ମନୋରଞ୍ଜନ

ବିବାହ ପର ଦିନ ଠୁଁ ସୋମାଲିନ୍ ଙ୍କ ସହ କେମିତି ଲାଗୁଛନ୍ତି ତାଙ୍କ ସ୍ଵାମୀ… ଦେଖନ୍ତୁ

ଆଜିକାଲି ସମସ୍ତେ ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରହୁଛନ୍ତି । ବଲୀଉଡ ଷ୍ଟାରମାନଙ୍କ ଠାରୁ ନେଇ ଓଲିଉଡ ଷ୍ଟାର ପର୍ଯ୍ୟନ୍ତ । ସମସ୍ତେ ନିଜର ଡାନ୍ସ ଓ ବିଭିନ୍ନ ପ୍ରକାରର ଭିଡିଓ ପୋସ୍ଟ କରୁଛନ୍ତି । କେତେକ ଷ୍ଟାର ଅନ୍ଲାଇନ ନିଜର ଭିଡିଓ ପୋସ୍ଟ କରି ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ହିଁ ଜଣେ ଷ୍ଟାରଙ୍କ ବିଷୟରେ କହିବୁ । ଯିଏକି ବର୍ତ୍ତମାନ ବହୁତ ଟ୍ରେଣ୍ଡରେ ଅଛନ୍ତି ।

ଜାଙ୍କଲିନ ସୋମାଲିନ ଯିଏକି ଜଣେ ଅଭିନେତ୍ରୀ ନୁହନ୍ତି କିନ୍ତୁ ଇଂସ୍ଟାଗ୍ରାମରେ ତାଙ୍କୁ ଲକ୍ଷ ଲକ୍ଷ ଲୋକମାନେ ଫାଲୋ କରନ୍ତି । ତାଙ୍କର ପ୍ରାୟତଃ ସବୁ ଭିଡିଓକୁ ଲକ୍ଷ ଲକ୍ଷ ଲୋକମାନେ ଦେଖିଥାନ୍ତି ।

କହିଦେଉଛୁ କି ସେ ଭଲ ଡାନ୍ସ କରନ୍ତି । କିଛି ଭିଡିଓରେ ଆପଣ ଦେଖି ପାରିବେ । ଆପଣ ତାଙ୍କର ଅଲଗା କିଛି ଭିଡିଓ ବି ଦେଖି ପାରିବେ । କହିଦେଉଛୁ କି ସୋମାଲିନ କିଛି ଦିନ ତଳେ ହିଁ ବିବାହ କରିଛନ୍ତି ଓ ବିବାହକୁ ନେଇ ସେ ବହୁତ ଖୁସିରେ ଅଛନ୍ତି । ବିବାହ ସମୟ ଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସେ ବହୁତ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ସେ ନିଜ ସ୍ଵାମୀ, ଶାଶୁଙ୍କ ସହ ମିଶି ଡାନ୍ସ କରୁଛନ୍ତି ।

ଏମିତିରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସୁଛି । ଯେଉଁଥିରେ ସେ ଆଇନା ସାମ୍ନାରେ ବସି ମେକଅପ ନେଉଛନ୍ତି ଓ ତାଙ୍କ ସ୍ଵାମୀ ପଛପଟୁ ଭିଡିଓ କରିବା ସହ ନାଚୁଛନ୍ତି । ଏହି ସମୟରେ ଆପଣ ସୋମାଲିନଙ୍କକ ମୁହଁରେ ହସ ଦେଖି ପାରିବେ । ସେ ଅନ୍ୟ କେତେକ ଭିଡିଓରେ ବି ମସ୍ତି ମଜାକ କରୁଥିବାର ନଜର ଆସୁଛନ୍ତି । କହିଦେଉଛୁ କି ସୋମାଲିନ ଅନ୍ଲାଇନ ବହୁତ ଏକ୍ଟିବ ରୁହନ୍ତି ।

ବାହାଘର ପର ଠାରୁ ହିଁ ଦୁଇ ଜଣ ସ୍ଵାମୀ ସ୍ତ୍ରୀ ନିଜର ପ୍ରତି ମୂହୁର୍ତ୍ତର ଭିଡିଓ କରି ଅନ୍ଲାଇନ ପୋସ୍ଟ କରୁଛନ୍ତି ଓ ଫ୍ୟାନମାନେ ବି ତାଙ୍କର ଏହି ସବୁ ଭିଡିଓକୁ ପସନ୍ଦ କରୁଛନ୍ତି । ଏହିଭଳି କରି ସୋମାଲିନ ନିଜ ଫ୍ୟାନମାନଙ୍କ ସହ ଯୋଡି ହୋଇ ଅଛନ୍ତି । ବିବାହ ପୂର୍ବରୁ ବି ସୋମାଲିନ ନିଜର ବହୁତ ଭିଡିଓ ଶେୟାର କରିଥିଲେ । ଯାହାକୁ ତାଙ୍କର ଫ୍ୟାନମାନେ ଭଲ ପାଇବା ଦେଇଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button