଲା ତାହା ବିତିଯାଇଛି । ଏବେ କୌଣସି ଚିନ୍ତା କରିବାର ନାହିଁ ।ସବୁ ସମସ୍ୟାକୁ ସାମ୍ନା କରିବାରେ ବହୁତ ସାହାର୍ଯ୍ୟ ମିଳିବ । ପ୍ରେମ ସମ୍ପର୍କରେ ବହୁତ ବାଧା ଆସୁଛି କିନ୍ତୁ ଦୁଇଜଣଙ୍କ ମଧ୍ୟରେ ବହୁତ ଭଲପାଇବା ରହିଛି । ଯଦି ଆପଣ ତୃତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି । ତ ଯାହା ଆପଣ କରିବାକୁ ଚାହିଁବେ ସବୁ କରିପାରିବେ । ସମସ୍ତଙ୍କ ପାଇଁ ବହୁତ କିଛି କରିବାକୁ ଚାହୁଛନ୍ତି । ସମସ୍ତଙ୍କ ପାଇଁ ଭଲ ମଧ୍ୟ କରିବେ ।
ଯାହାବି କିଛି କରିବାକୁ ଚାହୁଛନ୍ତି କେହିବି ଅଟକେଇ ପାରିବେ ନାହିଁ । ବୈବାହିକ ଜୀବନରେ ହେଉ ବା ପ୍ରେମ ଜୀବନରେ ବହୁତ ଦୃଢ ଚିନ୍ତା କରନ୍ତି । ଭବିଷ୍ୟତ କଥା ଚିନ୍ତା କରନ୍ତି । ନିଜ ଭବିଷ୍ୟତକୁ ନେଇ ବହୁତ ପରିଶ୍ରମ କରିବେ । ଯାହାର ଫଳ ବହୁତ ଭଲ ଆସିବ । ସବୁ କ୍ଷେତ୍ରରେ ବହୁତ ଚିନ୍ତା କରନ୍ତି ବହୁତ ଭାବନ୍ତି କି ଏହା କାଲେ ଠିକ ହେବ କି ନାହିଁ । କିନ୍ତୁ ସବୁ କାର୍ଯ୍ୟରେ ସଫଳ ହେବେ ।